News
WhatsApp Image 2023-10-04 at 17.25.00
samparksetu

୩ ବର୍ଷ ହେବ ବ୍ଳକ ଅଫିସ ଧାଇଁ ଧାଇଁ ଆଜି ଯାଏଁ ଶୈଳବାଳା ଙ୍କୁ ମିଳିଲା ନାହିଁ ବିଧବା ଭତ୍ତା

ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଗଲା। ଦୁଇ ପୁଅ ଯେ ଜଣେ ଛୋଟ ପାନ ଦୋକାନ କରିଛି ଓ ଅନ୍ୟ ଜଣଙ୍କ ବେକାରୀ। ବୟସ ଷାଠିଏ ପାଖାପାଖି। ସ୍ବାମୀଙ୍କ ଚାଲିଯିବା ପରେ ସର୍ବଦା ଦୁଃଖରେ ବୁଡି ରହୁଛନ୍ତି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦ ପ୍ରସାଦ ପଞ୍ଚାୟତ ଗୋବିନ୍ଦପ୍ରସାଦ

ହିନ୍ଦୋଳ ତହସିଲ ର ଅଚାନକ ଚଢ଼ାଉ

ଖଣିଖାଦାନ ଭରା ହିନ୍ଦୋଳ ଉପଖଣ୍ଡରେ ବହୁତ ଖଣି ମାଫିଆ ସକ୍ରିୟ ଥିବା କାହାକୁ ଅଗୋଚର ନୁହେଁ। ଅନେକ ମାଫିଆଙ୍କ ଯୋଗୁଁ ସରକାର ରାଜସ୍ବ ହାନି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ ଅନୁଷ୍ଠାନ ହେଉ ନାହିଁ। ଯେଉଁ କାରଣ ପାଇଁ ମାଫିଆଙ୍କ ରାଜୁତି ଚରମ ସୀମାରେ

ବିଳମ୍ବିତ ରାତି ରେ ଅଗ୍ନିକାଣ୍ଡ ; ଜଳିଗଲା ତିନି ବଖରା ଘର !

ଗତକାଲି ବିଳମ୍ବିତ ରାତି ରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ତିନି ବଖରା ଘର । ଏହା ସହ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଞ୍ଚ ଟି ଗୋରୁ ନିଆଁ ରେ ପୋଡି ହୋଇ ଗୁରୁତର ହୋଇଛନ୍ତି l ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମରେ ଗତ କାଲି ବିଳମ୍ବିତ

କୌଶଲ୍ୟା ଙ୍କ ମୁହଁରେ ଫୁଟିଲା ହସ ; ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେ

କୋଶଲ୍ଯା ବେହେରା ବୟସ ୧୫ , ଜୀବନ କଣ ଜାଣିବା ପୂର୍ବରୁ ଏହି ନାବାଳିକାଙ୍କ ଜିଭ ତଳେ ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରେ ଲାଗିଥିଲା । ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାପା ଜଣେ ଦିନ ମଜୁରିଆ ହୋଇଥିବା ରୁ ଝିଅର ଚିକିତ୍ସା କରିପାରୁନଥିଲେ

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ। ରାଜନୀତିରେ

ଜିଲ୍ଲାର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ; ୨ ମୃତ , ଜଣେ ଗୁରୁତର

ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ କୁଟୁରିଆ ଛକରେ ହାଇୱ। ସହ ଏକ ସ୍କୁଟି ର ଧକ୍କା ହେବା ଫଳରେ ଜଣେ ମୃତ ଆଉ ଜଣେ ଗୁରୁତର । ମୃତକ ହେଲେ ମହବିରୋଡ ଗ୍ରାମର କମଳ ଲୋଚନ ହାତୀ ଓ ଗୁରୁତର ହେଲେ ମୂରଲୀଧର ସାହୁ । ସୂଚନା ଅନୁଯାୟୀ , ମହାବିରୋଡ଼ କଲେଜ ର ଦୁଇ କର୍ମଚାରୀଅପର

ହାତୀ ଉପଦ୍ରବ ; ଭାଙ୍ଗୁଛି ଘର-ନଷ୍ଟ କରୁଛି ଫସଲ, ଚିନ୍ତାର ଅଞ୍ଚଳବାସୀ

ହାତୀ ଉପଦ୍ରବରେ ଭାଙ୍ଗୁଛି ଘର , ଉଜୁଡୁଛି ଫସଲ ନଷ୍ଟ ହେଉଛି ଧନ ଜୀଵନ । ଢେଙ୍କାନାଳ ଜିଲ୍ଲା ରେ ଦେଖିବାକୁ ମିଳୁଛି ହାତୀର ଅପଦ୍ରବ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରିକି ସୁରକ୍ଷା ଦେବାରେ ବନବିଭାଗ ବିଫଳ ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି । ଖବର

ରାସ୍ତା ପାର ହେଉଥିବା ସମୟରେ ବୃଦ୍ଧା ଙ୍କୁ ଧକ୍କା ଦେଲା ଟ୍ରକ , ଅକାଳରେ ଚାଲିଗଲା ଜୀଵନ

ଏପଟେ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ଢେ଼ଙ୍କାନାଳର ସହରର ଟ୍ରକ ଧକ୍କାରେ ଆଜି ଜଣେ ବୃଦ୍ଧାଙ୍କର ଜୀବନ ଚାଲିଯାଇଛି । ଢେ଼ଙ୍କାନାଳ ଟାଉନ ଥାନା ବାଜିଚଉକ ଓଭର ବ୍ରିଜ ନିକଟରେ ଟ୍ରକ ଧକ୍କାରେ ବୃଦ୍ଧା ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବାଜିଚଉକର ର ତାରା ରାଉତ(୮୦) ବୋଲି

ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ନାବାଳକ ଗୁରୁତର !

କାମାକ୍ଷାନଗର ଏନଏସି ର ଅନନ୍ତପୁର ସାହି ରେ ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ସେହି ସାହି ର ପ୍ରଦୀପ୍ତ ବିଶ୍ୱାଳ ଙ୍କ ପୁଅ ବୈକୁଣ୍ଠ ବିଶ୍ୱାଳ (୧୪) । ସୂଚନା ଅନୁସାରେ ବୈକୁଣ୍ଠ ଆଜି ନିଜ ଦୁଇମହଲା ଘର ଉପରେ ଚଢି ପାଣି

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରେ ଢେ଼ଙ୍କାନାଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି ଜାତୀୟ…

ଢେ଼ଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ଭୁବନ ପୋଲିସ, ଘରୋଇ ମୋଟର ଚାଳକ ସଙ୍ଘ, ତୃପ୍ତି ପାଠାଗାର ପକ୍ଷରୁ ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା । ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଲିଫଲେଟ ବାଣ୍ଟି
error: Content is protected !!