News
WhatsApp Image 2023-10-04 at 17.25.00
samparksetu

୭ମ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ, କାରନ୍ଦା ଖେଳ ପଡିଆରେ କାରନ୍ଦା ଗ୍ରାମ ପକ୍ଷରୁ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଉଦଯାପନ ଦିବସ (ମେଗା ଫାଇନାଲ୍)। ଏହି ମେଗା ଫାଇନାଲ ମ୍ୟାଚ୍ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଠୋକର କ୍ରିକେଟ୍ ଦଳ ଓ ବୋଉଳିଗଡ କ୍ରିକେଟ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

୨୪ ତମ ଗଁଦିଆ ପ୍ରିମୀୟର ଲିଗି ଉଦଯାପିତ ; ବିଶ୍ୱନାଥପୁର ବିଜୟୀ

ଆଜି ୨୪ ତମ ଗଁଦିଆ ପ୍ରିମୀୟର ଲିଗି ଉଦଯାପିତ ହୋଇଯାଇଛି ମ୍ ପ୍ରଥମେ ଟସ ଜିତି ଗଁଦିଆ ଜେଡିସିଟି ଦଳ ତାର ସମସ୍ତ ୱିକେଟ ହରାଇ ୧୮୫ ରନ କରିଥିଲେ । ଗଁଦିଆ ତରଫରୁ ରାମ ଓ ଶ୍ୟାମ ଦୁଇ ଭାଇ ରାମ ୬୨ , ଶ୍ୟାମ ୫୬ ରନ ସଂଗ୍ରହ କରିଥିଲେ । ତାହାର ଜବାରେ ବିଶ୍ୱନାଥପୁର ନିର୍ଦ୍ଧାରିତ ୧୪-ଓଭର ରେ

ମା ନଣ୍ଡାବିର କ୍ରିକେଟ ଟୁନାମେଣ୍ଟ ଉଦଘାଟିତ ; ପ୍ରଥମ ମ୍ୟାଚ ରେ ବସନ୍ତପଡ଼ା ବିଜୟ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅଁଳାକଟାରେ ମା ନଣ୍ଡାବିରି କ୍ରିକେଟ ଟୁନାମେଣ୍ଟ ର ଉଦଘାଟନି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନି ମ୍ୟାଚଟି ସରକାରଙ୍କ କୋଭିଡ ନିୟମକୁ ମାନି ଅନୁଷ୍ଠିତ ହୋଇଥିଲା। ଏହା ସହିତ କ୍ଲବ ପକ୍ଷରୁ ସମସ୍ତଙ୍କୁ ସାନିଟାଇଜର ବଣ୍ଟନ କରାଯାଇଥିଲା।ଏହି

ଦିଗହରା ଆଜି ନାବିକ

ଦିଗହରା ଆଜି ନାବିକବର୍ଷା ବାତ୍ୟା ପବନରସମାହାରଜୁଆର ଖାଉଛି କୁଳଢେଉବି ଅମାନିଆଅଦ୍ଧାରର ତାଛଲ୍ୟଯାତ୍ରୀ ଶହ ଶହକେମିତି ବୁଝାଇବସମସ୍ତଙ୍କ ମୁଖମଣ୍ଡଳଜଣେ ଜଣେ ପରାଜିତସୈନିକଭଉଁରି ଖେଳୁଛି ଭାଗ୍ୟରଖେଳଦୁଇ ତିନ ଘଣ୍ଟା ଜୀବନମୁତ୍ୟୁର ଫାସରେହେ ପ୍ରଭୃ ରକ୍ଷାକରତ୍ରାହି ତ୍ରାହି ଡାକଇଶ୍ବର,ସେ

ମା ହିଙ୍ଗୁଳା (ଅଣ୍ଡର ୧୯) ଟୁନାମେଣ୍ଟ ର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ : ମୃଦଙ୍ଗା ବିଜୟୀ

‌କୋଭିଡ ଟିକାର ସମ୍ଭାବ୍ୟ ଟିକାକରଣ ଆରମ୍ଭକୁ ଲକ୍ଷ୍ୟ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରିକେଟ ଟୁନାମେଣ୍ଟର ଆୟୋଜନ ଦେଖିବାକୁ ମିଳିଛି। ଭୁବନ ବ୍ଲକ ମୃଦଙ୍ଗା କ୍ରିକେଟ ପଡ଼ିଆରେ ମା ହିଙ୍ଗୁଳା (ଅଣ୍ଡର ୧୯) ଟେନିସବଲ ଟୁନାମେଣ୍ଟ ର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା। ଆଜିର

