News
WhatsApp Image 2023-10-04 at 17.25.00
samparksetu

ଦୋକାନ ସର୍ଟର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମଦ

ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତ୍ରିରେ ଲୁଟ ହୋଇଛି । ଲୁଟେରାମାନେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଲୁଟି ନେଇଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଗଁଦିଆ ସ୍ଥିତ ଏକ ବିଦେଶୀ ମଦ ଦୋକାନର ସର୍ଟର ତାଲା ତାଡି ଦୋକାନ ଭିତରକୁ

ବିନା ଡାକ୍ତର ରେ ଚାଲିଛି ଯୋରନ୍ଦା ଆୟୁର୍ବେଦ ଚିକିତ୍ସାଳୟ

ଗଁଦିଆ ବ୍ଳକ୍ ଯୋରନ୍ଦ। ମହିମାଗାଦି ରେ ଥିବା ଯୋରନ୍ଦ। ଆୟୁର୍ବେଦିକ ଚିକିତ୍ସାୟରେ ଡାକ୍ତର ପଦ ଖାଲି ପଡ଼ିଥିବାରୁ ଅଞ୍ଚଳର ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ପ୍ରାୟ ୧୦ ଟି ପଞ୍ଚାୟତ ର ଜନସାଧାରଣ ନିର୍ଭର କରୁଛନ୍ତି । ଏଠାରେ ପୂର୍ବରୁ ଥିବା ଡାକ୍ତର ଙ୍କୁ କୋଭିଡ ଦାୟିତ୍ୱରେ

ଶତକଡ଼ା ୯୦ ପ୍ରତିଶତ ଅକ୍ଷମ ବୋଲି ପ୍ରମାଣ ପତ୍ର ଥାଇ ମଧ୍ୟ, ସରକାରୀ ସୁଵିଧାରୁ ବଞ୍ଚିତ

ଦୁଇ ପୁଅରେ ଗୋଟିଏ ଝିଅ, ଜନ୍ମରୁ ଶରୀରର ନିମ୍ନ ଭାଗ କାମ କରୁ ନାହିଁ। ଅଣ୍ଟା ସଳଖି ଚାଲିବା ଦୂର କଥା ଆଜି ପର୍ଯ୍ୟନ୍ତ ଘୁଷୁରୀ ଘୁଷୁରୀ ନିଜର ସବୁ କାମ କରୁଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମର ଜଗନ୍ନାଥ ପରିଡ଼ାଙ୍କ ଝିଅ ଶ୍ରାବଣୀ ପରିଡ଼ା ବୟସ ମାତ୍ର ୧୬ ବର୍ଷ ।

ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଧୋକା ଏଇ ଆଖିର

ଆଦର୍ଶ ଏଣ୍ଟରଟେନମେଣ୍ଟ ଏବଂ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ର ମିଳିତ ଉଦ୍ୟମରେ ଆସୁଛି ନୂଆ ସଙ୍ଗୀତ ଧୋକା ଏଇ ଆଖିର । ଯାହାର ଲିରିକ୍ସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଏବଂ ସ୍ୱର ଦେଇଛନ୍ତି ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡା । ସନ୍ଦିପଙ୍କ ସହ ରୋମାଣ୍ଟିକ ଧୁନ ସହ ତାଳ ଦେଇଛନ୍ତି ଚୁଲବୁଲି ଗାୟିକା

ଭଙ୍ଗାଘରେ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ

କେଉଁ ଅମଳରୁ ଘରର ମରାମତି ହୋଇ ନାହିଁ ! ଘରର ଛପର ନାହିଁ କହିଲେ ଚଳେ । ଘରେ ସଦସ୍ୟ କହିଲେ ଜଣେ ୬୬ ବର୍ଷୀୟା ବିଧବା ବୃଦ୍ଧା। ସ୍ବାମୀ କେଉଁ ଦିନରୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି । ତିନି ସନ୍ତାନ ବିବାହ ପରେ ଏକାକୀ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ ସାହୁ। କଙ୍କଡ଼ାହାଡ଼

ନଇଁ ପଡ଼ିଛି ଅମର ଯବାନ ସହୀଦ ସ୍ମୃତି ସ୍ତମ୍ଭ

ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସହିଦ ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସହିଦଙ୍କ ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା

ଜୀବନ ଯନ୍ତ୍ରଣାରେ ଛଟପଟ ଦୁଇ ବିଧବା ମହିଳା ଓ ଝିଅ

ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ବେଙ୍ଗ ବେହେରା, ବୟସ ୬୬ବର୍ଷ, ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ବଞ୍ଚୁଥିବା ସ୍ୱାମୀ ବାବୁଆଙ୍କର ଗତ ଦୁଇ ବର୍ଷ ହେଲା ଦେହାନ୍ତ ହେଲାଣି। ବାବୁଆଙ୍କର ଦୁଇ ପତ୍ନୀ ମଧ୍ୟରେ ବେଙ୍ଗ ବଡ଼। ତାଙ୍କ ଔରସରୁ କୌଣସି

ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ମହୁମାଛି ଆକ୍ରମଣରେ ଆଜି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ କଙ୍କଡାହାଡ ଥାନା ଅଢାପଲ୍ଲୀ ଗ୍ରାମର ଜଗବନ୍ଧୁ ବେହେରା । ସୂଚନାଯୋଗ୍ୟ କି , ଆଜି ଦିନ ପ୍ରାୟ ୧ ଟା ବେଳକୁ ଜଗବନ୍ଧୁ କଙ୍କଡାହାଡ ବଜରରୁ କାମସାରି ନିଜ ଘର ଅଢାପଲ୍ଲୀକୁ ଫେରୁଥିବା ବେଳେ କଙ୍କଡାହାଡ ହାଟଛକ ନିକଟରେ

ପ୍ରେମ ପ୍ରତିଶ୍ରୁତି ଏବଂ ତାପରେ ପ୍ରତାରଣା ଶେଷରେ କନ୍ୟା ସନ୍ତାନ ଜନ୍ମ

ପ୍ରେମ ପ୍ରତିଶ୍ରୁତି ଏବଂ ତାପରେ ପ୍ରତାରଣା ଶେଷରେ କନ୍ୟା ସନ୍ତାନର ଜନ୍ମ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ । ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମର ଜଣେ ଆଦିବାସୀ ବାଳିକାକୁ ସେହି ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ସୁନିଲ ଭଲ ପାଉଥିଲା । ବିବାହର

ବାଟମଙ୍ଗଳା ମନ୍ଦିର ପାଇଁ ଭୂମି ପୂଜା

ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ୍ ପନେଇଲୋ ଓ ଜରଡା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମଙ୍ଗଳବାର ଦିନ ମା ବାଟ ମଙ୍ଗଳା ଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ସମ୍ପନ୍ନ ହୋଇଛି । ଶ୍ରୀକ୍ଷେତ୍ର ରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଯଥା ବିଧି ଭୂମି ପୂଜନ କାର୍ଯ୍ୟ
error: Content is protected !!