News
WhatsApp Image 2023-10-04 at 17.25.00
samparksetu

ସରପଂଚ ପୁଅଙ୍କ ଦାଦା ଗିରି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଡଲା ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଉଠାଣକୁ ନେଇ ହିତାଧିକାରୀଙ୍କ ମାନେ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । କଡଲା ସରପଂଚଙ୍କ ପୁଅ ମନରେଗା ଟଙ୍କା ଉଠାଣ ପାଇଁ ଜିଓ ଟ୍ୟାଗ ନକରିବା ପାଇଁ ଜିଆରଏସଙ୍କୁ ଧମକ ଚମକ ଦେବା

ମନରେଗା ମଜୁରୀ ନପାଇ ଶ୍ରମିକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନାଗିଆପଶିରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର କାଜୁ ପ୍ଲାଣ୍ଟେସନରେ କାର୍ଯ୍ୟକରୀ ଶ୍ରମିକ ମାନେ ତିନି ମାସର ପ୍ରପ୍ୟ ନପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସେହି ଜମିରେ ଗ୍ରାମର ଚିନ୍ମୟ ସେଠୀ,ପବିତ୍ର ଦାସ,ଗଣେଶ ବର ସାମଲ ,କାଳନ୍ଦୀ ପ୍ରଧାନ

ଦୁର୍ଘଟଣା ପରେ ୫୫ନଂ ଜାତୀୟ ରାଜପଥ ଅବରୋଧ

ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର ହେବା ପ୍ରତିବାଦରେ ଆଜି ୫୫ନଂ ଜାତୀୟ ରାଜପଥ ଅବରୋଧ କଲେ ଢେଙ୍କାନାଳ ବାସୀ । ଢେଙ୍କାନାଳ ସହର କାଠଗଡା ଠାରେ ଦୀର୍ଘ ଦେଢଘଣ୍ଟା ଅବରୋଧ ପରେ ରାସ୍ତାରୋକ ହଟିଛି । ଆଜି ସକାଳ ପ୍ରାୟ ୭ଟା ବେଳେ କାଠଗଡା ସାହିର ବୁଲୁ ରାଉତ ରାସ୍ତା ପାର ହେଉଥିବା ବେଳେ ଏକ

ଦିଗହରା ଗ୍ରାମାଂଚଳ ପାଇଖାନା ଯୋଜନା

ଢେଙ୍କାନାଳ ଜିଲ୍ଲାରେ ଗ୍ରାମାଂଚଳ ପାଇଖାନା ଯୋଜନା ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଛି । ପାଣିର ଅଭାବ ଏବଂ ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ହଜାର ହଜାର ପାଇଖାନା ବ୍ୟବହାର ଯୋଗ୍ୟହୋଇପାରୁ ନାହିଁ । ଅବ୍ୟହୃତ ହୋଇପଡ଼ିଥିବା ପାଇଖାନା ଘରେ ଗ୍ରାମାଂଚଳର ଲୋକେ ଘସି , ଜାଳ ଆଦି ସାଇତି ରଖୁଛନ୍ତି ।

ଅଳ୍ପ ମୋରମ ପକାଇ ଠକିଦେଲା ଠିକାଦାର

ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ଆସୁଛି , କିନ୍ତୁ ତାହା ସଠିକ୍ ରୂପରେ କାର୍ଯ୍ୟକାରୀ କରାଯାଉନାହିଁ। ଯାହା ଗରିବ ଖଟିଖିଆ ଲୋକ ହଇରାଣ ହେଉଛନ୍ତି। ରାସ୍ତା ହେଉ କି ପୋଖରୀ କିମ୍ବା ମାଟି କେନାଲ ଯାହା ସବୁ ମନରେଗା ଯୋଜନାରେ ଆସୁଛି । ଲୋକ ମାନେ

ଭଙ୍ଗା ଦଦରା ଘରେ ରହୁଛନ୍ତି ଭୁବନ ଥାନା କର୍ମଚାରୀ

ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ଥିବା ଥାନା ଭୁଷଳ ଛକକୁ ସ୍ଥାନାନ୍ତର କରାଯିବା ପରେ ପୁରୁଣା ଥାନା ଅବହେଳିତ ହୋଇ ପଡ଼ି ରହିଛି । ଥାନାର ଭଙ୍ଗା ଦଦରା ଘରେ ଜୀବନକୁ ବାଜି ଲଗାଇ କେତେକକର୍ମଚାରୀ ରହୁଥିବାର ଜଣାପଡିଛି । ଭୁବନ ଥାନାରେ ଜଣେ ଥାନାଧିକାରୀଙ୍କ ସହିତ ୨ଜଣ ସବ ଇନିସ୍ପେକଟର ,୨

ବଢୁଛି ହାତୀ ବାରହାଙ୍କ ଉପଦ୍ରବ,କ୍ଷତିଗ୍ରସ୍ତ ଚାଷୀଙ୍କ ଦ୍ୱାରା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ଙ୍କ ଉଦଦ୍ରବ ଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି । ଏହାର ପ୍ରତିବାଦରେ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଳାର ଓଡାପଡା,ବଳରାମପୁର ପଞ୍ଚାୟତ , ଗୁଣୁଦେଇ ପଞ୍ଚାୟତ,ସଦାଶିବ

ପାରିବାରିକ କଳହରୁ ଆତ୍ମହତ୍ୟା

ପାରିବାରିକ କଳହରୁ ପୌରାଞ୍ଚଳ ଶିମିଳିଆର ଲଳିତ କୁମାର ଷଣ୍ଢ(୪୦) ,ଆଜି ସଜନା ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ଲଳିତ ପ୍ରତିଦିନ ମଦ୍ୟପାନ କରି ପତ୍ନୀ ଓ ପରିବାର ଲୋକଙ୍କ ସହ ପାଟୁତୁଣ୍ଡ କରିଥାନ୍ତି । ଏହାକୁ ନେଇ ପରିବାରରେ ଅଧିକାଂଶ ଦିନ

ସମସ୍ୟା ଘେରରେ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍ଏସି ୨ ନଂ ୱାର୍ଡରେ ୧୯୮୬ ମସିହା ଠାରୁ ସ୍ଥାପିତ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟଟି ଦୀର୍ଘ ବର୍ଷ ଧରି ସମସ୍ୟା ଘେରରେ ରହି ଆସିଛି। ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇ ଆସି ଏଠାରେ ଏନ୍ ଏ ସି ସମେତ ଆଖ ପାଖ କେତୋଟି କ୍ଳଷ୍ଟରକୁ

ଠିକାଦାର କାଟିଦେଲା ପାଇପ ଲାଇନ , ପାନୀୟ ଜଳ ଯୋଗାଣ ଠପ୍ ଅଭିଯୋଗ

ଓଡ଼ାପଡ଼ା ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବା ପାଇପ କୁ ରେଳ ଲାଇନ କଡ଼ରୁ ରେଳବାଇ ଠିକାଦାର କଲଭର୍ଟ ପାଇଁ ମାଟି ଖୋଳୁଥିବା ବେଳେ ଟାଇପ ଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଫଳରେ ଗତ ୧୦ ଦିନ ଧରି ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ
error: Content is protected !!