News
WhatsApp Image 2023-10-04 at 17.25.00
samparksetu

ଆସିଛି ପ୍ରେମ ଋତୁ

ଆସିଛି ପ୍ରେମଋତୁସଭିଙ୍କର ମନ କୁତୁକୁତୁ।୦।ଚାରିଆଖି ହେଲେ ମିଳନଚାଲିଆସେ ପ୍ରେମଫଗୁଣସପନର ହୁଏ ମେଲଣରଙ୍ଗ ଭରା ଲାଗେ ଜୀବନପ୍ରେମତ ଶାସ୍ଵତ ନୁହେଁତ ଦୈହିକଦେହଧର୍ମୀ ପ୍ରେମ ଦେଇଥାଏ ଦୁଃଖପଵିତ୍ର ପ୍ରେମରେ ଏ ମନ ମାତୁ।୧। ପ୍ରେମରେ ରହିଲେ ସର୍ତ୍ତଛଳନା ସନ୍ଦେହ ସ୍ଵାର୍ଥପ୍ରେମ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ। ଅତ୍ୟଧିକ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପରିବହନରେ ଲାଭବାନ୍‌ ହେବେ। ବନ୍ଧୁଙ୍କ ପାରିବାରିକ ସମସ୍ୟାରେ ନ୍ୟାୟୋଚିତ କଥା କହି ପରିସ୍ଥିତିକୁ

ଓଡିଶା ଗ୍ରାମ୍ୟବ୍ୟାଙ୍କ ଦଦରାଘାଟି ଶାଖାରୁ ତାଲା ଭାଙ୍ଗି ଲୁଟ୍ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କୁଆଳୁ ପଞ୍ଚାୟତ ଓଡିଶା ଗ୍ରାମ୍ୟବ୍ୟାଙ୍କ ଦଦରାଘାଟି ଶାଖାରୁ ଲୁଟ୍ ଅଭିଯୋଗ ।ପରମହଂସପୁର ଛକଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଜଣାପଡିଛି । ଶୁକ୍ରବାର ବ୍ୟାଙ୍କ କାର୍ଯ୍ୟାଳୟ ଖୋଲିଲା ବେଳକୁ ମୁଖ୍ୟ

ହିନ୍ଦୋଳରେ ଆପ୍ ର କର୍ମୀ ସମାବେଶ

ହିନ୍ଦୋଳରେ ଆପ୍ ର କର୍ମୀ ସମିଳନୀ ରାତ୍ନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୋଳ ନିର୍ବାଚନ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଂଗଠନ କୁ ସୁଦୃଢ କରିବା, ହିନ୍ଦୋଳ ବିଜ୍ଞାପିତ ଅଂଚଳ ଓ ବ୍ଲକର ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ

ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ

ଆଧୁନିକ ଯୁଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏକ ଅପରିହାର୍ଯ୍ୟ। ଛାତ୍ର ଛାତ୍ରୀମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା ସମୟରେ ଏହାର ଆବଶ୍ୟକତା ଅନୁଭବ କରି ସରକାର ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ହେବା ସହ କୋଟି କୋଟି ଟଙ୍କା

ଦନ୍ତା ଆକ୍ରମଣରେ ହାତୀ ଶାବକର ମୃତ୍ୟୁ !

ହିନ୍ଦୋଳ ରେଞ୍ଜ ଗୋବିନ୍ଦପୁର ଗ୍ରାମ ନିକଟ କନ୍ଧରା ସଂରକ୍ଷିତ ବନାଞ୍ଚଳରେ ଏକ ହାତୀ ଶାବକର ମୃତଦେହ ମିଳିଛି । ୩-୪ ଦିନ ହେବ ହାତୀ ଶାବକ ଟିର ମୃତ୍ୟୁ ଘଟିଥିବା ର ଅନୁମାନ କରାଯାଉଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପ୍ରକୃତ କାରଣ ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ

ଗାଁ ରାସ୍ତା ପାଇଁ ଲଢେଇ, ପୋଲିସ୍ ଗ୍ରାମବାସୀ ମୁହାଁମୁହିଁ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଝାଡବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସର ପ୍ରସ୍ତାବିତ ରାସ୍ତା କାମକୁ ଗ୍ରାମବାସୀଙ୍କ ବିରୋଧ । ଦୀର୍ଘ ୪୦ ଦିନ ହେଲା ଧାରଣା ଦେଇଥିଲେ ତର୍କାବେଡ଼ା ଗ୍ରାମବାସୀ । ତେବେ ଆଜି ଗ୍ରାମବାସୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

ଢେଙ୍କାନାଳରେ କର୍କଟ ଚିକିତ୍ସାଳୟ ସ୍ଥାପନ ପାଇଁ ଦାବି

ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନୂତନ ଗୃହକୁ ସ୍ଥାନାନ୍ତରିତ ହେବା ପରେ ପୁରୁଣା ଡାକ୍ତରଖାନା ଗୃହକୁ ପୁନରୁଦ୍ଧାର କରାଯାଇ କର୍କଟ ରୋଗର ଚିକିତ୍ସାଳୟ ସ୍ଥାପନ କରାଗଲେ ଢେଙ୍କାନାଳ ଜିଲ୍ଲା ବ୍ୟତୀତ ପଡୋଶୀ ପାଞ୍ଚ ଛଅଟି ଜିଲ୍ଲାର ଲୋକ ଉପକୃତ ହୋଇପାରିବେ ବୋଲି ଜିଲ୍ଲାର ସମାଜସେବୀ ଓ

ଶେଷ ହେଲା ପରଜଙ୍ଗ ଉପନିର୍ବାଚନ ; ଭୋଟ ବାକ୍ସରେ ବନ୍ଦ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନମଣ୍ଡଳୀ ୩ ନଂ ଜୋନ୍ ଜିଲ୍ଲାପରିଷଦ ଉପନିର୍ବାଚନ ଓ ଜୟପୁରାକାଟେଣୀ ପଞ୍ଚାୟତ ସରପଞ୍ଚ ପଦବୀ ପାଁଇ ଆଜି ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇଯାଇଥିଲା । ଏଥିପାଇଁ ପ୍ରାର୍ଥୀ ଓ ଭୋଟର ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା , ତେବେ ୩ନଂ ଜିଲ୍ଲାପରିଷଦ

ଦୀର୍ଘ ଦିନ ଧରି ଅଚଳ ଅବସ୍ଥା ରେ ଦୁଇ ସୋଲାର ପମ୍ପ, ପ୍ରଶାସନ ର ପଡୁନି ଦୃଷ୍ଟି !

ଗ୍ରୀଷ୍ମରୁତୁ ର ଆଗମନ ରେ ପାନୀୟ ଜଳ ସମସ୍ୟା ଆରମ୍ଭ ହୋଇଥାଏ , ଏହି ସମୟରେ ଗଁଦିଆ ବ୍ଲକ କାବେରଣା ପଂଚାୟତର ବିଧାରପୁର- ଯୋରନ୍ଦା ରାସ୍ତା ର ଯଦପୁର ଗ୍ରାମ ନିକଟରେ ଥିବା ଯାତ୍ରୀ ବିଶ୍ରାମଗର ଠାରେ ସୋଲାର ପମ୍ପ ପାଣିଟାଙ୍କି ଓ ଯଦପୁର ଗ୍ରାମ ଭିତରେ ଥିବା ସୋଲାର ପମ୍ପ ପାଣିଟାଙ୍କି
error: Content is protected !!