News
WhatsApp Image 2023-10-04 at 17.25.00
samparksetu

ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଫାଟି ଆଁ କଲାଣି ଫିଲ୍ଡ ଚ୍ୟାନେଲ କାନ୍ଥ ; ୧୦ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ହୋଇଥିଲା କାର୍ଯ୍ୟ

ପରଜଙ୍ଗ ବ୍ଲକ ଆମ୍ବପଳାସ ପଞ୍ଚାୟତର ଏନଆରଜିଏସ ଯୋଜନାରେ ନିର୍ମିତ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଫିଲ୍ଡ ଚ୍ୟାନେଲ କାନ୍ଥ ଫାଟି ଆଁ କଲାଣି। ସୂଚନା ଫଳକରେ ସଠିକ ସୂଚନା ଦିଆ ବି ଯାଇନଥିଲା ଯେଉଁ କାରଣ ପାଇଁ ଠିକାଦାର ଜାଣି ଶୁଣି ଭାଙ୍ଗି ଦେଇଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣାପଡିଛି ପ୍ରାୟ

ହଜାରେ ଗୁହାରୀ ପରେ ମଧ୍ୟ ଅଞ୍ଜଳୀ ଙ୍କୁ ମିଳିପାରୁନି ପକ୍କା ଘର

ସରକାର ଙ୍କ ଯୋଜନା ରୁ ବଞ୍ଚିତ ଅଞ୍ଜଳୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଅ଼ଁଳାବେରେଣୀ ପଞ୍ଚାୟତ ମହୁଲି ଗ୍ରାମରେ ରହୁଛନ୍ତି ଅଞ୍ଜଳୀ ସାହୁ ବୟସ ପାଖାପାଖି ୩୯ । ଆଗ ପଛ କହିଲେ କେହି ନାହାନ୍ତି । ବାପା ମା କେଉଁ କାଳରୁ ଆରପାରିରେ । ଏବେ ଏକାକୀ ଚାଳ ଛପର ଘରେ ମୁଣ୍ଡ

ଆନ୍ତରିକ ଶୁଭେଚ୍ଛା

ତାଜା ପତ୍ରକାରିତା କ୍ଷେତ୍ରରେ ଢେଙ୍କାନାଳ ଅପଡେଟ ର ସ୍ଥାନ ଅନ୍ୟତମ। ଡିଜିଟାଲ ଖବର ପ୍ରସାରଣ ରେ ମୋ ଜାଣିବାରେ ଢେଙ୍କାନାଳ ରେ ଏହା ସର୍ବପ୍ରଥମ । ନିତିଦିନ ଜିଲ୍ଲାର ଛୋଟ-ବଡ ଖବର ପଢ଼ିବାକୁ ମିଳେ, ରାଜ୍ୟ କିମ୍ବା ଦେଶ ବାହାରେ ଥିଲେ ମଧ୍ୟ ନିତିଦିନ ନିଜ ଗାଁ ଓ ଜିଲ୍ଲା ର ତାଜା ଖବର

ଢେଙ୍କାନାଳ ଅପଡେଟ୍ ସହ ପରିଚିତି

"Dhenkanal Update - connecting to every surrounding" ଅନୁଗୋଳ - ପୁରୀ ଯାତ୍ରୀବାହି ରେଳ ଗାଡି ର ପଛ ବଗି ରେ ଭୀଷଣ ଭିଡ ହୁଏ । ଜାଗା ମିଳେନି ବସିବା ପାଇଁ ତେଣୁ ଠିଆ ହେବାକୁ ହୋଇଥାଏ। ଏପରି ପରିବେଷ ରେ ଢେଙ୍କାନାଳ ଷ୍ଟେସନରୁ ଜଣେ ଯୁବକ ଉଠନ୍ତି ଓ ଆମ ଗହଣରେ ଠିଆ ହୁଅନ୍ତି।

ଖବର ପ୍ରସାରଣ ପରେ ମରାମତି ହେଲା ପାଣି ପାଇପ

ପାଣି କୁ ନେଇ ବିଭିନ୍ନ ଜାଗାରେ ବିଭିନ୍ନ ସମସ୍ୟା ଦେଖା ଦେଇଛି । ବିଶେଷ କରି ପିଇବା ପାଣି ସମସ୍ୟା ନେଇ, ପାଣି ବୁନ୍ଦାଏ ନଷ୍ଟ ନକରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନ ବାର୍ତ୍ତା ଦିଆ ଯାଉଛି । ପୂର୍ବରୁ ପ୍ରସାରିତ ଖବର ହେଲେ ଢେଙ୍କାନାଳ ଜିଲ୍ଲାରେ ଏହାର ଏକ ବିକଳ୍ପ ଚିତ୍ର

