News
WhatsApp Image 2023-10-04 at 17.25.00
samparksetu

ଫେଲ ମାରିଛି ବସୁଧା ଯୋଜନା ; ନିର୍ମାଣର ୨ ବର୍ଷ ପରେ ମଧ୍ୟ ମିଳୁନି ପାନୀୟ ଜଳ !

ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ୍ ଘଟିପିରି ଗ୍ରାମପଞ୍ଚାୟତରେ ବସୁଧ। ଯୋଜନାରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ୨ ବର୍ଷ ହେବ ନିର୍ମାଣ ହୋଇ ପଡିଛି କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଏହି ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଘଟିପିରି ଗ୍ରାମର ପ୍ରାୟ ୨୦୦୦

ଖବର ପ୍ରସାରଣ ପରେ କାମ ହେଲା ବାଲିମୀ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା

ଗୁଡିଆକାଟେଣୀ-ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାରୁ ବାଲିମୀ ଗାଁ ଭିତରକୁ ଯାଇଥିବା ମୁଖ୍ୟ ରାସ୍ତା ଛଅ ବର୍ଷ ତଳେ କାମ ହୋଇଥିଲା। ଯାହା ଖାଲଖମଣ ହୋଇଯାଇଥିଲା ଯାହା ଉପରେ ବ୍ଲକ ପ୍ରଶାସନ ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡିନଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ

ଶୀତୁଆ ସକାଳର ଗରମ ଚା ସହ ବନାନ୍ତୁ ଫ୍ରେଞ୍ଚ ଫ୍ରାଇଜ୍

ଫ୍ରେଞ୍ଚ ଫ୍ରାଇଜ୍ ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ ଦୁଇ ବଡ ସିଝା ଆଳୁ ଏକ ଚାରି ଚାମଚ ଜିରା ପାଉଡର ଚାରି ଚାମଚ ଗୋଲ ମରୀଚ ପାଉଡର ଏକ ଚାରି ଚାମଚ ଲୁଣ କିମ୍ବା ସ୍ୱାଦାନୁସାରେ ଏକ ଗିନା ଚୁଡା ପ୍ରସ୍ତୁତି ପ୍ରଣାଳୀ ସର୍ବପ୍ରଥମେ ଆମେ ଆଳୁର ଚୋପା ଛଡାଇ ଚକଟି

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି ଚିନ୍ତାରେ ପାଖ ମାଡିବେ ନାହିଁ। ମହିଳାମାନେ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।

ନେତାଜୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ ଦେଉଳସାହି ନେତାଜୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷର ନେତାଜୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର ଉଦ୍‌ଘାଟନ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଉଦଘାଟନ ମ୍ୟାଚ୍

ଗଁଦିଆ ଚ୍ୟାଲେଂଜର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଁଦିଆ ଖେଳ ପଡିଆରେ ଗଁଦିଆ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ଚ୍ୟାଲେଂଜର କପ୍ ର ଫାଇନାଲ ମ୍ୟାଚ୍ ରେ ଗଁଦିଆ ପାଟଣା ବନାମ ଭୁବନ କ୍ରିକେଟ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୁଇ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ଖେଳ ପ୍ରଦର୍ଶନ କରି ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ । ଭୁବନ

ମା ଥାନପତି ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଜି ଓଡ଼ାପଡ଼ା ବ୍ଲକ ମିନିଷ୍ଟାଡିୟମ ଠାରେ ମା ଥାନପତି କ୍ରିକେଟ କପ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୬ ଟି ଟିମ୍ କୁ ନେଇ ଗତ ୯ ତାରିଖରୁ ଆରମ୍ଭ ହୋଇ ଥିବା କ୍ରିକେଟ ସିରିଜ ଆଜି ଅପରାହ୍ନରେ ପୁରସ୍କାର ବିତରଣ କରାଯାଇଛି। ୨୦ ଓଭର୍ ବିଶିଷ୍ଟ ଫାଇନାଲ ମ୍ୟାଚ ରେ ପ୍ରଥମେ ବିନଦାସ

ଜାଣନ୍ତୁ କିପରି କଟିବ ଆଜିରଦିନ

ମେଷ ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ।

ମୋ ଆଖି ଲୁହରେ

ମୋ ଆଖି ଲୁହରେ ତୋ ପାଦ ଧୋଉଛିପଣତେ ଦେଉଛି ପୋଛିଭୁଲ୍ ବୁଝିବୁନି ମୋ କଳା ଠାକୁରଧରିବୁନି ଦୋଷ କିଛି ।ତୋ ପାଇଁ ଆଜି ଦୁନିଆ ଦେଖୁଛିଚାଲୁଛି ମୁଁ ରେ ବାଟକେତେବେଳେ ଝଡ ତୋଫାନରେଭରା କଣ୍ଟା ହୁଏ ଚଲାପଥ ।ସେ ଚଲାପଥରେ ମୁଁ ରେ ଚାଲୁଛିଲହୁ ଲୁ‌ହରେ ମୁଁ ଭିଜିରେ ସାରିଛିତଥୀପି ତୋତେ ଖୋଜୁଛି

ଗ୍ୟାସଟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ , ସ୍ୱାମୀ ଗୁରୁତ୍ତର !

ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ମହିଳାଙ୍କ ମୃତ୍ୟୁ, ସ୍ତ୍ରୀ କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତ୍ତର । ଏଭଳି ଅଘଟଣ ଘଟିଚି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଉପର ନୁଆ ସାହିରେ । ସୂଚନା ଅନୁଗତକାଲି ଇନ୍ଦିପୁର ଗ୍ରାମର ଶୈଳବାଳା ପାତ୍ର ରୋଷେଇ କରୁଥିବା ସମୟରେ
error: Content is protected !!