News
WhatsApp Image 2023-10-04 at 17.25.00
samparksetu

କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଯୋରନ୍ଦ। ମେଳା ଉପରେ ଲାଗିଲା କଟକଣା ; ଜିଲ୍ଲା ବାହାରର ସାଧୁସନ୍ଥ ଙ୍କୁ ମେଳା ମନା…

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦ। ମାଘ ମେଳା ଚଳିତ ମାସ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ହେତୁ ଜିଲ୍ଲା ପ୍ରଶାସନ ଦ୍ୱାରା ନୂଆ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ଯୋରନ୍ଦ। ମେଳାକୁ ସୀମିତ ସଂଖ୍ୟକ

ଓପିଟିସିଏଲ ଭୟାବହ ଅଗ୍ନିକାଣ୍ଡ ; ୧୪ କୋଟି ଟଙ୍କାର କ୍ଷତି !

ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଠାରେ ଓଡିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେସନର ସବଷ୍ଟେସନରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ଆଠ ସମୟ ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏଠାରେ ଥିବା ଏକ ୩୧୫ ଏମଭିଏ ଟ୍ରାନ୍ସଫର୍ମର ଇନସୁଲେଟର

ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଳବ ସଦସ୍ୟଙ୍କ ଦ୍ୱାରା ଆୟୋଜିତ “କ୍ଲିନ ଭିଲେଜ ଓ ଗ୍ରୀନ ଭିଲେଜ ପ୍ରୋଗ୍ରାମ”

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ନୂଆ ଅଁଳାବେରେଣୀ ଗାଁ ର ୪ ନମ୍ବର ଓ୍ବାର୍ଡ ଓ ୫ ନମ୍ବର ଓ୍ବାର୍ଡ ରାସ୍ତା ଠାରୁ ଅଁଳାବେରେଣୀ ପୂର୍ତ୍ତ ବିଭାଗ ରାସ୍ତା ସଫେଇ ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଳବ୍ ଦ୍ଵାରା ସମ୍ପାଦିତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଲଟି ବୁଦା

ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆନ୍ତର୍ଜାତିକ ଭାଷା ଦିବସ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫୃବ୍ରୁୟାରୀ ମାସ ୨୧ ତାରିଖ ଦିନ ବିଦ୍ୟାଳୟ

ବନ୍ଧୁମିଳନ ବି.ବି. ହାଇସ୍କୁଲ ୨୦୦୩ ବ୍ୟାଚ୍

କିଛି ଭୁଲି ଯାଇଥିବା ଚେହେରା ତଳେ ଆସଖୋଜିବା ଆମର ସେ ଅଭୁଲା ସମୟକୁ ପିଲାଦିନର ରାଗ ରୁଷାସେ ଦିନର ଅଭୁଲା ଭଲପାଇବାକିଛି ଲୋଡ଼ା ଆଉ କିଛି ଅଲୋଡ଼ା ଅନ୍ତରଙ୍ଗ ଆଳାପ ଆସ ମନେ ପକେଇବା ଆମ ଶ୍ରେଣୀ ଗୃହରହଜିଲା ବାସନା କୁ ସାର୍ ମାନଙ୍କ ତାଗିଦ୍ କୁସାଙ୍ଗ ହେଇ ଆଣ୍ଠେଇବାର ଅଭୁଲା

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ କଥାରେ ମନ ମୋହିବେ, କିନ୍ତୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡ଼ିପାରେ। ଭୁଲ୍ ବୁଝାମଣାରୁ ପରିବାରରେ ମତାନ୍ତର ସୃଷ୍ଟି ହେବ। ପାଖ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ପରେ ଅନୁତାପ କରିପାରନ୍ତି।

ନୟାନିଳକଣ୍ଠପୁରରୁ ଭାଲୁର ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅନ୍ତର୍ଗତ ନୟାନିଳକଣ୍ଠପୁର ଗ୍ରାମ ନିକଟରୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଭାଲୁଟିର ଦାନ୍ତ ଓ ନଖ ନଥିବାର ଜଣାଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ବନପାଳ କବିତା ବିଶ୍ୱାଳ ପହଞ୍ଚି ଭାଲୁଟିର ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।

ହିନ୍ଦୋଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ ସ୍ପୋର୍ଟସ ଅସୋସିଏସନ ଆନୁକୂଲ୍ୟରେ ଗତ ଦଶ ଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲି ଥିବା ହିନ୍ଦୋଳ କପ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନୟାଗଡ଼ ଏକାଦଶ ସୀମିତ ୨୦ ଉଭର ମ୍ୟାଚରେ ୯

ତାତିଲେ ଚାଷୀ ; ଧାନ ବସ୍ତା ରଖି ଅବରୋଧ କଲେ ଜାତୀୟ ରାଜପଥ !

ବାଉଁଶପାଳ ଛକ ଠାରେ-ଧାନ ରଖି NH ୫୫ ଅବରୋଧ କଲେ ଶତାଧିକ ଚାଷୀ । ଧାନ ମଣ୍ଡିରୁ ଧାନ ନଉଠିବା ସହିତ ଟୋକନ ମିଳିଥିବା ସତ୍ତ୍ବେ କଟିଯିବା କାରଣରୁ ରାସ୍ତା ଅବରୋଧ କରାଯାଇଛି। ସୂଚନା ଅନୁସାରେ କାଦୂଆ ଧାନ ମଣ୍ଡିରେ କାଦୂଆ,ସମାଟାଙ୍ଗି,ବାଉଁଶପାଳ ,ବାଙ୍ଗୁର ଗ୍ରାମର ଚାଷୀ ସେମାନଙ୍କର

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ଅବରୋଧ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ନ୍ୟାୟ ଦାବିରେ ମୃତଦେହ ରଖି ମୁଖ୍ୟରାସ୍ତା ଅବରୋଧ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ନିକଟରେ । ସୂଚନା ଅନୁଯାୟୀ ଅଜଣା ଗାଡି ଧକାରେ ଜଣେ ଯୁବକଙ୍କ ମୃତ୍ୟୁ
error: Content is protected !!