News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣର ପ୍ରଭାବ ; ଜଳିଲା ବାଜିରାଉତ ସେତୁର ଆଲୋକ

ପ୍ରାୟ ୧୦ ଦିନ ଅଧିକ ଦିନ ହେବ ବାଜିରାଉତ ସେତୁର ଗୋଟିଏ ପାର୍ଶ୍ଵ ର ଆଲୋକ ଅଚଳ ହୋଇ ପଡିଥିଲା , ଯାହା ଫଳରେ ପଥଚାରି ନାହିଁ ନଥିବାର ଅସୁବିଧା ଭୋଗୁଥିଲେ । ଜାନୁଆରୀ ୯ ତାରିଖରେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା, ଖବର ପ୍ରସାରଣ ପରେ ବନ୍ଦ ହୋଇ ପଡ଼ିଥିବା ସେତୁ ର

ପ୍ରଭାବ ; ଗିରଫ୍ ହେଲେ ୨ଅଭିଯୁକ୍ତ , ମହିଳା ଚା’ଦୋକାନୀ କୁ ଆକ୍ରମଣ କରି ଲୁଟିଥିଲେ ଟଙ୍କା, ସୁନା ଗହଣା !

ଗତ ୨୫ ଡିସେମ୍ବର ରାତିରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଛକରେ ଜନୈକ ମହିଳା ଚା’ଦୋକାନୀ ତାଙ୍କ ପରିବାର ଉପରେ ସ୍ଥାନୀୟ ଅଂଚଳ ର କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ତାଙ୍କ ଘରର ଲକ୍ଷାଧିକ ଟଙ୍କା ର ଆସବାବ ପତ୍ର ଭଙ୍ଗାରୁଜା କରିି ନଗଦ ଟଙ୍କା, ସୁନା

ନାବାଳିକା ଅପହରଣ ମାମଲାରେ ନୀରବଦ୍ରଷ୍ଟା ସାଜିଛି ପୋଲିସ! ଏପରି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା !

ପରଜଙ୍ଗ ଥାନା କନ୍ଦରସିଙ୍ଗା ପଞ୍ଚାୟତ କଟରାପଡା ରଗୁଡି ସାହିର ଅମୂଲ୍ୟ ନାଏକ ଓ ମଞ୍ଜୁ ନାଏକଙ୍କ ୧୩ ବର୍ଷୀୟା ନାବାଳିକା ଝିଅକୁ କନ୍ଦରସିଙ୍ଗା(ମଝିକା) ର ବସନ୍ତ ନାଏକଙ୍କ ପୁଅ ସୁଶାନ୍ତ ନାଏକ ଅପହରଣ କରି ନେଇଥିଲା। ମଞ୍ଜୁ ଏ ସମ୍ପର୍କରେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ

ପରିଣତ ବୟସରେ ଭତ୍ତା କୁ ଅନେଇ ବସିଛନ୍ତି ଟାଙ୍ଗୁରୁ ମଉସା

ବୟସ୍କଙ୍କ ସହାୟତା ନିମନ୍ତେ ସରକାର ଭତ୍ତା ଯୋଗାଇ ଦେଉଛନ୍ତି ହେଲେ ସଠିକ୍ ସମୟରେ ଭତ୍ତା ଏମାନେ ପାଇ ପାରନ୍ତି ନାହିଁ। ବୟସ ଷାଠିଏ ପାର ହେବା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଏମାନଙ୍କୁ ସହାୟତା ଯୋଗାଇ ଦେବା ପରିବର୍ତେ ଦରଖାସ୍ତ ଦାଖଲ ପାଇଁ ସର୍ତ୍ତାବଳୀ ରହିଛି। ଯଦି ଏହି ବୟସ୍କ

ଭିଜିଲାନ୍ସ ସ୍କାନରରେ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର

ପଥର ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ସୂଚନା ଅନୁଯାୟୀ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଜଣେ ପଥର ବ୍ୟବସାୟୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ

ଗଞ୍ଜରା ଗ୍ରାମରେ ଅଘଟଣ, ଦନ୍ତା ଆକ୍ରମଣରେ ନିରଞ୍ଜନ ସାହୁଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷର ଲଢେଇ ଉପର ମୁହାଁ । କେତେବଳେ କ୍ଷେତ ନଷ୍ଟ ତ କେତେବେଳେ ଜୀବନ । ବିଗତ କିଛି ଦିନ ହେବ ଶସ୍ୟ ଖାଇଵାକୁ ଯାଇ ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରଵ ଦେଖା ଦେଇଛି । ତେଣୁ ବିଭିନ୍ନ ସମ୍ୱୟରେ କିଛି ନା କିଛି ଅଘଟଣ ଘଟି ଚାଲିଛି । ଏଭଳି ଏକ ଅଘଟଣ ଘଟିଛି

ଖବର ପ୍ରସାରଣ ପରେ ସୁରକ୍ଷିତ ହେଲା ଅସୁରକ୍ଷିତ ବିଦ୍ୟୁତ୍ ଟ୍ରାନ୍ସଫର୍ମର

ଗଁଦିଆ ବ୍ଲକ୍ ଅନ୍ତର୍ଗତ ରାଇତଳା ପଞ୍ଚାୟତ ବାଲିଯୋରନ୍ଦା ଗ୍ରାମରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବହୁଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡିଥିଲା , ଟ୍ରାନ୍ସଫର୍ମର ଚାରି ପାଖରେ ଗଛ ଲତା ମାଡି ଯାଇଥିବା ବେଳେ ଟ୍ରାନ୍ସଫର୍ମର ର ଫ୍ୟୁଜ ସେକସନ ଟି ବହୁ ତଳେ ଥିବାରୁ ଧନ ଜୀଵନ ହାନି ହେବାର ଆଶଙ୍କା

କୋହଳ ହେଲା କଟକଣା, ୨୧ରୁ ମନ୍ଦିର ଦର୍ଶନ ପାଇଁ ବାଧ୍ୟତାମୂଳକ ନୁହେଁ କୋଭିଡ ରିପୋର୍ଟ

ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ମନ୍ଦିର ଚଳିତ ମାସ ୨୧ ତାରିଖ ଠାରୁ ଖୋଲା ଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ମନ୍ଦିରରେ ଦିଅଁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ବାଧ୍ୟ ହୋଇଥିଲା ।

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ବନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ। ଅନ୍ୟର କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି। ପାରିବାରିକ, ପ୍ରଶାସନିକ କ୍ଷେତ୍ର

ସୁରଥ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପରଜଙ୍ଗ ବ୍ଳକ୍ ପାଟରପଦା ନିମତଇଳା ଖେଳ ପଡିଆରେ ଆଜି ଠାରୁ ସୁରଥ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଉଦଘାଟିତ ହୋଇଯାଇଛି। ପାଟରପଦା ଗ୍ରାମର ସେକ୍ରେଟେରୀ ଶ୍ରୀଯୁକ୍ତ ନରୋତ୍ତମ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଉଦଘାଟନୀ ମ୍ୟାଚ୍ ଆୟୋଜକ ପାଟରପଦା କ୍ରିକେଟ୍
error: Content is protected !!