News
WhatsApp Image 2023-10-04 at 17.25.00
samparksetu

ସରକାରୀ ଯୋଜନା ରୁ ବଞ୍ଚିତ ଦିବ୍ୟାଙ୍ଗ ରାହୁଲ

ମୂଲ ନଲାଗିଲେ ଭୋକ ଉପାସରେ ଶୋଇବାକୁ ପଡେ। ତେବେ ଦଇବ ଦେଇଛି ଅସରନ୍ତି ଦୁଃଖ, ଦେଖିଲେ ଆଖିରୁ ଲୁହ ଝରି ପଡିବ। ଗୋଟିଏ ବୋଲି ସନ୍ତାନ ସେ ପୁଣି ଭିନ୍ନକ୍ଷମ। ବାପା ମା ବିନା କୌଣସି କାମ ନିଜେ କରିବାକୁ ଅକ୍ଷମ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି

ଢେଙ୍କାନାଳ ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳ ରେ ପ୍ରଶିକ୍ଷଣ ଶିବିର

ଢେଙ୍କାନାଳ ଜ଼ିଲ୍ଲା ଭାରତୀୟ ଜନତା ପାର୍ଟିର ନଗର ମଣ୍ଡଳ ପ୍ରଶିକ୍ଷଣ ଶିବିର ଜ଼ିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜ଼ିଲ୍ଲା ସଭାପତି ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନଗରମଣ୍ଡଳ ସଭାପତି ଶ୍ରୀ ଅଜୟ ଭଞ୍ଜ ପରିଚାଳନା କରିଥିଲେ | ପୂର୍ବତନ

କପିଳାସ ଅଭୟାରଣ୍ୟ କୁ ଜଗିବ କ୍ୟାମେରା

କପିଳ।ସ ଅଭୟାରଣ୍ୟରୁ ଶିକାରୀ ମାନଙ୍କ ଦୌରାତ୍ମ୍ୟ ବଢିବାକୁ ଲାଗିଛି । ଜଙ୍ଗଲ ମାଫିଆ ଙ୍କ କଳାକାରନାମା ପଦାରେ ପଡିଛି । ତେବେ ମାଫିଆଙ୍କୁ ଧରପଗଡ଼ ପାଇଁ ନୂଆ ଯୋଜନା ଆରମ୍ଭ କରିଛି ଢେଙ୍କାନାଳ ବନ ନିଭାଗ । କପିଳ।ସ ଅଭୟlରଣ୍ୟର ଇଞ୍ଚେ ଇଞ୍ଚେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଶହେ

ଢେଙ୍କାନାଳ ଜିଲ୍ଲାରେ ଥମୁନାହିଁ ମଣିଷ ହାତୀ ଲଢେଇ, ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ପାଣିଗେଙ୍ଗୁଟିଆ ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ସେହି ଗ୍ରାମର ଦାମ ବେହେରାଙ୍କ ଝିଅ କୁମା ବେହେରା (୫୫) ଆଜି ସକାଳ ୬ ଟାରେ ନିକଟସ୍ଥ ଜଙ୍ଗଲକୁ ଶାଳ ପତ୍ର ଗୋଟାଇବାକୁ ଯାଇଥିବା ବେଳେ

ଲୁଟେରା ଙ୍କ ପେଣ୍ଠସ୍ଥଳ ପାଲଟିଛି ଢେଙ୍କାନାଳ ଜିଲ୍ଲା ; ଗ୍ୟାସ କଟର ରେ କାଟି ଏଟିଏମ ରୁ ଲୁଟିନେଲେ ଟଙ୍କା !

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଥିବା ଏକମାତ୍ର ଏସବିଆଇ ଏଟିଏମ ରୁ ଗତକାଲି ବିଳମ୍ବିତ ରାତିରେ ଏଟିଏମ କୁ ଗ୍ୟାସ କଟର ରେ କାଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନାଯୋଗ୍ୟ କି ,ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜାଗାରୁ ଲଗାତାର

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ,୨ମୃତ, ୪ଗୁରୁତର

ପରଜଙ୍ଗ ଥାନା ଡୋଲିଆ ଛକ ନିକଟରେ ଆଜି ସଂନ୍ଧ୍ୟା ୬ଟାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଏକ ବୋଲେରୋ ଦୁର୍ଘଟଣା ଘଟି ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ

ଦିନ ଦ୍ବିପ୍ରହରରେ ଟ୍ରଲି ଚାଳକ ଙ୍କ ଠାରୁ ଲୁଟିନେଲେ ୪୧ ହଜାର ଟଙ୍କା

ଢେଙ୍କାନାଳ ଜିଲ୍ଲା ଭୁବନ ସହର ର ୨ନଂ ୱାର୍ଡ଼ କଲୋନୀ ନୀବାସୀ କୈଳାଶ ଦାସ ନିଜ ଘର ନିର୍ମାଣ ଲାଗି ଦୁଇଟି ବ୍ୟାଙ୍କ- କାନରା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ରୁ ଆଜି ଦିନ ୨ଘଟିକା ସମୟରେ ମୋଟ ୪୧ ହଜାର ଟଙ୍କା ଉଠାଇ ଏକ କପଡା ବ୍ୟାଗରେ ରଖି ୭ ନଂ ୱାର୍ଡ ସ୍ଥିତ ମୋଚିସାହି କୁ ଆସିଥିଲେ। ସେଠାରେ

କୃଷକ ମାନଙ୍କ ସମର୍ଥନରେ ଆପ୍ କର୍ମୀଙ୍କ ଉପବାସ

ଢେଙ୍କାନାଳ ଜିଲ୍ଲା ଆପ୍ ଆବାହକ ପଙ୍କଜ ନାୟକ ଙ୍କ ନେତୃତ୍ୱରେ କର୍ମୀ ମାନେ ଏକତ୍ରିତ ହୋଇ ଆଜି ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉପବାସ ରଖିଥିଲେ l ଏହି ଉପବାସ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ : ଉଦ୍ଧାରକାର୍ଯ୍ୟ ଜାରି

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଏହି ଅଘଟଣ ଘଟିଛି । ନଦୀରେ ନିଖୋଜ ହୋଇଥିବା ଯୁବକ ଜଣଙ୍କ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି । ସୂଚନାଯୋଗ୍ୟ କି , ଆମ୍ବୁଜ ନଦୀରେ

ଆମର ପ୍ରଭାବ ; ନଇଁ ଯାଇଥିବା ସହିଦ ସ୍ମୃତି ସ୍ତମ୍ଭ କୁ ତୁରନ୍ତ ମରାମତି କରାଇଲେ ପ୍ରଶାସନ

ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା ପାଇଁ ଏହା ଉଦ୍ଧିଷ୍ଟ । ଦେଶର ବିଭିନ୍ନ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ପରି ସ୍ମୃତି ସ୍ତମ୍ଭ ବା ପୀଠ ସେହି ବୀର ଯବାନଙ୍କ ବିଜୟଗାଥାକୁ ସ୍ମରଣ କରି
error: Content is protected !!