News
WhatsApp Image 2023-10-04 at 17.25.00
samparksetu

ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ରେ ସୋଲାର କ୍ରିକେଟ କ୍ଳବ

ମା ଅନ୍ଧାରୀ କ୍ରିକେଟ୍ କ୍ଳବ, ବେଡାପଡା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ମ୍ୟାଚ୍ ରେ ଅନୁଗୁଳ କ୍ରିକେଟ୍ କ୍ଳବ ଓ କଟକ ସୋଲାର କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୋଲାର କ୍ରିକେଟ୍ କ୍ଳବ କଟକ ଟସ୍ ବିଜୟୀ ଲାଭ

ଫେସବୁକ୍ ଲାଇଭରେ ସୁଇସାଇଡ୍ କଲେ ଯୁବକ, ଭାଇରାଲ ହେଲା ଭିଡିଓ !

ଫେସ୍‌ବୁକ୍‌ରେ ଲାଇଭ୍ ‌ସୁଇସାଇଡ୍‌ କଲେ ଯୁବକ । ଲାଇଭ ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ଭାଉଜଙ୍କୁ ଦୋଷ ଦେଲେ ଯୁବକ, ଭାଇର କିଛି ଦୋଷ ନଥିବା କହିଲେ ଯୁବକ । ଢେଙ୍କାନାଳ ସଦର ଥାନା ତରଭା ଗାଁର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଯୋଗ୍ୟ କି ,

ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

କୋଭିଡର ନିୟମାବଳୀ କୁ ଆଖି ଆଗରେ ରଖି ଆଜି ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ସ୍ଥିତ ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ ହେଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ

ଆଜିର ବ୍ରେକଫାଷ୍ଟ ରେ ବନାନ୍ତୁ ସ୍ୱାଦିଷ୍ଟ ରାଜ କଚୋଡି

ରାଜ କଚୋଡି ବନାଇବା ପାଇଁ ସାମଗ୍ରୀ ସୁଜି – ୧/୪ କପ୍‌ ମଇଦା – ଏକ କପ୍‌ ବେକିଙ୍ଗ୍‌ ସୋଡା – ୨ ଚିମୁଟା ପାଣି – ସ୍ୱାଦାନୁସାରେ ତେଲ – ଛାଣିବା ପାଇଁ ଆବଶ୍ୟକ ସାମଗ୍ରୀ ବିରି ଡାଲି (ପାଣିରେ ଭିଜା ଯାଇଥିବା) – ୧ ଗିନା ସିଝା ଆଳୁ – ୧ ଗିନା (କଟା

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ କର୍ମସ୍ଥ ରାଜଯୋଗର ସୁପ୍ରଭାବରେ ଆପଣ କଳ୍ପନା କରି ନ ଥିବା ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚିଯିବେ। ପାରିବାରିକ କ୍ଷେତ୍ର ମଧ୍ୟମ ପ୍ରକାର ରହିବା ସ୍ଥଳେ ସାମାଜିକ ଜୀବନ ଉନ୍ନତତର ହେବ । ଅର୍ଥନୈତିକ ଅଭିବୃଦ୍ଧି, କଥନଶୈଳୀର ଲାଳିତ୍ୟ, ଲୋକପ୍ରିୟତା ବୃଦ୍ଧି ପାଇବ। ଈର୍ଷାପରାୟଣ

ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହିନ୍ଦୋଳ ବେଡାପଡା ଠାରେ ମା ଅଧ୍ୟାରୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ୧୧ତମ ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ୮ଟି ଦଳ। ଆଜି ଉଦଘାଟନ ମ୍ୟାଚ୍ ରେ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କଟକ ବନାମ ୟୁଥ

ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ ର ପ୍ରଦୂଷଣରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବାରମ୍ବାର ଅଭିଯୋଗ ଆଣୁଛନ୍ତି। ସ୍ଥାନୀୟ ବିଧାୟକଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ

ଝୋଟ କାରଖାନାରେ ଦୁର୍ଘଟଣା, ମେସିନରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ସହର ନିକଟରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା, ମେସିନରେ ଚାପିହୋଇ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଆଜି ସକାଳେ କଳିଙ୍ଗ ଝୋଟ କାରଖାନା ରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ କଟକ ଗୁରୁଡ଼ିଝାଟିଆ ଅଞ୍ଚଳର

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଦୀପକ ଗୋଛାୟତ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗର ଅଞ୍ଚଳର ଯୁବନେତା ସମାଜ ସେବୀ ଦୀପକ କୁମାର ଗୋଛାୟତଙ୍କୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବିଜେପି ଯୁବମୋର୍ଚ୍ଚା ର ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଦୀପକଙ୍କୁ ଏହି

ଶୁଣିଲେ କର୍ତ୍ତୃପକ୍ଷ ଲାଗିଲା ଫଳକ, ଜନସାଧାରଣ ଙ୍କୁ ନିବେଦନ ରଖିବାକୁ ଅନୁରୋଧ

କପିଳାସ ଯିବା ରାସ୍ତାରେ ଜଙ୍ଗଲୀ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଥିବା ବେଳେ ଦୁର୍ଘଟଣା ଘଟି ଯାଇଥାଏ ନିରୀହ ମାଙ୍କଡ଼ଙ୍କ ଜୀବନ ତେବେ ଏନେଇ ଯୁବ ସମାଜ ସେବୀ ସମ୍ବିତ ନନ୍ଦ ସ୍ୱର ଉତ୍ତୋଳନ କରିବା ସହ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ
error: Content is protected !!