News
WhatsApp Image 2023-10-04 at 17.25.00
samparksetu

ସୁନା ସଫେଇ ଆଳରେ କରୁଥିଲେ ଲୁଟ

ସୁନା ଚେନ୍ ମୁଦି ଏବଂ ଅନ୍ୟାନ୍ୟ ସୁନା ସାମଗ୍ରୀ ସଫେଇ ନିମନ୍ତେ ଆସୁଥିଲେ ହେଲେ ସମ୍ପୂର୍ଣ୍ଣ ସୁନା କୁ ହିଁ ସଫା କରିଦେଉଥିଲେ ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗ୍ରାମରେ । ସୁନା ସଫେଇ ଆଳରେ ଆସି ସଫା କରିବା

ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ନିମନ୍ତେ କଲେଜ କର୍ତ୍ତୃପକ୍ଷଙ୍କ ପଦକ୍ଷେପ

ସଡ଼କ ସୁରକ୍ଷା ମାସ ପାଳନ ହେଉଥିବା ବେଳେ, ଚାଳକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ଲାଇସେନ୍ସ ପ୍ରାପ୍ତ ନଥିବା ଚାଳକଙ୍କ ପାଇଁ ବିଭିନ୍ନ ନିୟମ ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ଅଭିଭାବକ, ସେହିପରି କର୍ତ୍ତୃପକ୍ଷ ମଧ୍ୟ ନିୟମ କୁ

ପୂର୍ବତନ ସୈନିକଙ୍କ ଘରୁ ଚୋରି !

ଦିନେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ ଆଜି ଚୋରି ର ଶିକାର ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ପଳାଶପଠିଆ ଗ୍ରାମରେ । ସେହି ଗ୍ରାମର ପୁର୍ବତନ ସୈନିକ ବିରଞ୍ଚି ନାରାୟଣ ମହାପାତ୍ର ଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି

ଆଜି କୋଲେଟ ଡେ, ନିଜ ପାର୍ଟନରକୁ ଦିଅନ୍ତୁ ମନ ପସନ୍ଦର ଚକୋଲେଟ

ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ଆଜି ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥା ଚକୋଲେଟ ଡେ। ଆଜିର ଦିନର ନିଜ ମନ ପସନ୍ଦର ସାଥୀଙ୍କୁ ପ୍ରିୟ ଚକୋଲେଟ ଦେଇ ମନ କଥା ହୁଅନ୍ତୁ। ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ଆଜି ଚକୋଲେଟ୍ ଡେ’ । ମନର

ତୈଳଦର ସହ ତାଳ ଦେଇ ବଢ଼ିଲା ବସ୍ ଭଡା

ଯାତ୍ରୀଙ୍କ ଉପରେ ଚଡକ ରାଜ୍ୟରେ ବସ୍‌ ଭଡ଼ା ପୁଣି ବୃଦ୍ଧି ପାଇଛି। ଘରୋଇ ବସ୍‌ ମାଲିକ ସଂଘ ସଭାପତି ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୩ଟି ପାରାମିଟର୍‌ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ ହୁଏ। ଡିଜେଲ୍‌ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍‌ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ

ଶୀତୁଆ ପାଗରେ କ୍ରିସ୍ପି ଦୋସା ର ମଜା

ଶୀତୁଆ ପାଗରେ ନିଅନ୍ତୁ କ୍ରିସ୍ପି ଦୋସା ର ମଜା ଆବଶ୍ୟକ ସାମଗ୍ରୀ ବିରି ଡାଲି – ୧୦୦ ଗ୍ରାମ୍‌, ଚଣା ଡାଲି – ୫୦ ଗ୍ରାମ୍‌ଚାଉଳ ଓ ଲୁଣ – ସ୍ୱାଦ ଅନୁଯାୟୀତେଲ – ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପ୍ରଣାଳୀ ଏକ ପାତ୍ରରେ ଚାଉଳ ଏବଂ ବିରି ମିଶାଇ ରାତି ସାରା ଭିଜାଇ ଦିଅନ୍ତୁ। ସକାଳୁ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ ଅଟକିବ ନାହିଁ। କିନ୍ତୁ ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ। ମଧ୍ୟାହ୍ନ ପରେ ପରେ ଦେଇଥିବା ଜିନିଷ ଫେରି ପାଇବେ କିମ୍ବା ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ପାରିବାରିକ

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣା ; ନିଜେ ମରିଥିବାର ସ୍ୱିକାର କଲା ସ୍ୱାମୀ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଚୂନରଗଡି ଗ୍ରାମରେ ଗତ ୫ ତାରିଖ ଦିନ ଉକ୍ତ ଗ୍ରାମର ନବକିଶୋର କବାଟ ଙ୍କ ପତ୍ନୀ ରିଙ୍କି ମହାକୁଡ଼(୨୬) ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଘରୁ ପୋଲିସ ଜବତ କରିଥିଲା ମୃତ ମହିଳାଙ୍କ ଭାଇ ଙ୍କ ଅଭିଯୋଗ କ୍ରମେ ପୋଲିସ୍

ମାନିଆନାଳୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ମାନିଆନାଳୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ମାନିଆନାଳୀ ଗ୍ରାମ ର ରବି ରାରତ (୫୦)। ସୂଚନା ଅନୁଯାୟୀ , ଗ୍ରାମ ନିକଟରେ ଶୁଉଚ ସମୟ ରେ ହାତୀ ଆକ୍ରମଶ ଶିକାର ହୋଇଥିଲେ ରବି , ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ

କାଉଁରିଆପାଳ ପ୍ରିମିୟର ଲିଗ ଉଦଯାପିତ, ବୁଲେଟ ଏକାଦଶ ଚମ୍ପିୟାନ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କାଉଁରିଆପାଳ ପ୍ରିମିୟର ଲିଗ-୨୦୨୧ ଉଦଯାପିତ । ଗୁଣଦେଇ ଗ୍ରା:ପ ର ପୂର୍ବତନ ସରପଞ୍ଚ ତଥା କାଉଁରିଆପାଳ ର ବାସିନ୍ଦା ସ୍ୱର୍ଗତ ରୁଦ୍ରନାରାୟଣ ନାୟକ ଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ
error: Content is protected !!