News
WhatsApp Image 2023-10-04 at 17.25.00
samparksetu

ଜାଣନ୍ତୁ କମ ଜାଗାରେ କିପରି କରିବେ କିଚେନ ଗାର୍ଡେନ ପ୍ରସ୍ତୁତି

ଆମେ ଜାଣୁ ଜେ ଘର ତିଆରି କିମ୍ବା ମା ହାତ ରନ୍ଧା ଖାଦ୍ୟ ବଜାରରେ ମିଳୁଥିବା ଖାଦ୍ୟ ଠାରୁ ଆନେକ ପରିମାଣରେ ସୁଷମ , ସ୍ୱାଦିଷ୍ଟ ଏବଂ ସୁଚିନ୍ତିତ ପ୍ରଣାଳୀରେ ପ୍ରସ୍ତୁତ । ସେହିପରି ନିଜ ବଗିଚାରେ ହୋଇଥିବା ପନିପରିବା ବଜାରରେ ମିଳୁଥିବା ପନିପରିବା ଠାରୁ ଆନେକ ଗୁଣରେ ସ୍ୱାସ୍ଥ୍ୟ ପକ୍ଷେ

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତ୍ତର

ଢେଙ୍କାନାଳ ବନଖଣ୍ଡ ପରଜଙ୍ଗ ରେଞ୍ଜ ଅନ୍ତର୍ଗତ ବସୁଇ ଗ୍ରାମରେ ହାତୀ ଆକ୍ରମଣ । ସୂଚନା ଅନୁଯାୟୀ ସେହି ଗ୍ରାମର ମାଗୁଣି ସାହୁ (୬୫) ଆଜି ସକାଳେ ଶୌଚ ଯାଇଥିବା ବେଳେ ହାତିଆକ୍ରମଣ ର ଶିକାର ହୋଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ କଛାଡ଼ି ଦେବାପରେ ସିଏ ଜୋରସେ ପାଟିକରିବାରୁ ପରିବାରଲୋକେ ଆସି

ଖବର ପ୍ରସାରଣ ର ପ୍ରଭାବ ; ବହୁତ ଦିନରୁ ଗଛରେ ବନ୍ଧା ହୋଇଥିବା ବିଦ୍ୟୁତ ତାର କୁ ଖୁଣ୍ଟି ରେ ବାନ୍ଧିଲା ବିଦ୍ୟୁତ ବିଭାଗ

ଢେଙ୍କାନାଳ ସଦର ବ୍ଲକ ତରଭl ଗାଁର ପାଟଣା ସାହିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଖୁଣ୍ଟ ବଦଳରେ ଗଛ ସହାୟତା ଦିଆଯାଇଥିଲା । ନିକଟରେ ମନ୍ଦିର ତେଣୁ ଏ ସ୍ଥାନଟି ଗାଁ ର ବ୍ୟସ୍ତ ବହୁଳ ସ୍ଥାନ କହିଲେ ଚଳେ। ପ୍ରତିଦିନ ଅନେକ ଲୋକ ଚଳପ୍ରଚଳ ସ୍ବଭାବିକ କଥା। ବିଜୁଳି ତାର ଯେପରି ଗଛର ସହାୟତାରେ

ଅବକାରୀ ବିଭାଗର ଚଢାଉ ; ୧୮୦ ଲିଟର ମହୁଲି ମଦ ଜବତ , ୮ ଗିରଫ

ଢେଙ୍କାନାଳ ଜ଼ିଲ୍ଲା ଭୁବନ ଅଞ୍ଚଳ ଯେମିତି ଚୋରା ଓ ନକଲି ମଦ ବିକ୍ରିର କେନ୍ଦ୍ର ବିନ୍ଦୁ ପାଲଟିଛି। ମଦ ମାଫିଆଙ୍କର ଖୁଲମଖୁଲା ମଦ ବେପାର ଚାଲିଛି। ଢେଙ୍କାନାଳ ଅବକାରୀ ଇନସ୍ପେଟର ସମିର ମହାନ୍ତି,ମୋବାଇଲ ସ୍ବାଡ୍ ଓ କାମାକ୍ଷାନଗର ଅବକାରୀ ବିଭାଗ ମିଳିତ ଭାବେ ଆଜି ଭୁବନ ଥାନା ଅଞ୍ଚଳର

