News
WhatsApp Image 2023-10-04 at 17.25.00
samparksetu

ସକାଳୁ ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଏହି ସବୁ ଫାଏଦା

ପାଣି ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଥିବା ହାନିକାରକ ତତ୍ତ୍ୱ ମଧ୍ୟ ସହଜରେ ବାହାରି ଯାଇଥାଏ । ତେବେ ସକାଳୁ ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଭରପୁର ଫାଇଦା । ସକାଳୁ ଉଠି ପାଣି ପିଇଲେ ମାସିକ ଧର୍ମ, ପରିସ୍ରା, ଗଳା

ଦଶମ ସୁରଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ

ଦଶମ ସୁରଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଆଜି ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ବାବା ସାଧୁଗିସେଇଁ କ୍ରିକେଟ ଟିମ ଏବଂ ମୂଳ।ଦେବୀ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଆଜିର ଏହି ମ୍ୟାଚ ରେ ପାଟରପଦା ଗ୍ରାମର ପରିଚାଳନା କମିଟିର ସମସ୍ତ

ଆଇଆଇଏମ୍‍ସିରେ ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍‍ ଉନ୍ମୋଚିତ

ଗଣତନ୍ତ୍ର ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ୍‍.ସି), ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ଶାନ୍ତି ସାମ୍ବାଦିକତା’ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରି ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଏ ଦେଶ ହେଉଛି ଗୌତମ ବୁଦ୍ଧଙ୍କ ଦେଶ । ଏହି ମାଟିରେ ମହାବୀର ଜୈନ, ନାନକ,

ମା ବୁଢୀଦେଇ ଚ୍ୟାଲେଞ୍ଜର କପ୍ , ବାଘଲଣ୍ଡା ବିଜୟୀ

ଖରିଡାଳି ହାଇସ୍କୁଲ ଖେଳ ପଡିଆରେ ଚଳିତ ବର୍ଷର ମା ବୁଢୀଦେଇ ଚ୍ୟାଲେଞ୍ଜର କପ୍ ର ଏକ ମ୍ୟାଚ ରେ ଚାଇଁପୁର ଓ ବାଘଲଣ୍ଡା ମଧ୍ଯରେ ଖେଳା ଯାଇଥିଲା। ୧୨ ଓଭର ବିଶିଷ୍ଟ ମ୍ୟାଚ ରେ ଚାଇଁପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୭୮ରନ କରିଥିଲା। ତାର ଜବାବ ରେ ବାଘଲଣ୍ଡା ଦଳ

ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି କୁ ବିଦ୍ୟାଳୟର ଭିତ୍ତିଭୂମିକୁ ବିକାଶ ପଥରେ ଆଗେଇବାକୁ ମୋ ସ୍କୁଲ ଅଭିଯାନ କୁ ଦାନ

ଚଳିତ ଶିକ୍ଷା ବର୍ଷରେ ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଗତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ପାସ୍ ହାର ରଖୁଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି ଏକଲକ୍ଷ ଟଙ୍କା ପରିଷ୍କୃତ ହୋଇଥିଲା। ଉକ୍ତ ରାଶିକୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ଭିତ୍ତିଭୂମିକୁ

ଢେଙ୍କାନାଳର ଆପ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । କର୍ମୀମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଏବଂ ବରିଷ୍ଠ

ଶିଳ୍ପାୟନକୁ ତ୍ୱରାନ୍ବିତ କରି ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦାବି

ଢେଙ୍କାନାଳ ବିକାଶ ପରିଷଦର ଆବାହକ ଶ୍ରୀ ରାଜା ନାରାୟଣ ତ୍ରୀପାଠୀଙ୍କ ପ୍ରେସ ଇସ୍ତିହାରରେ ଢେଙ୍କାନାଳର ବିକାଶ ନିମନ୍ତେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ବୃହତ୍ତ ଶିଳ୍ପକୁ ଗତିଶୀଳ ଓ କ୍ରିୟାଶୀଳ କରାଇ ନିଯୁକ୍ତି ସୃଷ୍ଟି କରିବା। ଏଥି ମଧ୍ୟରେ ୧୬୦୦୦

ଧଉରାମରା ଗ୍ରାମରେ ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଧଉରାମରା ଗ୍ରାମରେ ଦନ୍ତା ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ । ମୃତକ ଜଣଙ୍କ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି । ସୂଚନା ଅନୁଯାୟୀ ଲକ୍ଷ୍ମଣ ମହାନ୍ତି ଧଉରାମରା ଗ୍ରାମରେ ତାଙ୍କ ଝିଅ ଘରକୁ ଆସିଥିଲେ । ତାଙ୍କୁ ପରିଶ୍ରା ଲାଗିବାରୁ ଆଜି

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ମାନସିକ ସ୍ବାସ୍ଥ୍ୟ ଭଲ ନ ରହିଲେ ମଧ୍ୟ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ଅତ୍ୟଧିକ ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ। ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ ରହିଯାଇଥିବା ଆନୁଷ୍ଠାନିକ କାମ ପାଇଁ

୨ୟ ପ୍ରହ୍ଲାଦ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାବା କପିଳେଶ୍ବର କ୍ରିକେଟ୍ କ୍ଳବ,ଭାଲିଆପାଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ପ୍ରହ୍ଲାଦ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ ରେ ସାମ୍ନା ସାମ୍ନି ହୋଇଥିଲେ ଭୁବନ କ୍ରିକେଟ୍ ଦଳ ଓ ମୃଦଙ୍ଗା କ୍ରିକେଟ୍ ଦଳ ୨୦ଓଭର ବିଶିଷ୍ଟ ମ୍ୟାଚ୍ ରେ ମୃଦଙ୍ଗା କ୍ରିକେଟ୍ ଦଳ ପ୍ରଥମେ
error: Content is protected !!