News
WhatsApp Image 2023-10-04 at 17.25.00
samparksetu

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର !

ଗଛ ଉପରେ ଯୁବକଙ୍କ ଝୁଲନ୍ତା ମୃତଦେହ, ଏଭକି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗ୍ରାମରେ । ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗ୍ରାମର ବେଣୁଧର ସାହୁଙ୍କ ସାନ ପୁଅ ସୋମନାଥ ସାହୁ (୨୨) ଗତକାଲି ସନ୍ଧ୍ୟାରେ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିବା

ସଡ଼କ ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଶିପୁର ପଞ୍ଚାୟତ ର ଲହଡ଼ା ହାଇସ୍କୁଲ ଛକ ନିକଟରେ ଆଜି ଏକ ବାଇକ୍ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି ।ଆହତ ଜଣଙ୍କ ଯାଜପୁର ଜିଲ୍ଲାର ସୀତାହାଟ ଗ୍ରାମର ସଞ୍ଜୟ ଭୂୟାଁ । ସୁଚନା ଅନୁଯାୟୀ , ସଞ୍ଜୟ ବାଇକ୍ ଯୋଗେ ତାଙ୍କ

ଢେଙ୍କାନାଳ ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ…

ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହେବା ସହ ୪୦୦୦ କମ୍ପୁଟର ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ବେକାର। ଆଠ ଶହ କୋଟି ଟଙ୍କାର ବ୍ୟୟ କରାଯାଇ ବିଦ୍ୟାଳୟ ଗୁଡିକରେ ସ୍ଥାପନ କରାଯାଇଥିବା କମ୍ପୁଟର ଲ୍ଯାବ ଏବେ ନଷ୍ଟ ହେବାକୁ ବସିଛି। ସାମ୍ପ୍ରତିକ ସମୟରେ କମ୍ପ୍ୟୁଟର

ପରଜଙ୍ଗ ପୋଲିସ୍ କବଜାରେ କଙ୍କଡାସୋଡ଼ା ଗ୍ରାମର ବିଭତ୍ସ ହତ୍ଯାକାଣ୍ଡର ଅଭିଯୁକ୍ତ

କମେଣ୍ଟ ମରାକୁ କେନ୍ଦ୍ର କରି ବଚସା ପୁଣି ଉଗ୍ରରୂପ ନେଇ ହତ୍ୟାକାଣ୍ଡ ଗତ କିଛିଦିନ ହେବ ଏଭଳି ଏକ ଘଟଣା ସାରା ଢେଙ୍କାନାଳ ଜିଲ୍ଲାରେ ଚହଳ ପକାଇଥିବା ବେଳେ ଏହି ଘଟଣା କୁ ଫର୍ଦାଫାର୍ସ କରିଛି ପରଜଙ୍ଗ ପୋଲିସ୍ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡ଼ାସୋଡା

ମାଛ ବେପାରୀଙ୍କୁ ମରଣାତ୍ମକ ଆକ୍ରମଣ ସହ ଟଙ୍କା ଲୁଟ୍

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖତେଇବେରେଣୀ କେନାଲ ରାସ୍ତାରେ ଜଣେ ମାଛ ବେପାରୀ ଙ୍କୁ ଆକ୍ରମଣ କରି ୨୦୦୦ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ ଭୁବନ ବ୍ଲକ ଜୟପୁର ଗ୍ରାମର ଚୈତନ୍ୟ ବେହେରା ଆଜି ନିଜ ବେପାର ସାରି କାମାକ୍ଷାନଗର ଓ ବିରାଶାଳ ମଧ୍ୟରେ ଥିବା

ବଚସାରୁ ସ୍ତ୍ରୀ ର ଆତ୍ମହତ୍ୟା, ଅନ୍ୟପଟେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ !

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କପିସାହିରେ ଅଭାବନୀୟ ଘଟଣା ଘଟିଛି । ପତିପତ୍ନୀଙ୍କ କଲହରୁ ସ୍ତ୍ରୀ ର ଆତ୍ମହତ୍ୟା ଅନ୍ୟପଟେ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ସୂଚନା ଅନୁଯାୟୀ ସେହି ଗ୍ରାମର ଧ୍ରୁବଚରଣ ସାହୁଙ୍କ

ବାଇସିଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ସାଇକେଲ ଚୋରି କୁ ନେଇ ହଣାକଟା

ଢେଙ୍କାନାଳ ଜିଲ୍ଲା ବକାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାଇକଲ ଚୋରିକୁ ନେଇ ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା ଯାହାକି ତୀବ୍ର ରୂପ ନେଇ ହଣାକଟାରେ ପହଞ୍ଚିଥିଲା । ସୂଚନା ଅନୁଯାଇ ବାଇସିଙ୍ଗା ଗ୍ରାମ ରଗଡିସାହି

ଭିଜିଲାନ୍ସ ସ୍କାନରରେ ନିହଳପ୍ରସାଦ ଥାନା ଆଇଆଇସି

ଭିଜିଲାନ୍ସ ସ୍କାନରରେ ପୋଲିସ୍ ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଆଇଆଇସି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ନିହଳପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାର ୩୦୭ ଦଫା ହଟାଇବାକୁ ମାମଲାର

ଖବର ପ୍ରସାରଣ ପରେ ସଚଳ ହେଲା ୨ ସୋଲାର ପମ୍ପ ପାଣିଟାଙ୍କି

ଗ୍ରୀଷ୍ମରୁତୁ ର ଆଗମନ ରେ ପାନୀୟ ଜଳ ସମସ୍ୟା ଆରମ୍ଭ ହୋଇଥାଏ , ଏହି ସମୟରେ ଗଁଦିଆ ବ୍ଲକ କାବେରଣା ପଂଚାୟତର ବିଧାରପୁର- ଯୋରନ୍ଦା ରାସ୍ତା ର ଯଦପୁର ଗ୍ରାମ ନିକଟରେ ଥିବା ଯାତ୍ରୀ ବିଶ୍ରାମଗର ଠାରେ ସୋଲାର ପମ୍ପ ପାଣିଟାଙ୍କି ଓ ଯଦପୁର ଗ୍ରାମ ଭିତରେ ଥିବା ସୋଲାର ପମ୍ପ ପାଣିଟାଙ୍କି

ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଟଣା ଯାଇଥିଲା ସୋଲାର ତାର ଚୋରି !

ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଝାରଗଡ଼ିଆ ଠାରୁ ମହିଧରପୁର ପର୍ଯ୍ୟନ୍ତ ୬ କିଲୋମିଟର ଓ ସୁଧାଡିହକାଟେଣି ଠାରୁ କାଉଁରିଆ ପାଳ ପର୍ଯ୍ୟନ୍ତ ୬ କିଲୋମିଟର ପର୍ଯ୍ୟନ୍ତ ରେଳ ଧାରଣା ପାର୍ଶ୍ଵରେ ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଟଣା ଯାଇଥିଲା
error: Content is protected !!