News
WhatsApp Image 2023-10-04 at 17.25.00
samparksetu

ମାମୁଁ ହେଲା କଂସେଇ ; ୮ବର୍ଷ ର ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ !

ସ୍ପଷ୍ଟ ଦିବାଲୋକରେ ହିନ୍ଦୋଳ ଥାନା ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ଚଉଦ ନମ୍ବର ୱାର୍ଡର ଚରଣପୁର ଗ୍ରାମରେ ଏକ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଦୂର ସମ୍ପର୍କ ମାମୁଁ ଆଠ ବର୍ଷର ନାବାଳିକା ଭାଣିଜୀକୁ ଶୌଚ ହେବାକୁ ପାଣି ଆଣିଦେବାକୁ ଡାକି ନେଇ ଦୁଷ୍କର୍ମ କରି ପକାଇ ଚାଲିଯାଇଥିବା

ଯୋରନ୍ଦା ରେ ରଥଯାତ୍ରା ପାଇଁ କାଠ ଅନୁକୂଳ

ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ୭ମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ଵତୀଙ୍କ ପୂଜା ଅବସରରେ ଜଗନ୍ନାଥ ରେ ନୀତିକାନ୍ତି ସହିତ ପୂଜାର୍ଚ୍ଚନ କରାଯାଇ ଅପରାହ୍ନ ୫ ଘଟିକା ସମୟରେ ରଥଖଳା ରେ ରଥ କାଠକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନ

ନିର୍ମାଣଧିନ ଶେତୁ କାର୍ଯ୍ୟରେ ନିୟୋଜିତ ଶ୍ରମିକ ର ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶାଳପଡ଼ା ନିକଟରେ ବ୍ରାହ୍ମଣୀନଦୀ ରୁ ଆଜି ଏକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ବିହାର ରାଜ୍ୟ ର ଆକାଶ କୁମାର (୨୧) । ସୂଚନା ଅନୁଯାୟୀ , ଭୁବନ ଦିଘୀ ପଞ୍ଚାୟତ ର କାଳୁରିଆ ଗାଁ ଠାରୁ ଗଁଦିଆ ବ୍ଳକ୍ କାଲୁରିଆ ପର୍ଯ୍ୟନ୍ତ

ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ; ବିଚ୍ ରାସ୍ତାରେ ହାତ କାଟିଲା ସ୍ୱାମୀ !

ବିଚ୍ ରାସ୍ତାରେ ହାତ କାଟିଲା ସ୍ୱାମୀ । ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ଏବଳି ଉନ୍ମତକାଣ୍ଡ ଘଟାଇଛନ୍ତି ଯୁବକ । ଢେଙ୍କାନାଳ ସହରର ବସଷ୍ଟାଣ୍ଡ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟାଉନ୍ ପୋଲିସ

ଖବର ପ୍ରସାରଣ ପରେ ଠିକ ହେଲା ୨ ନଳକୂପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଏକ ମାସ ହେବ ଏକ ନଳକୂପ ଖରାପ ହୋଇ ପଡ଼ିଥିଲା ଯାହା ଫଳରେ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡ଼ହକ ବିକଳ ହେଉଥିଲେ , ଗ୍ରାମବାସୀ ଙ୍କ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ତେବେ ଏ ନେଇ

ଶିଶୁ ପୁତ୍ରକୁ ଛାଡି ଚାଲିଯାଇଥିବା ଦମ୍ପତ୍ତିଙ୍କର ଉଦ୍ଧାର ପରେ ମହିଳାଙ୍କ ମୃତ୍ୟୁ !

କାମାକ୍ଷାନଗର ଥାନା ଅନ୍ତର୍ଗତ ଭଣ୍ଡାରିଆ ଗାଁ ର ଶିଶିର ପ୍ରଧାନଙ୍କ ସ୍ତ୍ରୀ ଗତ ୬ ତାରିଖ ଶନିବାର ଦିନ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁ ପୁତ୍ର ଟି ଅସୁସ୍ଥ ଥିବାରୁ ତାକୁ ନିଉ ବର୍ଣ୍ଣ ଓ୍ବାର୍ଡରେ ରଖାଯାଇଥିଲା। ଏହି ଓ୍ବାର୍ଡ ମଧ୍ୟକୁ ପ୍ରବେଶ

ମରାମତି ର ୨ମାସ ନପୁରୁଣୁ ପୁଣି ଭାଙ୍ଗିଲା ବସଷ୍ଟାଣ୍ଡ ସହୀଦ ସ୍ମୃତି ସ୍ତମ୍ଭ !

ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସହିଦ ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସହିଦଙ୍କ ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଗୃହରେ ମଙ୍ଗଳୋତ୍ସବ କାର୍ଯ୍ୟ ସମ୍ପନ୍ନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ବୃଷ

ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସରଖିଆ ଖେଳ ପଡିଆରେ ଚଳିତ ବର୍ଷର ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗୌରୀ ସ୍ପୋର୍ଟିଂ ସିମିଳିଆ ଓ କନ୍ଧପଡା ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ଯାଚ ୧୬ ଓଭର ବିଶିଷ୍ଟ ମ୍ଯାଚରେ ସିମିଳିଆ ପ୍ରଥମେ ବ୍ୟାଟିଂ କରି ୮ ଗୋଟି ୱିକେଟ ହରାଇ ୧୧୪ ରନ କରିବାରେ ସକ୍ଷମ

ପୌର ନିର୍ବାଚନ ପାଇଁ ଆପ୍ ର ବୈଠକ

ଢେଙ୍କାନାଳ ପୌର ନିର୍ବାଚନ ପାଇଁ ଆପ୍ ଢେଙ୍କାନାଳ ର ସଜବାଜ । ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଢେଙ୍କାନାଳ ବାଜିଚୌକସ୍ଥିତ ବାଉଁଶ ହୋଟେଲ ଠାରେ ପୌରାଞ୍ଚଳର ୮ଟି ୱାର୍ଡର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାମାଜିକ ସଂସ୍କାର ଉପରେ କର୍ମୀ ମାନେ
error: Content is protected !!