News
WhatsApp Image 2023-10-04 at 17.25.00
samparksetu

ଆରମ୍ଭ ହୋଇଛି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଘୋଡାଡିଆଁ ଗ୍ରାମରେ ଗତକାଲି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚ ଟି ପୁରୁଣା ତିଗିରିଆ ଓ ଚୌଦ୍ୱାର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଚୌଦ୍ୱାର ବିଜୟ ଲାଭ କରିଥିଲା ।

‘ସମସ୍ଯା ଓ ଶାନ୍ତି’

ବେଳେବେଳେ ଜୀବନରେ ଖରାପ ମୁହୂର୍ତ ଆସିଥାଏ। ଜୀବନ ଅନେକ ଧକ୍କା ଖାଏ। ସେତେବେଳେ ଆମେ ଚାପଗ୍ରସ୍ତ ହୋଇଥାଉ। ସେହି ସମୟ ରେ ଶାନ୍ତି ଖୋଜିବା କଷ୍ଟକର ହୋଇପଡେ। ସମସ୍ଯା ଟି ସମାଧାନ ନହେଲା ପର୍ଯ୍ଯନ୍ତ ସୁଖ ଓ ଶାନ୍ତି ବ୍ଯାହତ ହୋଇଥାଏ । ସେହି ସମୟରେ ନିଜର ପରିବେଶ କୁ ଧ୍ଯାନ ଦେଇ, ସମସ୍ଯା

ଚାଲନ୍ତୁ ଫିଟ ରୁହନ୍ତୁ ; ଆଜିର ଫିଟନେସ ଫଣ୍ଡା

ଆଜିକାଲି ସମସ୍ତେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ତେଣୁ ପତାଳା ହେବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ତେବେ କିଛି ଲୋକ ବିନା କୌଣସି ପରାମର୍ଶରେ ନିଜ ମନଇଚ୍ଛା ଓଜନ କମ୍‌ କରିବାରେ ଲାଗିପଡ଼ନ୍ତି, ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ। ବର୍ତ୍ତମାନ ସମୟରେ ୧୦ ହଜାର ପାଦ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ଲାଭ କରିବାର ସୁଯୋଗ ପାଇବେ। ଆଜକୁ କେତେଦିନ ହେଲା ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସାମାଜିକ ସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।

ଚିକିତ୍ସା ପାଇଁ ସହଯୋଗ ଲୋଡିଛନ୍ତି ବଳରାମ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡଙ୍ଗୀ ପଞ୍ଚାୟତ ନୀଳକଣ୍ଠ ପୁର ଶାସନର ବଳରାମ ବିରୁଆ। ଆଦିବାସୀ ସମ୍ପ୍ରଦାୟର ଜଣେ ଦିନ ମଜୁରୀଆ, ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଗରିବ ହେଲେ ବି ହସଖୁସିରେ ଜୀବନ ଚାଲି ଆସିଥିଲା। ଗତବର୍ଷ କରୋନା ଲକଡାଉନ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା

ଖବର ପ୍ରସାରଣ ପରେ ; ୧୨ ବର୍ଷ ହେଲା ବିଧବା ଭତ୍ତାରୁ ବଞ୍ଚିତ ସୁଚିତ୍ରାଙ୍କୁ ମିଳିଲା ଭତ୍ତା

ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ବିଡ ପଞ୍ଚାୟତ ବୁଢାପଙ୍କ ଗାଁର ସ୍ୱର୍ଗତ ସୁକାନ୍ତ ନାୟକଙ୍କ ପତ୍ନୀ ସୁଚିତ୍ରା ନାୟକ। ୨୦୦୮ ମସିହାରେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ପରେ ଗୋଟିଏ ବୋଲି ପୁଅକୁ ନେଇ ସଂସାର । ପୁଅଟି ତାଙ୍କର ରକ୍ତ ଶିକୁଳି (ସିକିଲିଙ୍ଗ) ରୋଗରେ ପୀଡିତ।

ହିନ୍ଦୋଳ ରେ ଦ୍ବିତୀୟ ପର୍ଯ୍ୟାୟ କୋବିଡ଼-୧୯ ଟୀକା କରଣ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ଦୂତୀୟ ପର୍ଯ୍ୟାୟ କରୋନା ପାଇଁ ଟୀକା କରଣ ହୋଇଯାଇଛି।ଖବରରୁ ପ୍ରକାଶ ଯେ ଆଜି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ କୁ ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ପ୍ରଥମେ

ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘଟିଲା ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଇଲେଇଜଙ୍ଗ ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବାର ସୂଚନା । ସୂଚନା ଅନୁଯାୟୀ ଗାଡିଟି ରାୟପୁର ରୁ ଯାଜପୁର ରୋଡ଼ ଫେରୁଥିବା ସମୟରେ ରାତି ପ୍ରୟା ୨ଟା ୪୫ ସମୟରେ ଭୁବନ ଇଲେଇଜଙ୍ଗ ନିକଟରେ

ବାଲିଯୋରନ୍ଦା ମା’ କାମନା କାଳୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ

ଢେଙ୍କାନାଳ ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା କ୍ରୀଡା ପ୍ରାଙ୍ଗଣରେ ମା କାମନା କାଳୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଅଷ୍ଟମ ଦିନରେ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣ।ମେଣ୍ଟରେ ସ୍ଥାନୀୟ ଅଂଚଳର ଷୋହଳଟି ଟିମ୍ ଭାଗ ନେଇଥିଲେ । ଫାଇନାଲରେ ସନ୍ଥପୁରର ମା' ସିଦ୍ଧ

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ; ସ୍ୱାମୀ ଙ୍କୁ ଅଟକ ରଖିଲା ପୋଲିସ୍ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଚୂନରଗଡି ଗ୍ରାମରେ ଘଟିଛି ଅଭାଵନୀୟ ଘଟଣା । ଉକ୍ତ ଗ୍ରାମର ନବକିଶୋର କବାଟ ଙ୍କ ପତ୍ନୀ ରିଙ୍କି ମହାକୁଡ଼(୨୬) ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଘରୁ ପୋଲିସ ଜବତ କରିଛି । ସୂଚନାଯୋଗ୍ୟ କି , ଗୁରୁବାର ସଂନ୍ଧ୍ୟାରେ
error: Content is protected !!