News
WhatsApp Image 2023-10-04 at 17.25.00
samparksetu

ବଜରଙ୍ଗୀ ବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୂଆଟିପିଲେଇ ବଜରଙ୍ଗ ବାଲି କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ସୁରପ୍ରତାପପୁର ସଞ୍ଜୟ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୧୨୯ ରନ କରିଥିଲା। ଏହାର ଜବାବରେ ପପୁଲାର କ୍ରିକେଟ କ୍ଲବ (ବୋଲୁଅ) ୧୨ ଓଭର ଶେଷ ସୁଧା ୧୦୧ରନ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ବନ୍ଧୁଙ୍କ ସହ ପରିସ୍ଥିତିବଶତଃ ସାମାନ୍ୟ ବିତର୍କରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ଥିତି ସଂଘର୍ଷମୟ ରହିବ। ଯାତ୍ରା, ବାଣିଜ୍ୟ ଓ ନୂତନକର୍ମାରମ୍ଭ ପାଇଁ ଦିନଟି ଭଲ ରହିବ।

‘ମାତୃତ୍ବ’

ମାତୃତ୍ବ……. କିଛି ଲୁଚିଯାଇଛିଅଫିସ୍ ର ଗହଳି ଚହଳି ରେଦାରିଦ୍ର୍ଯ ର ଚଦର ତଳେରାତ୍ରି ର ଅନ୍ଧକାର ମଧ୍ଯରେପରିତ୍ଯକ୍ତ, ନିଷ୍ପାପ ଶିଶୁରକୁଆଁ କୁଆଁ କାନ୍ଦରେ। କିଛି ବି ଚାପିହୋଇଯାଉଛିବିକଶିତ ହେବାରେଲେପି ହୋଇଯାଉଛିଜୀର୍ଣ୍ଣ ଶୀର୍ଣ୍ଣ କଙ୍କାଳ ରେଆତଙ୍କିତ ଏ ମାତୃତ୍ବଅବାଞ୍ଛିତ

ନାବାଳକକୁ ଅପହରଣ ଉଦ୍ୟମ ; ବେକରେ ଛୁରୀ ଲଗାଇ ଉଠେଇ ନେଉଥିଲେ ୩ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଡାପଡା ଗ୍ରାମରୁ ଏକ ନାବାଳକକୁ ପିଲାଚୋର ଉଠାଇ ନେଇଯାଉଥିବା ବେଳେ , ଉପସ୍ଥିତ ବୁଦ୍ଧି ହେତୁ ନାବାଳକ ଜଣକ ଖସିଯାଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ , ବେଡ଼ାପଡା ଗ୍ରାମ ବିରଞ୍ଚୀ ସାମଲଙ୍କ ପୁଅ ଆକାଶ ସାମଲ (୧୪) କାଲି ସଂନ୍ଧ୍ୟା ସମୟରେ

ଧାନ ମଣ୍ଡି ବନ୍ଦ ପରେ ଧାନ ବିକ୍ରି କରି ନପାରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଚଳିତ ବର୍ଷ ରାଜ୍ୟ ସରକାର ଧାନ ମଣ୍ଡି ବନ୍ଦ ପରେ ଅନେକ ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲାର ଅନେକ ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲାର ବାଇଁସିଆ ସମବାୟ ସମିତି ଅଧିନରେ ପଞ୍ଜିକରଣ

ସେନା ରେ ଭର୍ତ୍ତି ହେବା ପାଇଁ କରୁଥିଲେ ପ୍ରସ୍ତୁତି ; ଅକାଳରେ ଚାଲିଗଲା ଜୀବନ !

ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସେନାରେ ଭର୍ତ୍ତି ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେନା ବାହିନି ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସେନା ବାହିନୀର ଯୋଗଦେବା ପାଇଁ କର୍ତ୍ତୃପକ୍ଷ ଯୁବପୀଢ଼ିଙ୍କୁ ସବୁ ବେଳେ ଉତ୍ସାହିତ କରିଥାନ୍ତି । ହିନ୍ଦୋଳ ବ୍ଲକ ଠୋକର ସାମଲର

ଏକ ସପ୍ତାହ ହେବ ଅଚଳ ହୋଇ ପଡିଛି ଷ୍ଟେଟବ୍ୟାଙ୍କ ଏଟିଏମ ; ଟଙ୍କା ଉଠାଇବା ପାଇଁ ଗ୍ରାହକ ହନ୍ତସନ୍ତ !

ଢେଙ୍କାନାଳ ଜିଲ୍ଲା ଦୁର୍ଗା ବଜାର କୋର୍ଟ ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଟି ପ୍ରାୟ ଏକ ସପ୍ତାହ ହେବ ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ଗ୍ରାହକ ମାନେ ଟଙ୍କା ଉଠାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଞ୍ଚଳରେ ବିଭିନ୍ନ ସରକାରୀ ଅଫିସ ରହିଥିବା ବେଳେ

ବାଇ ଚଢେଇ ବସା

ତାଳ ଗଛର ବରଡା ପରେବାଇ ଚଢେଇ ବସାନ ଥାଏ ଡର ନ ଥାଏ ଭୟଆସୁରେ ଝଡ ବରଷା ।ଆସୁରେ ଶୀତ କାକର ଖରାଲାଗି ରହୁରେ ବରଷା ଧାରା -୨ନା ଥାଏ ତାର ଦକା ।ତାଳ ଗଛର ବରଡା ପରେ …..। କାଠି କୁଟାକୁ ଥଣ୍ଟରେ ଧରିଉଡି ଉଡିକା ଆସେମନ ଉଲ୍ଲାସେ କେତେ ସରାଗେବସା ତିଆରି କରି ବସେ ।ଥଣ୍ଟଟି ତାର ଯାଦୁର

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବିବାଦଜନିତ ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ। ବୃଷ ବନ୍ଧୁମାନଙ୍କ ସାହାଯ୍ୟରେ

ଅଜଣା ଗାଡି ଧକ୍କାରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ସାଇଁବିରି ନିକଟରେ ଅଜଣା ଗାଡ଼ି ଧକ୍କା ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୋରିଆଁ ଗ୍ରାମର ଶୁଶାନ୍ତ ରଣା(୩୨) ବୋଲି ସୂଚନା ମିଳିଛି । ଶୁଶାନ୍ତ ଆଜି ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ନେଇ ବାଇକ୍ ଯୋଗେ ନିଜ ଶଶୁର ଘରକୁ
error: Content is protected !!