News
WhatsApp Image 2023-10-04 at 17.25.00
samparksetu

ଜାଲ ଦସ୍ତଖତ ମାରି ଅଙ୍ଗନବାଡ଼ି ଦିଦି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଖାଇଯିବା ଘଟଣା ; ଉପଜିଲ୍ଲାପାଳ ଙ୍କୁ ତଦନ୍ତ…

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁର ଅଙ୍ଗନୱାର୍ଡ଼ି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଖାଦ୍ୟକୁ ଦିଦି ମାମିନା ନାଏକ ଆତ୍ମସାତ୍ କରୁଥିବା ଛୁଆଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ପ୍ରାୟ ୪ ମାସ ହେବ ଛୁଆଙ୍କୁ ଚାଉଳ,

“ସମସ୍ଯା”

ସମସ୍ୟାର ବିଶ୍ଳେଷଣ କରିସାରିବା ପରେ, ଏହାକୁ ଭଲଭାବରେ ତନଖିବା ଉଚିତ। କିଛି ତୃଟି ରହିଗଲା କି ? ନିଜର ଆଚରଣ ଓ ଉଚ୍ଚାରଣ ଠିକ ଅଛି ତ ? ନିଜର ଭାବନା ଓ ବିଚାର ଠିକ୍ ଅଛି କି ? ନା, ଠିକ୍ ମାର୍ଗ କୁ ଆସିବାକୁ ହେଲେ ଆଉ କିଛି କ୍ଷେତ୍ରରେ ଅଧିକ ବୁଝାମଣା ଦରକାର ? ଏହି ସମସ୍ତ ପ୍ରଶ୍ନ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ଚନ୍ଦ୍ର ଓ ମଙ୍ଗଳଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ମନ ଅନୁଯାୟୀ କାମ କରିପାରିବେ ନାହିଁ। ପ୍ରତ୍ୟୁଷ ଯାତ୍ରାରେ ଟେନ୍ସନ ଉପୁଜିଲେ ମଧ୍ୟ ମନୋବଳ ହେତୁ କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ବିବାଦୀୟ ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ମଧ୍ୟ

୧୮୮ ଲିଟର ଦେଶୀ ମଦ ଜବତ ; ୧୧ ଗିରଫ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ, ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଓ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ୧୮୮ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥି ସହିତ ବିଭିନ୍ନ ସ୍ଥାନରୁ ୧୧ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଆଳତୁମା ଗାଁର ଯୁଗଳ କିଶୋର ସାହୁ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ; ଜଣେ ମୃତ, ଦୁଇଜଣ ଆହତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗୁଲେହି ଛକରେ ଆଜି ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହାତ ହୋଇଛନ୍ତି । ମୃତକ ଜଣଙ୍କପଡା ଗ୍ରାମର ଭ୍ରମର ସାହୁ (୫୫) ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ , ଭ୍ରମର ନିଜ ବାଇକ୍ ଯୋଗେ ଆସିଥିବା ବେଳେ

କଳିଙ୍ଗା ଗାଁ ର ଜନ ବସତି ମଧ୍ୟରେ ସ୍ଥାପିତ ପାଉଁଶ ଇଟା କାରଖାନା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କଳିଙ୍ଗା ଗାଁ ର ଜନ ବସତି ମଧ୍ୟରେ ସ୍ଥାପିତ ପାଉଁଶ ଇଟା କାରଖାନା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସୂଚନା ମୁତାବକ ଏହି ଗାଁ ର ବରୁଣ କୁମାର ସର ନାମକ ବ୍ଯକ୍ତିଙ୍କ ଦ୍ବାରା ସ୍ଥାପିତ ପାଉଁଶ ଇଟା ଫାକ୍ଟୋରି ଏବେ ସ୍ଥାନୀୟ ଲୋକଙ୍କ

ଦୃଷ୍ଟିହୀନ ପରିବାରକୁ ଭତ୍ତା କି ରାସନ ନାହିଁ ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ବିଧବା , ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଅନେକ ଉପକୃତ ହେଉଛନ୍ତି , ମାତ୍ର କାମିନୀ ପ୍ରଧାନଙ୍କ ପରି ନିରାଶ୍ରୟ ମହିଳାଙ୍କ ପାଇଁ ଏହି ଯୋଜନା ଅପହଞ୍ଚ ହୋଇ ରହିଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟକୁ

ଝାଟି ମାଟି ଘରେ ଦିନ କାଟୁଛନ୍ତି ସପନି

ମଣିଷର ତିନୋଟି ପ୍ରମୁଖ ଆବଶ୍ୟକତା ମଧ୍ୟରୁ ବାସସ୍ଥାନ ହେଉଛି ଅନ୍ୟତମ। ଯେଉଁଠି ସେ ନିଜକୁ ସୁରକ୍ଷିତ ମନେ କରେ। କିନ୍ତୁ ସେହି ବାସସ୍ଥାନ ଯଦି ବିପଦପୂର୍ଣ୍ଣ ତେବେ ରହିବ କେଉଁଠି? ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତ ଭାଗୀରଥି ପୁରୁ (ଶବର ସାହି ) ର ସପନି

ପୋଖରିରେ ବୁଡ଼ି ଯୁବକ ମୃତ !

ପୋଖରିରେ ବୁଡି ଆଜି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କାମାକ୍ଷାନଗର ଏନଏସି ପୂରୂଣା ରେକୁଳା ଗ୍ରାମର ସାମଲ ଖଟୁଆ। ଗତକାଲି ସନ୍ଧ୍ୟାଠାରୁ ସାମଲ ଘରୁ ଆସି ଆଉ ଫେରିନଥିଲେ। ଆଜି ସକାଳୁ ଗ୍ରାମ ନିକଟସ୍ଥ ଏକ ପୋଖରିରୁ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା।

ଖସୁଛି ପାରଦ ଥରୁଛି ଢେଙ୍କାନାଳ !

ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାରେ ଶୀତ ଲହରି ବଢ଼ିବାର ସଂଭାବନା ରହିଛି । ଗୁରୁବାର ଯାଏଁ କିଛି ସ୍ଥାନରେ ଅତ୍ୟଧିକ ଶୀତ ଲହରୀର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ଢେଙ୍କାନାଳ ସମେତ ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
error: Content is protected !!