ଖବର ପ୍ରସାରଣ ପରେ ବାପା-ମା’ ଛେଉଣ୍ଡ ୩ ଶିଶୁ ଙ୍କ ନିକଟରେ ପହଁଚିଲା ପ୍ରଶାସନ ;ଯିବେ ଶିଶୁ ପ୍ରଯତ୍ନ ଅନୁଷ୍ଠାନ

କୁନି କୁନି ପିଲାଙ୍କ ମୁଣ୍ଡରେ ଅସରନ୍ତି ଦୁଃଖ! ତିନି ବର୍ଷ ତଳେ ବାପା ପର କରି ଆରପାରିକୁ ଚାଲିଯାଇଥିଲେ ଗତବର୍ଷ ମା ବି ଛାଡ଼ି ଆରପାରିକୁ ଚାଲିଗଲେ। ଦୁନିଆ କ’ଣ ଜାଣିବା ଦୂର କଥା ଠିକ୍ ଭାବରେ କଥା ବି କହି ଜାଣି ନାହାଁନ୍ତି କହିଲେ ଚଳେ। ଦୁଇ ଭାଇ ଓ ଗୋଟିଏ ଭଉଣୀ ଏବେ ଗରିବ ଅଜା ଉପରେ

ନୂଆ ବର୍ଷ ରେ କପିଳାସ ଚିଡିଆଖନା ରେ ନୂଆ ଅତିଥୀ

ନୂଆବର୍ଷ ପାଇଁ ନୂଆ ଅତିଥି । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଁଚିଲା ଆଉ ଏକ ହାତୀ ଛୁଆ । ଏହି ହାତୀ ଛୁଆର ବୟସ ମାତ୍ର ୬ ମାସ । ବ୍ରହ୍ମପୁର ବନଖଣ୍ଡରୁ ଉଦ୍ଧାର ହୋଇଥିବା ଏହି ମାଈ ହାତୀଛୁଆକୁ ସ୍ୱତନ୍ତ୍ର ଗାଡି ଯୋଗେ ଗତକାଲି କପିଳାସ ଅଣାଯାଇଛି । ପହଁଚିବା ପରେ ତାର

ସରକାରୀ ସହାୟତା ଅପେକ୍ଷାରେ ବାପା-ମା’ ଛେଉଣ୍ଡ ୩ ଶିଶୁ

କୁନି କୁନି ପିଲାଙ୍କ ମୁଣ୍ଡରେ ଅସରନ୍ତି ଦୁଃଖ! ତିନି ବର୍ଷ ତଳେ ବାପା ପର କରି ଆରପାରିକୁ ଚାଲିଯାଇଥିଲେ ଗତବର୍ଷ ମା ବି ଛାଡ଼ି ଆରପାରିକୁ ଚାଲିଗଲେ। ଦୁନିଆ କ'ଣ ଜାଣିବା ଦୂର କଥା ଠିକ୍ ଭାବରେ କଥା ବି କହି ଜାଣି ନାହାଁନ୍ତି କହିଲେ ଚଳେ। ଦୁଇ ଭାଇ ଓ ଗୋଟିଏ ଭଉଣୀ ଏବେ ଗରିବ ଅଜା ଉପରେ

ହିନ୍ଦୋଳ ବିଜ୍ଞାପିତ ଅଂଚଳରେ ଆବାସ ଯୋଜନା ହେରାଫେରି ଘଟଣା ; କାଉନସିଲରଙ୍କ ବିରୋଧରେ ହେଲା ଦୃଢ଼ କାର୍ଯ୍ୟାନୁଷ୍ଠାନ

ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୯ ନଂ ୱାର୍ଡ କାଉନସିଲର ଶ୍ରୀମତୀ ଲବଙ୍ଗ ଦେଇଙ୍କୁ ଆବାସ ଯୋଜନା ହେରଫେର ମାମଲାରେ ପୁଲିସ ଗିରଫ କରିଛି l ତାଙ୍କର ଜାମିନି ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ପ୍ରକାଶ ଥାଉକି , ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ

ଖୁବଶୀଘ୍ର ବାଇପାସ୍ ରାସ୍ତା ସହ ସଂଯୋଗ କରୁଥିବା ଏକ ନୂତନ ରାସ୍ତା ହେବ ନିର୍ମାଣ

ଜିଲ୍ଲା ସ୍ବାସ୍ଥ୍ୟ କଲ୍ୟାଣ ସମିତି ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ରୋଗୀ କଲ୍ୟାଣ ସମିତିର ଏକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର
error: Content is protected !!