News
WhatsApp Image 2023-10-04 at 17.25.00
samparksetu

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ଆପଣ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ମନେପକାଇପାରିବେ ନାହିଁ। ତଥାପି କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କିମ୍ବା ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ

ଅଧାରେ ରହିଗଲା ଘର ବାହୁଡା, ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଧାରେ ରହିଗଲା ଘର ବାହୁଡା ଅଜଣା ଗାଡି ଧକ୍କା ରେ ପ୍ରାଣ ହାରିଲେ ଯୁବକ । ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଘରାମୁଣ୍ଡା ଛକ ନିକଟରେ । ୨ ଜଣ ଯୁବକ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପରାକ୍ରମ ଦିବସ ପାଳନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ସ୍ଥାନୀୟ ନେତାଜୀ ପାର୍କ ଠାରେ ବରିଷ୍ଠ ଆଇନଜୀବି ଦିପ୍ତୀଶ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦେଶ ତାଙ୍କ ନିକଟରେ କୃତଜ୍ଞ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ

ଟ୍ରକ ରୁ ଚକ ଚୋରି ଅଭିଯୋଗ ରେ ଚାଳକ ଗିରଫ !

ଟ୍ରକ ରୁ ଚକ ଚୋରି ଅଭିଯୋଗ ରେ ଚାଳକ ଗିରଫ ! କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ସତ ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଗ୍ରାମରେ । ଜଣେ ଟ୍ରକ ଭ୍ରାଇଭର ଟ୍ରକ ରୁ ୫ଟି ଚକ ଚୋରିକରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ପାଣି ଟୋପାଏ ପାଇଁ ଡହଳ ବିକଳ ଚକ୍ରଧରପୁର ବାସୀ

ପାଣି କାହାର ବା ଆବଶ୍ୟକ ନଥାଏ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର

” ଜେଜେମାଆ “

ମନେ ପଡେ ଭାରି ଆଜିଜେଜେମାଆ କଥାତା କୋଳରେ ଶୋଇଯାଏରଖି ଦେଇ ମଥା ।ଘୋଡେ଼ଇ ଦିଏରେ ସିଏତା ପଣତ କାନିଶୁଆଇ ଦିଏରେ କହିକେତେ ପରୀ କାହାଣୀ ।ତା ହାତ ସ୍ପରଶେ ସତେକି ଯାଦୁ ଥାଏରେ ଏତେ --୨ନିମିଷେକେ ଅପସରିଯାଏ ସବୁ ବ୍ୟଥା ।ଭାରି ମନେ ପଡେ ଆଜିଜେଜେମାଆ କଥା । ଦୁନିଆକୁ ଯେବେ ଠାରୁମୁଁ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ କର୍ମଭାବରେ ଚାରୋଟି ଗ୍ରହ ଦ୍ୱାରା ସୃଷ୍ଟି ହୋଇଥିବା ରାଜଯୋଗ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ଆଣିଦେବ। ଧନ ସ୍ଥାନରେ ରାହୁଯୁକ୍ତ ଚନ୍ଦ୍ର କାରଣରୁ ଧନହାନିଜନିତ ମନସ୍ତାପ କରିପାରନ୍ତି। ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା

ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ବିଜାଡିହି ଗାଁ ର ଏ ଦୃଶ୍ୟ । ସାତ କି ଆଠ ଫୁଟ ଉଚ୍ଚତାରେ ଝୁଲି ରହିଛି ୧୧ କେଭି ବିଜୁଳି ତାର। ଅନ୍ୟମନସ୍କ ଭାବେ ଯଦି କେହି ହାତ ଉଠାଇ ଦେବ, ଜୀବନ ଚାଲି ଯିବାର ଭୟ ରହିଛି । ବଡ଼ ଗାଡ଼ି ଟିଏ ଗାଁ ଭିତରକୁ ପ୍ରବେଶ କରିବା

ରାମେଶ୍ୱରପୁର ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ଅଞ୍ଚଳରୁ ୧୦,୪୪୦ ଗ୍ରାମ ବ୍ରାଉନ ସୁଗାର ସହ, ୨ ଲକ୍ଷ ୯୩ ହଜାର ଟଙ୍କା ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଧଳା ଜହର କବଜାରେ ଢେଙ୍କାନାଳ ସହର ଟାର୍ଗେଟ ରେ ଯୁବ ପିଢ଼ି । ପଇସା ଅଭାବରୁ ବଢୁଛି ଲୁଟ୍ ଡକାୟତି ସବୁରି ପଛରେ

ଢେଙ୍କାନାଳ ରେ ଟାଟା ଓଡ଼ିଶା ହକି ତରଫରୁ ଏକ ଗ୍ରାସରୁଟ ସେଣ୍ଟର ଉଦଘାଟିତ

ଢେଙ୍କାନାଳ ଜିଲ୍ଲାରେ ଟାଟା ଓଡ଼ିଶା ହକି ତରଫରୁ ଏକ ଗ୍ରାସରୁଟ ସେଣ୍ଟର ଉଦଘାଟିତ ହୋଇଛି। ଏହା ଦ୍ବାରା ଜିଲ୍ଲାରେ ହକିର ଉନ୍ନତି ହେବା ସହିତ ଖେଳାଳି ମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଓ କ୍ରୀଡ଼ା ସାମଗ୍ରୀ ମିଳି ପାରିବ। ଭୂବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହକି ପ୍ରଶିକ୍ଷଣ ପାଇଁ
error: Content is protected !!