News
WhatsApp Image 2023-10-04 at 17.25.00
samparksetu

ଶେଷ ହେଲା ଜୀବନ ଯାତ୍ରା , ଦୁର୍ଘଟଣା ରେ ମା ଓ ପୁଅ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର ବସୁଲେଇ ନିକଟରେ ଦୁର୍ଘଟଣା । ଦୁର୍ଘଟଣା ରେ ଜୀବନ ହାରିଲେ ଉଭୟେ ମା ଓ ପୁଅ । ସୂଚନା ଅନୁଯାୟୀ ବସୁଲେଇ ଗାଁର କଳାବତୀ ନାୟକ ଓ ତାଙ୍କ ପୁଅ ମୁନା ନାୟକ ବାଇକ ଯୋଗେ ନିଜ ଘରୁ ସରାଙ୍ଗ କୁ ଯାଉଥିବା ବେଳେ ବୋଲେରୋଟି

ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ

ଓଡାପଡ଼ା ବ୍ଲକ ବଣିଆ ପଡ଼ାରେ ଉଦଘାଟିତ ହୋଇଯାଇଛି ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନରେ କାରନ୍ଦା ସହ ତାଳଚେର ମଧ୍ୟରେ ମ୍ୟାଚ ହୋଇଥିବା ବେଳେ କାରନ୍ଦା ନିର୍ଧାରିତ ୧୨ ଓଭରରେ ୧୦୬ ରନ କରିଥିବା ବେଳେ ତାଳଚେର ୧୨ ଓଭରରେ ୫୨ ରନ ରେ ୮ ଟି ଉଇକେଟ ରେ ପରାଜିତ ହୋଇଥିଲେ

ଖଇରାଙ୍କ ଦୁଃଖ ଶୁଣିଲେ ସରକାର ; ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ମଧୁସାହୁପାଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଗିରଥିପୁର ସବର ସାହିର ଖଇରା ଦେହୁରୀ, ମୂଲ ଲାଗି ନିଜ ର ଏବଂ ନିଜ ପତ୍ନୀ ଙ୍କ ପେଟ ପୋଷନ୍ତି , କିନ୍ତୁ ବୟସ ଆଉ କାମ କରିବାକୁ ଆଦେଶ ଦେଉନି । ଆଗ ପଛ କହିଲେ କେହି ନାହାନ୍ତି କାମ ନକଲେ ପେଟ ପୋଷିବା କଷ୍ଟକର ,

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ସ୍ବଗୃହୀ ଚତୁର୍ଥଚନ୍ଦ୍ର ଯୋଗୁଁ ଦିନଟି ଖୁସିବାସିରେ କଟିଯିବ। ଜଣାଶୁଣା ବ୍ୟକ୍ତିଙ୍କ ନିକଟରୁ ସମ୍ମାନ ଓ ସଦିଛା ପାଇ ସବୁ ଦୁଃଖ ଭୁଲିଯିବେ। ଅର୍ଥ ପାଇବେ, କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।

ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟ ; ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ସମ୍ପତ୍ତିଆ ମହାରଣାଙ୍କ ପୁଅ ଫଗୁଆ ମହାରଣା ( ୪୬ ) । ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ଗୋତମରାସ୍ଥିତ ନିରୋଦ ବିଶ୍ବାଳଙ୍କ ଓ୍ବେଲଡିଙ୍ଗ ଓ୍ବାର୍କସପରେ କାମ କରିଆସୁଥିଲା ଦୀର୍ଘ ୪ ବର୍ଷ ହେଲା କାମ କରି ଆସୁଥିଲେ।

ମା ବ୍ରାହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

ମା ବ୍ରାହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣାଆମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି ଦକ୍ଷିଣ ପଶି ଓ ଢୋଲପଶି କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ରାଜନେତା ଶ୍ରୀ ବିଶ୍ବତୋଶ ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ

ବନବିଭାଗ ତରଫରୁ ସଚେତନତା ରଥ ପରିକ୍ରମା

ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ ଆନୁକୂଲ୍ୟରେ ଆଜି କାମାକ୍ଷାନଗର ବନଖଣ୍ଡ ରେ ଜନ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନବିଭାଗ ବଙ୍ଗଳା ଠାରୁ ଏହି ସଚେତନତା ରଥ ବାହାରି କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜ ର ସମସ୍ତ ବନ ସୁରକ୍ଷା ସମିତି

ଅନେକ ଆବେଦନ ପରେ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା ; କେବେ ମିଳିବ ଭତ୍ତା ?

ବୟସର ଚତୁର୍ଥ ଅବସ୍ଥା ବା ଶେଷ ସମୟରେ ଗରିବ ଅସହାୟ ଲୋକଟିଏ ରୋଜଗାର ପାଇଁ ସାମର୍ଥ୍ୟ ହରେଇ ଥାଏ। କୌଣସି ରୋଜଗାର ପନ୍ଥା ନାହିଁ ତା ପରେ ପାଖରେ କେହି ସନ୍ତାନ ନଥାନ୍ତି ତେବେ ପରିସ୍ଥିତି ତାଙ୍କ ପାଇଁ ଦୁର୍ବିସହ ହୋଇପଡେ। ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ଗ୍ର.ପ ଭାଗିରଥି ପୁର ର

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଦ୍ୱିଜା ନକ୍ଷତ୍ର ଆଜି କେବଳ କଅଁଳିଆ କଥା କହି ପରକୁ ଆପଣାର କରିପାରିବେ। ଟଙ୍କା,ପଇସାର ଅଭାବ ରହିବ ନାହିଁ କିନ୍ତୁ ବନ୍ଧୁମାନଙ୍କ ଖାପଛଡା କଥା ମନକୁ ବାଧିବ। ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ଓ ସଭାସମିତି, ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଙ୍କଡାହାଡ଼ ପଞ୍ଚାୟତର ନମିଚିରା ଗ୍ରାମ ନିକଟରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଏ ସ୍ଥାନୀୟ ସଦର ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚିବାରେ ବିଳମ୍ବ କରିବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା
error: Content is protected !!