News
WhatsApp Image 2023-10-04 at 17.25.00
samparksetu

କିନ୍ନର ମାନଙ୍କୁ ନେଇ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଆଜି ଜିଲ୍ଲାଜଜ୍ ତଥା ଆଇନ୍ ସେବା ପ୍ରଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀ ଙ୍କ ନିର୍ଦ୍ଦେଶ କ୍ରମେ ଏ.ଆଈ.ଆର.ଏ,(ଏନଜିଓ) ବୋରାପଦା ଢେଙ୍କାନାଳ ଠାରେ କିନ୍ନର ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ଜଣ କିନ୍ନର ଯୋଗଦେଇ ଥିଲେ। ଏହି ଶିବିରରେ

ତର୍କାବେଡା ଗ୍ରାମବାସୀଙ୍କ ଅନଶନ ଜାରି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତର୍କାବେଡା ଗ୍ରାମରେ ଏକ ଘରୋଇ କମ୍ପାନୀ ନିର୍ମାଣକାର୍ଯ୍ୟ ଚାଲିଛି । କିନ୍ତୁ ତର୍କାବେଡା ଗ୍ରାମରୁ ବାହାରି ଥିବା ମାଟି ରାସ୍ତାଟି କମ୍ପାନୀ ମଧ୍ୟରେ ରହୁଥିବା ରୁ ଗ୍ରାମବାସୀ ଙ୍କୁ ଯାତାୟାତ ପାଇଁ ଅସୁବିଧା ହେଉଛି

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି ମାତୃଶକ୍ତି ଯୁବକ ସଂଘ ପକ୍ଷରୁ ଭାଗିରଥିପୁର ଠାରେ ରକ୍ତ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଥମେ ଉଦଘାଟନ କରି କହିଥିଲେ କି "ରକ୍ତଦାନ ଜୀବନ

୩ ଦିନ ହେବ ଥିଲେ ନିଖୋଜ ; ଅଣ୍ଡରପାସିଂ ଖାଲରୁ ମିଳିଲା ମୃତଦେହ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ଼ ଫାଣ୍ଡି ଅନ୍ତର୍ଗତ ଓଡ଼ପଡା କଲେଜ ଛକ ନିକଟରୁ ଆଜି ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ସ୍ଥାନୀୟ ନୂଆବାଙ୍ଗୁରିସିଂହ ଗ୍ରାମର ଚୁଇଁଆ ବେହେରା (୭୮) ବୋଲି ଜଣାପଡିଛି । ସୂଚନାଯୋଗ୍ୟ କି , ଚୁଇଁଆ ୩ଦିନ ହେବ ଘରୁ ନିଖୋଜ ଥିଲେ ଏ

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଛୁରା ଦେଖାଇ ଲୁଟ !

ଢେଙ୍କାନାଳ ଜିଲ୍ଲାରେ ବଢିଚାଲିଛି ଅପରାଧୀଙ୍କ ରାଜ୍ । କେଉଁଠି ଏଟିଏମ ଲୁଟ୍ ତ କେଉଁଠି ଡକାୟତି । ତେବେ ସ୍ପଷ୍ଟ ଦିବାଲୋକ ରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହାନ୍ତି ଲୁଟେରା । ତେବେ ଏଭଳି ଏକ ଘଟଣା ଘଟିଛି କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା

ଆଜିଠାରୁ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ଜାତୀୟ ସଡ଼କ ସୁରକ୍ଷା ମାସ

ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହ ନୁହଁ, ପାଳନ ହେବ ସଡ଼କ ସୁରକ୍ଷା ମାସ । ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ସେହିପରି ହେଲମେଟ ପିନ୍ଧିନଥିବା ବାଇକ୍ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଇଛନ୍ତି । ବଢୁଥିବା

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିପାରନ୍ତି କିମ୍ବା ସେଥିପାଇଁ ଚିନ୍ତା କରିପାରନ୍ତି । କର୍ମରେ ଅଧିକ ସଫଳତା ମିଳିବ ଓ ଦରମାରେ କିଛି ବୃଦ୍ଧି

ଖବର ପ୍ରସାରଣ ପରେ ଅପହଞ୍ଚ କୋହ୍ଲା ଗାଁର ଦୁର୍ଗା ଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ଗଁଦିଆ ବ୍ଲକ ଷୋରିସିଆପଦା ପଞ୍ଚାୟତର କୋହ୍ଲା ଗାଁ ଅନ୍ତେଇ ସାହିର ଦୁର୍ଗା ଲାଗୁରି। ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ୬୫ ବର୍ଷ କିନ୍ତୁ ବାସ୍ତବରେ ତାଠାରୁ ଯଥେଷ୍ଟ ଅଧିକ ହେବ। ସରକାରୀ ବାବୁମାନେ କ’ଣ ଲେଖି ଦେଇଛନ୍ତି ବୋଲି ଦୁର୍ଗା କହନ୍ତି। ଆଦିବାସୀ ସମ୍ପ୍ରଦାୟର ଦୁର୍ଗା, ଜଙ୍ଗଲ

“ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ବ୍ରାହ୍ମଣୀ ନଦୀକୂଳ ସଫେଇ

ଆଜି "ଯୁବଶକ୍ତି" ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ମଙ୍ଗଳପୁର, କୁସୁପଙ୍ଗା,କୁରୁଣ୍ଟି, କମଳାଙ୍ଗ,ଖଡକା ନଦୀ କୂଳବର୍ତ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଜାପିତ ବ୍ରହ୍ମ।କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚଷାପଡ଼ା ଉପସେବାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ପାଳିତ

ପ୍ରଜାପିତ ବ୍ରହ୍ମ।କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚଷାପଡ଼ା ଉପସେବାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଉରକେଲା ଷ୍ଟିଲପ୍ଲାଣ୍ଟର ରିଟାଏଡ଼ ଡେପୁଟି ଡାଇରେକ୍ଟର ବ୍ରଜଯଶୋର ସାହୁ । ଢେଙ୍କାନାଳ ଶାଖାର ମୁଖ୍ୟ
error: Content is protected !!