News
WhatsApp Image 2023-10-04 at 17.25.00
samparksetu

ପୌରପାଳିକା ଦୁର୍ନୀତି ପ୍ରସଙ୍ଗ, ଲୋକ ପ୍ରତିନିଧି ନିରବ ନେଇ ତେଜୁଛି ଜନ ଅସନ୍ତୋଷ

ଜିଲ୍ଲା ସାରା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ପୋୖର ଦୁର୍ନୀତି ପ୍ରସଙ୍ଗ। ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଚକିତ କରିଦେଉଥିବା ଗୋଟିଏ ପରେ ଗୋଟିଏ ଫାଇଲ ଖୋଲି ଚାଲିଛି । ସେ ଆଲୋକିକରଣ ହେଉ ବା ରାସ୍ତା କିମ୍ବା ଡ୍ରେନ ତିଆରି ପ୍ରତିଟି କାର୍ଯ୍ୟ ରେ ଦୁର୍ନୀତି ର ଫର୍ଦ୍ଦ ପାଇଛି ଅଡିଟ ଟିମ୍

ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ

ଗ୍ରାମ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ସୂତ୍ରରୁ ଜଣାଯାଇଛି । ସୂଚନା ଅନୁଯାୟୀ ଗଁଦିଆ ଥାନା ଅନ୍ତର୍ଗତ ଚୁଡାଖିଆକାଟେଣୀ ଗ୍ରାମର ଭରତ ଦେହୁରୀ (୬୫) ନିଜର ଗ୍ରାମରେ ଥିବା ଗ୍ରାମ୍ୟ ପୋଖରୀକୁ 2୨୨ତାରିଖ ସନ୍ଧ୍ୟା ସମୟରେ ଶୌଚ ପାଇଁ ଆସିଥିଲେ କିନ୍ତୁ ବିଡମ୍ବନାର ବିଷୟ

ବିଷାକ୍ତ ସାପ କାମୁଡ଼ାରେ ମହିଳା ଗୁରୁତର

ଆଜି ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ପଂଚାୟତ ଅଧୀନ ବାଲିକିଆରୀ ଗ୍ରାମର ଗନ୍ଦୀ ଗାଗରାଇ (୪୦) ନିଜର ମାଟିଘର ଲିପା ପୋଛା କରୁଥିବା ସମୟରେ ଘରର ମାଟି କାନ୍ଥରେ ଲୁଚି କରି ଥିବା ଏକ ବିଷଧର ସାପ ତାଙ୍କ ହାତକୁ ଆଘାତ କରିଥିଲା । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର

ପୋଖରୀରେ ବୁଡି ବାପା ଝିଅ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ପଞ୍ଚାୟତ ଖଙ୍କର ଗାଁର ବାପା ମହେଶ୍ୱର ନାୟକ ଓ ଆଠ ବର୍ଷୀୟ ଝିଅ ମନ୍ଦାକିନୀ ନାୟକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଝିଅ ମନ୍ଦାକିନୀ ଖଙ୍କର ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ, ଅସାବଧାନତା ବଶତଃ ଝିଅର ଗୋଡ ଖସି ଯିବାରୁ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଚିକିତ୍ସାଳୟରେ ଝୁଲିଛି ତାଲା

୯.୨.୧୯୮୫ ରେ ସ୍ଥାପିତ ବାଳକୃଷ୍ଣ ପୋୖର ଆୟୁର୍ବେଦିକ ଚିକିତ୍ସାଳୟ , ଢେଙ୍କାନାଳ ପୌରପାଳିକା ୧ ନମ୍ବର ୱାର୍ଡ ଠାରୁ ନେଇ ଗୋବିନ୍ଦପୁର, ବୋରାପଦା ଏବଂ ଗହମଖୁଣ୍ଟି ଗ୍ରାମ ପର୍ଯ୍ୟନ୍ତ ସମସ୍ତ ବାସିନ୍ଦା ଏହି ଚିକିତ୍ସାଳୟ ଉପରେ ନିର୍ଭରଶୀଳ । ସମ୍ପୃକ୍ତ ଗ୍ରାମ ଗୁଡିକ ଆଦିବାସୀ ବହୁଳ

ବାଇଁଶିଆ ପଞ୍ଚାୟତ ରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଭୁବନ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋରମା ମୁକୁଟ ଗଁଦିଆ ବ୍ଲକ

ଭିଜିଲାନ୍ସ ଦ୍ୱାରା ପୂର୍ବତନ ମୋଟଙ୍ଗା ସବଇନିସ୍ପେକ୍ଟର ଦୋଷୀ ସାବ୍ୟସ୍ତ ,୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ହଜାର…

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନାର ପୂର୍ବତନ ସବଇନିସ୍ପେକ୍ଟରଙ୍କୁ ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ ଗତ ୨୦୧୭ ମସିହାରେ ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହତି ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର

୩ ଦଫା ଦାବି କୁ ସମର୍ଥନ ଜଣାଇଲା କଂଗ୍ରେସ

ଭୁବନ ବ୍ଲକ ଗୋଷ୍ଟୀ ଶିକ୍ଷା କେନ୍ଦ୍ର ସମ୍ମୁଖରେ ୩ ଦଫା ଦାବି ପୂରଣ ନିମନ୍ତେ ଧାରଣାରେ ବସିଥିବା ଶିକ୍ଷକ ସଂଘ ର ଆନ୍ଦୋଳନକୁ ସମର୍ଥନ କରିଥିଲା କଂଗ୍ରେସ । ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ତଥା ଜିଲ୍ଲା କିସାନ କଂଗ୍ରେସ ସଭାପତି ବିପ୍ରବାର ସାହୁ ଆନ୍ଦୋଳନ କାରି ଙ୍କ ନିକଟରେ ପହଂଚି ସମର୍ଥନ

ତାଳ ଗଛ ଲଗାଇ ଲୋକଙ୍କୁ ସଚେତନ କରୁଛନ୍ତି ଶୁଭ୍ରାଂଶୁ

ଦିନକୁଦିନ ବଜ୍ରପାତ ଜନିତ ମୃତ୍ୟୁ ଲାଗି ରହୁଥିବା ବେଳେ ଏହାର ପ୍ରମୁଖ କାରଣ ତାଳଗଛ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ପୂର୍ବକାଳରେ ଗ୍ରାମର ମୁଖଶାଳା କିମ୍ବା ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା, ଯାହାକି ଚାଷୀ ଭାଇ ମାନଙ୍କୁ କିମ୍ବା ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ
error: Content is protected !!