ବେଆଇନ୍ ବାଲି ଚୋରାଚାଲାଣ ହାଇୱା ଜବତ ସହ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଢେଙ୍କାନାଳ ଜିଲ୍ଲାକୁ ବ୍ରାହ୍ମଣୀ ନଦୀ ଦୁଇ ଭାଗରେ ବିଭକ୍ତ କରୁଛି। ଜିଲ୍ଲାର ୬ଟି ତହସିଲରେ ବାଲି ସଇରାତ ରହିଛି ।ସେଥିମଧ୍ୟରୁ ଭୁବନ ତହସିଲ ଅଧିନରେ ଥିବା ୧୧ଟି ସଇରାତରୁ ୯ଟିର ନିଲାମ ଅବଧି ଶେଷ ହୋଇଛି। ପୁରସତମପୁର ଓ ଯମୁନାକୋଟ ଘାଟର ନିଲାମ ଅବଧି ରହିଛି। ଏହି ଘାଟ ବାଦ୍ ଅନ୍ୟ

ମହିଳା ସଶକ୍ତିକରଣ ପାଇଁ ଟାଟା ଷ୍ଟିଲ ବିଏସଏଲର ସିଲାଇ ପ୍ରଶିକ୍ଷଣ

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରରେ ଅବସ୍ଥିତ ଟାଟାଷ୍ଟିଲ ବିଏସଏଲ ସ୍ଥାନୀୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳାମାନଙ୍କୁ ସିଲାଇ ମେସିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। କୋଭିଡ ୧୯ ଲକଡାଉନ ପରେ ଅର୍ଥନୈତିକ କ୍ଷେତ୍ରରେ ମହିଳା ମାନେ କିପରି ସୁଦୃଢ ହୋଇପାରିବେ

ସପ୍ତାହ ତଳେ ଜଳ ଯୋଗାଣ ଶୁଭାରମ୍ଭ ହୋଇଥିଲା ; ନିମ୍ନ ମାନର କାର୍ଯ୍ୟ ହେତୁ ଭୁଷୁଡିଲା କୂଅ

ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଇ ଦେବାକୁ ସରକାରଙ୍କ ସ୍ବଜଳଧାରା ଯୋଜନାର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ସଠିକ ରୂପେ କାର୍ଯ୍ୟ କରୁ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ନିମ୍ନ ମାନର କାର୍ଯ୍ୟ। ଏହାର ନଗ୍ନ ଉଦାହରଣ

ଖବର ପ୍ରସାରଣ ପରେ, ମରାମତି କରାଗଲା ସାରଙ୍ଗଧର ସେତୁ

ଢେଙ୍କାନାଳ ଜିଲ୍ଲା କମଗରା-ଗେଙ୍ଗୁଟିଆ ବ୍ରାହ୍ମଣୀ ନଦୀ ଉପରେ ୧୯୯୩ ମସିହା ନଭେମ୍ବର ୨୪ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ସେତୁ କୁ ଉଦଘାଟନ କରିଥିଲେ। ପୂର୍ବରୁ ପ୍ରସାରିତ ଖବର ଏହା ମଧ୍ୟରେ ୨୭ ବର୍ଷ ବିତିଯାଇଥିଲେ ହେଁ ଏହାର ବିଭିନ୍ନ ସ୍ଥାନରେ

ବେସାହାରା ଆଈ ନାତୁଣୀ ଙ୍କୁ ସହଯୋଗ ର ହାତ ବଢାଇଲେ ସମାଜସେବୀ

ଢେଙ୍କାନାଳ ପରଜଙ୍ଗ ବ୍ଲକ ର ରୋଡ ଗ୍ରାମ ରେ ବାପା ମା ଛେଉଣ୍ଡ ଝିଅ ଲିନା ପ୍ରଧାନ ଓ ତାଙ୍କ ୭୫ ବର୍ଷ ର ବୁଢ଼ୀ ଜେଜେ ମା ଏକ ଭଙ୍ଗା କୁଡିଆରେ ରହୁଥିବା ଖବର ଆମେ ଗତକାଲି ପ୍ରକାଶ କରିଥିଲୁ। ତାଙ୍କୁ ସହାୟତାର ହାତ ବଢାଇଛନ୍ତି କିଛି ସମାଜସେବୀ।ଅର୍ଥ ଅଭାବରୁ ଖାଦ୍ୟର ବହୁତ୍ କଷ୍ଟରେ ଜୀବନ

ବୟସର ଅପରାହ୍ନରେ ସତୀ ପୋଥାଳ କିନ୍ତୁ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ

ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସସି ଅନ୍ତର୍ଗତ ୮ନମ୍ବର ୱାର୍ଡର ଧନେଶ୍ବର ପୋଥାଳ ଙ୍କ ଧର୍ମପତ୍ନୀ ସତୀ ପୋଥାଳ ବୟସ ତାଙ୍କର ୬୫ ବର୍ଷ, ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ପନିପରିବା ଚାଷ କରି ନିଜେ ଚଳିବା ସହିତ ଭଲ ଦି' ପଇସା ରୋଜଗାର କରି ଆତ୍ମନିର୍ଭଶୀଳ ହୋଇ ଅନ୍ୟ ମାନଙ୍କ ପାଇଁ
error: Content is protected !!