News
WhatsApp Image 2023-10-04 at 17.25.00
samparksetu

ଦାନ୍ତ ପାଇଁ ଦନ୍ତାକୁ ଗୁଳିକରି ହତ୍ୟା

ଦନ୍ତାହାତୀକୁ ହତ୍ୟାକରି ଦାନ୍ତ ଲୁଟିନେଲେ ଦୁର୍ବୃତ୍ତ, ଏଭଳି ଜଘନ୍ୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ରେଞ୍ଜ ନରସିଂହପୁର ରେଞ୍ଜ ସୀମାରେ । ସୂଚନା ଅନୁଯାୟୀ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ୍ ବେଜିଆ ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗୁଳିକରି କିଛି

ଆସ ବୁଲିଯିବା ଯୋରନ୍ଦା ସ୍ଥିତ ଡୁଗୁରି ପାହାଡ଼ ; ଦର୍ଶନ କରିବା ଶ୍ରୀ ହନୁମାନ ଜୀଉ ଙ୍କୁ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଡୁଗୁରି ପାହାଡ଼ ଉପରେ ହାରାହାରି ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଶ୍ରୀ ଜୀଉ ହନୁମାନଙ୍କୁ ଅଯୋଧ୍ୟା ଦାସ ନାମକ ଜଣେ ବାବା ସେହି ଗ୍ରାମର ସଚ୍ଚିଦାନନ୍ଦ ତ୍ରିପାଠୀ, ଗୌରାଙ୍ଗ ଚରଣ ରାଉତ ପ୍ରମୁଖଙ୍କୁ ନେଇ ଏହି ପାହାଡ଼ ଉପରେ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ମୁଖ୍ୟତଃ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ, କିନ୍ତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ସାଙ୍ଗକୁ ବନ୍ଧୁ ମହଲରେ ପ୍ରଶଂସାର ପାତ୍ର ହେବେ। ନିଜ ପରିସରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ

ଖୋଲିଲା ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ କ୍ଲାସ୍

ଆଜିଠୁ ଖୋଲିଛି ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ କ୍ଲାସ୍ । କୋଭିଡ୍‌ ଗାଇଡ ଲାଇନ୍‌ ଅନୁସାରେ କ୍ଲାସ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ କିଭଳି ହଷ୍ଟେଲରେ ସୁରକ୍ଷିତ ଭାବେ ରହିବେ, ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା

କାମରେ ଆସୁନାହିଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ; ରାଜ୍ୟ ସରକାରଙ୍କ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମଁସିଙ୍ଗା ପଞ୍ଚାୟତର ପାଟିଆଗୁଡାର ନୀରଞ୍ଜନ ସେଠୀ, ବୟସ ୪୨ ବର୍ଷ(ପିତା ରାମଚନ୍ଦ୍ର ସେଠୀ)। ଦୂରାରୋଗ୍ୟ ବ୍ୟାଧିର ଶିକାର। ପାଞ୍ଚ ମାସ ତଳେ ପେଟରେ ହଠାତ୍ ଯନ୍ତ୍ରଣା ହେବାରୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରୁ ଡାକ୍ତର କଟକ

ବିଦ୍ୟୁତ ସରବରାହ ନଥିବା ହେତୁ ବର୍ଷେ ହେଲା କାର୍ଯ୍ୟକାରୀ ହୋଇପାରୁନି ଜଳ ପ୍ରକଳ୍ପ ; ପାଣି ପାଇଁ ଡହଳବିକଳ କଙ୍ଗେଇଲ…

ଶୀତ ଶେଷ ହେବାକୁ ବସିଥିବା ବେଳେ ଆଗକୁ ଗ୍ରୀଷ୍ମ ଋତୁ। ଯେଉଁ ସମୟରେ ଲୋକ ପାଣି ପାଇଁ ଡହଳବିକଳ ହୁଅନ୍ତି। ଏପରି ସମୟରେ କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କଙ୍ଗେଇଲ ଗାଁ ର ଲୋକ ପାନୀୟଜଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗାଁ ର ଲୋକ ସଂଖ୍ୟା ୩୦୦ ଉର୍ଦ୍ଧ୍ବ , ଯେଉଁ ପାଣି

ମଠତେନ୍ତୁଳିଆ ପଞ୍ଚାୟତ ଠାରେ ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ

୧୦ ଫେବୃଆରୀ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ଚାଲୁଥିବା ବେଳେ, ଆଜି ଗଁଦିଆ ବ୍ଳକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଠାରେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଝରଣା ସାହୁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀରାମଚନ୍ଦ୍ର ପୁର ସ୍ୱାସ୍ଥ୍ୟ

ଆଜି ପ୍ରେମୀଯୁଗଳ ପାଳନ କରୁଛନ୍ତି ଟେଡି ଡେ

ଫେବ୍ରୁଆରୀ ଆସିଲେ ପ୍ରେମୀ ଯୁଗଳ ଉତ୍ସାହିତ ହୋଇପଡନ୍ତି। କେମିତି ଭାଲେଣ୍ଟାଇନ ୱିକ ପାଳନ କରିବେ ତାକୁ ନେଇ ଅନେକ ପ୍ଲାନିଂ କରିଥାନ୍ତି। ପ୍ରେମ ସପ୍ତାହ ତ ୭ ତାରିଖରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ରୋଡ ଡେ, ଦ୍ବିତୀୟ ଦ୍ବିନରେ ପ୍ରପୋଜ ଡେ ଆଉ ୩ୟ ଦିନରେ ଚକୋଲେଟ ଡେ ପରେ

ସହର ମୁହାଁ ଗୋଠଛଡ଼ା ଦନ୍ତା ! ଭୟବିତ ଶ୍ୟାମାଚରଣପୁର ବାସୀ

ବିଭିନ୍ନ ବ୍ଲକରେ ଥିବା ବ୍ୟାପକ ଫସଲ ନଷ୍ଟ ପରେ ଏବେ ଖାଦ୍ୟ ଅନ୍ୱେଷଣ ରେ ସହର ମୁହାଁ ଗୋଠଛଡ଼ା ଦନ୍ତା । ଘର ପାଚେରୀ ଭାଙ୍ଗିବା ସହ ନଷ୍ଟ କଲା କଦଳୀ ବାଡ଼ି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର ଅଞ୍ଚଳରେ । ସୂଚନା ଅନୁଯାୟୀ ଆଜି ସକାଳ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ପୂର୍ବଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି । ଯେ କୌଣସି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଶନିଙ୍କ କୁପ୍ରଭାବରୁ ଧନହାନି, ଜମିଜମା କଳହ ଓ ସ୍ବାସ୍ଥ୍ୟହାନି ଆଶଙ୍କା ରହିଛି। ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ
error: Content is protected !!