ସ୍ବାମୀ ଚାଲିଯିବାର ୧୨ ବର୍ଷ ପରେ ବି ବିଧବାଙ୍କୁ ମିଳି ନାହିଁ ଭତ୍ତା।

ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ବିଡ ପଞ୍ଚାୟତ ବୁଢାପଙ୍କ ଗାଁର ସ୍ୱର୍ଗତ ସୁକାନ୍ତ ନାୟକଙ୍କ ପତ୍ନୀ ସୁଚିତ୍ରା ନାୟକ। ୨୦୦୮ ମସିହାରେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ପରେ ଗୋଟିଏ ବୋଲି ପୁଅର ଚିନ୍ତା ଏବେ ତାଙ୍କୁ ଚିନ୍ତାରେ ପକାଇଛି। ପୁଅଟି ତାଙ୍କର ରକ୍ତ ଶିକୁଳି

୧,୬୮,୦୦୦ ଟଙ୍କା ବ୍ୟୟରେ ନିର୍ମିତ କଲର୍ଭଟ ଭାଙ୍ଗିଲା

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ଝରାସାହିକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତାରେ ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରେ ୧,୬୮,୦୦୦ ଟଙ୍କା ବ୍ୟୟରେ ନିର୍ମିତ କଲର୍ଭଟ ଭାଙ୍ଗି ଦୁଇ ପାର୍ଶ୍ଵକୁ ଖସି ପଡ଼ିଛି। ଏ ବିଷୟରେ ପୂର୍ବରୁ ଆମେ ଖବର ପ୍ରକାଶ କରିଥିଲେ ମଧ୍ୟ ବିଭାଗୀୟ କନିଷ୍ଠ

ଖବର ପ୍ରସାରଣ ପରେ ଶେଷ ହେଲା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାଲିଆବୋଲ କାଟେଣୀ ପଞ୍ଚାୟତ ଅନ୍ତର୍ଗତ ବଢ଼େଇ କାଟେଣୀ ଗ୍ରାମ ରେ କେନ୍ଦ୍ରୀୟ ଚତୁର୍ଦଶ ଅର୍ଥ ଯୋଜନା ମୁତାବକ ସ୍ଥାନୀୟ ଲୋକ ମାନଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ସାଢ଼େ ତିନି ଲକ୍ଷ ଟଙ୍କା ବ୍ୟୟ ରେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା । ପୂର୍ବରୁ

ସରକାରୀ ମାଗଣା ଔଷଧ ପୋଡାଯାଉଥିବା ଘଟଣା ; ଘଟଣା ର ତଦନ୍ତ ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ଼ ନମ୍ବର ୧୦ ଅନ୍ତର୍ଗତ ପୃଷ୍ଟିପାଟଣା ବିଦ୍ୟାଳୟ ପରିସରରେ ପୋଡାଯାଉଛି ସରକାରୀ ମାଗଣା ଔଷଧ l ଯାହା କି ରକ୍ତହୀନତା, ପ୍ରସୂତି, ଶିଶୁ ପୃଷ୍ଟିହୀନତା ଦୂର ଆଦି ରୋଗ ନିମନ୍ତେ ଦରକାର ସମୟରେ ମାଗଣାରେ ନୀୟମିତ ବ୍ୟବଧାନରେ ଉପଲବ୍ଧ

ଖବର ପ୍ରସାରଣ ପରେ ପୌରପାଳିକା ପକ୍ଷରୁ ହେଲା ସଫେଇ

ଢେଙ୍କାନାଳ ପୋୖରାଞ୍ଚଳ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ରେ ପଡିରହିଥିଲା କୁଢ଼କୁଢ଼ ଅଳିଆ । ସେଗୁଡିକ ପଚି ଖଣ୍ଡ ଅଞ୍ଚଳ ଦୁର୍ଗନ୍ଧ ରେ ନାହିଁ ନଥିବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଥିଲେ ଯେଉଁ ଆଧାର ରେ ଗତ ୩୦ ଅକ୍ଟୋବର ରେ ଢେଙ୍କାନାଳ ଅପଡେଟ ରେ
error: Content is protected !!