News
WhatsApp Image 2023-10-04 at 17.25.00
samparksetu

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଦ୍ୱିଜା ନକ୍ଷତ୍ର ସରଳ ଭାବରେ ଅନ୍ୟକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଏବଂ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବ। ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।

ବାଇକ୍ ଧକ୍କାରେ ଯୁବକ ଗୁରୁତର

ବାଇକ୍ ଧକ୍କାରେ ଯୁବକ ଗୁରୁତର । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଭିତରଦିଗ ପାଟଣାର ନନ୍ଦ କିଶୋର ସାହୁଙ୍କ ପୁଅ ଶିଶିର ସାହୁ(୨୬)ନିଜ ବାଇକ୍ ଯୋଗେ କାଳୀବଜାରରୁ କଲେଜରୋଡ ଯିବା ସମୟରେ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା

ବାଇକ ଓ କାର ମୁହାଁମୁହିଁ ଧକ୍କା ; ବାଇକ ଚାଳକ ଗୁରୁତର

କଙ୍କଡାହାଡ଼ ଥାନା ଢୋଲଖମଣ ଛକ ନିକଟରେ ସଡ଼କ ଦୁର୍ଘଟଣା l ବାଇକ ଓ କାର ମୁହାଁମୁହିଁ । ବାଇକ ଆରୋହୀ ନୟାଗଡ ଅଞ୍ଚଳ ର ଦୀପକ ଶାସମଲ ଗୁରୁତର । ସୂଚନା ଅନୁଯାୟୀ , ଦୀପକ ଏକ ବାଇକ ଯୋଗେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳ ରୁ ନିଜ ଘର ନୟାଗଡ କୁ ଫେରୁଥିଲେ ।କିନ୍ତୁ ଢୋଲଖମଣ ଛକ ନିକଟରେ

ଟଙ୍କା ନଦେବାରୁ ବାପାକୁ ହାଣିଲା ପୁଅ !

ଟଙ୍କା ନଦେବାରୁ ବାପାକୁ ହାଣିଲା ପକାଇଲା ପୁଅ, ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ପାରିଖେଦା ଗ୍ରାମରେ ଗୁରୁତର ବାପାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ବାପାକୁ ହାଣିବା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ସୂଚନା ଯୋଗ୍ୟ କି , ପୁଅ ଲିଙ୍ଗା ନାୟକ ମଦ୍ୟ ପାନ

ତାତିଲେ ଚାଷୀ! ଧାନ ମଣ୍ଡି ବନ୍ଦ ପରେ ସମବାୟ ସମିତିର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ପକାଇଲେ ତାଲା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ କଣ୍ଟାପାଳ, ତୁମୁଁସିଙ୍ଗା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ଚାରୋଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ୧୦୩୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଥିଲେ। ବର୍ତ୍ତମାନ

ଆଜିର ବ୍ରେକଫାଷ୍ଟ ରେ ବନାନ୍ତୁ ଦଲିଆ ଉପମା

ମାତ୍ର ୧୦ ମିନିଟ୍‌ ଭିତରେ ଘରେ ବନାନ୍ତୁ ଟେଷ୍ଟି ଦଲିଆ ଉପମା ଆବଶ୍ୟକୀୟ ସାମଗ୍ରୀ: ଦଲିଆ, ଗ୍ରୀନ୍‌ ମଟର, ବିନ୍‌ସ, ଗାଜର, ଫୁଲ କୋବି, କଟା ପିଆଜ, ଟମାଟୋ, କଟା ଧନିଆ ପତ୍ର, ତେଲ, ଲୁଣ, ଜିରା, ସୋରିଷ, ଭୃସଙ୍ଗ ପତ୍ର, ବାଦାମ ପ୍ରସ୍ତୁତି ପ୍ରଣାଳୀ: ଦଲିଆ ସିଝିବାକୁ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ଷଷ୍ଠ ଚନ୍ଦ୍ର ପ୍ରଭାବରୁ ଦିନଟି ଭଲରେ ଅତିବାହିତ ହେବ ଓ ଶାରୀରିକ ସୁସ୍ଥତା ଯୋଗୁ ମନ ପ୍ରଫୁଲ୍ଲ ରହିବ। ପରିଜନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ମିତ୍ରମାନେ ସୁବିଧାବାଦୀ ଭଳି କାମ କରିବେ। ବୃଷ

ନିରାଡ଼ମ୍ବର ରେ ୩ଦିନ ପାଳନ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଚାରିଦ୍ଵାର ରେ ଜଳିଲା ଝାଡଦିପ, କୋଭିଡ ନିୟନ୍ତ୍ରଣ ଦୃଷ୍ଟିରେ ରଖି ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।କୋଭିଡ କଟକଣା କଡାକଡି,ସୀମିତ ସାଧୁସନ୍ଥଙ୍କୁ ନେଇ ହେଲା ନୀତି । ଚଳିତ ବର୍ଷ ଫେବୃଆରୀ ୨୫ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପାଳନ ହୋଇଯାଇଛି ଏବର୍ଷର

କିରାସିନି ଢାଳି ମହିଳାଙ୍କୁ ହତ୍ୟା ଅଭିଯୋଗ ; ଶାଶୁ ସ୍ୱାମୀ ଥାନାରେ ଅଟକ !

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମରେ ଜଣେ ମହିଳାଙ୍କୁ କିରାସିନି ଢାଳି ହତ୍ୟା କରାଯାଇଥିବାର ଝିଅର ପରିବାର ଲୋକ ଅଭିଯୋଗ କରାଯାଇଛି । ଏହାକୁ ନେଇ ପୋଲିସ୍ ଶାଶୁ ଏବଂ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । କମଳାଙ୍ଗ ଗ୍ରାମର ଶଶୀ ସାମିଲଙ୍କ ପୁଅ ଟୁନା

କଣ୍ଟାବଣିଆ ଅପିଟିସିଏଲ ନିକଟରେ ପୁଣି ଅଗ୍ନିକାଣ୍ଡ

ପୁଣି ଏକ ବଡ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଲା ଓପିଟିସିଏଲ । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସ ମିଶନ କର୍ପୋରେସନ ଲିମିଟେଡ଼ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏକ କେବୁଲ ଭ୍ରଷ୍ଟ ହୋଇ ସ୍ପାର୍କିଙ୍ଗ ହେବାରୁ ଏକ ଗ୍ରୀଡ଼ରେ ନିଆଁ ଲାଗି ଯାଇଛି। ହୁତୁ ହୁତୁ ହୋଇ
error: Content is protected !!