News
WhatsApp Image 2023-10-04 at 17.25.00
samparksetu

ଅଚଳ ହୋଇ ପଡିଛି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ

ପାଣି ଟାଙ୍କିର ମରାମତି ଅଭାବରୁ ଷାଠିଏ ପରିବାର ପାଇଁ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଛି। ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ(ବି) ଗ୍ରାମର କାଇଁସିରି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଉପରେ ଷାଠିଏ ପରିବାର ପାନୀୟ ଜଳ ପାଇଁ ନିର୍ଭରଶୀଳ। ବହୁତ ଥର ଅଚଳ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ପଡ଼ି

ଦୀର୍ଘ ବର୍ଷ ଧରି ଖତ ଖାଉଛି ଇଲେକ୍ଟ୍ରି ଟ୍ରାନ୍ସଫର୍ମର !

ଗଁଦିଆ ବ୍ଲକ ଦିଗାମ୍ବରପୁର ଗାଁ ର କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ତିନି ବର୍ଷ ତଳେ ଏହି ଗାଁର ନୂଆ ସାହି ପାଇଁ ଟ୍ରାନ୍ସଫର୍ମରଟି ସ୍ଥାପନ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ। ସ୍ଥାନୀୟ ଲୋକ ଶକ୍ତି

ମୌଳିକ ସୁବିଧା ରୁ ବଞ୍ଚିତ କୋହ୍ଲା ଗ୍ରାମ ବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସୋରିଷିଆପଦା ପଞ୍ଚାୟତର କୋହ୍ଲା ଗାଁ। ପାହାଡ଼ ଜଙ୍ଗଲ ଘେରା ଏହି ଗାଁକୁ ଯିବାକୁ ଗୋଟିଏ ମାଟି ରାସ୍ତା। ପଞ୍ଚାୟତ ଅଫିସ୍ ଠାରୁ ଆଠ କିଲୋମିଟର ଦୂର ଗାଁଟି କପିଳାସ ଅଭ୍ୟାରଣ୍ଯ ଭିତରେ ଅବସ୍ଥିତ। ଗାଁରେ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ

ଆଜିବି ମନେପଡେ, ୧୯୯୯ ମହାବାତ୍ୟା !

୧୯୯୯ ମସିହା ଅକ୍ଟୋବର୍ ମାସ ୨୯ ତାରିଖ,ଏମିତି କିଛି ଘଟି ଯାଇଥିଲା ଯାହା ଚିରଦିନ ପାଇଁ ସବୁ ଓଡିଆଙ୍କ ମନରେ ଘର କରି ରହିଥିବ । ଇତି ମଧ୍ୟରେ ୨୧ ବର୍ଷ ବିତି ଗଲାଣି ହେଲେ ସେ ପ୍ରଳୟଙ୍କରୀ ମହାବାତ୍ୟାର କରାଳ ରୂପ,କରୁଣ ଦୃଶ୍ୟ ଓ ଲୋମହର୍ଷଣକାରୀ ଅନୁଭୁତି ଆଜି ବି ବହୁ ଓଡ଼ିଆଙ୍କୁ

ଖବର ପ୍ରସାରଣର ପ୍ରଭାବ ଠିକ ହେଲା ସୋଲାର ପ୍ୟାନେଲ, ଦୁରହେଲା ଜଳ କଷ୍ଟ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁରରେ ୩ଟି ସୋଲାର ପ୍ୟାନେଲ ଲଗାଯାଇଥିବା ବେଳେ ଏହା ମଧ୍ୟରୁ ଗୋଟିଏ ବିଗତ ୩ ମାସ ରୁ ଅଧିକ ହେବ ଅଚଳ ହୋଇପଡିଥିଲା , ଏହା ଭରସାରେ ଅନ୍ୟୁନ୍ୟ ୧୦୦ଟି ପରିବାର ନିର୍ଭରଶୀଳ ଥିଲେ । ତେବେ ଏ ସମସ୍ୟା ନେଇ ଗତ ଜୁନ ୧୭ ତାରିଖ ରେ ଢେଙ୍କାନାଳ

ସ୍କୁଲ ଆଗରେ ନାହିଁ ହମ୍ପ୍ସ କେବଳ ଅଛି ଫଳକ, ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ

ସ୍କୁଲ ଆଗରେ ନାହିଁ ହମ୍ପ୍ସ ହେଲେ ଅଛି ସୂଚନା ଫଳକ ଆଗରେ ଅଛି ହମ୍ପ୍ସ ସ୍କୁଲ ଏରିଆ ଗତି ନିର୍ଧାରିତ ନିୟମ ଅନୁଯାୟୀ ସୀମିତ କରନ୍ତୁ । ହେଲେ ସ୍କୁଲ ଏରିଆ ପାରିହୋଇ କିଲୋମିଟର ଗଲା ପରେ ମଧ୍ୟ ମିଳିଲା ନାହିଁ ହମ୍ପ୍ସ । ଏଭଳି ଏକ ସ୍ଥାନ ହେଉଛି ଢେଙ୍କାନାଳ ଜିଲ୍ଲା କପିଳାସ କୁ ଯିବା

ଶାଙ୍କୁଲେଇ ଗ୍ରାମର ଘର ଭୁଷୁଡ଼ିବା ଘଟଣା , ଅତିଶୀଘ୍ର ଘର ଖଣ୍ଡେ ଯୋଗାଇବାକୁ ପ୍ରତିଶ୍ରୁତି ଦେଲା ପ୍ରଶାସନ

ଢେଙ୍କାନାଳ ସଦର ବ୍ଲକ ଶାଙ୍କୁଲେଇ ଗ୍ରାମର ୩ନଂ ୱାର୍ଡ ଭଜମନ କାଣ୍ଡି ଙ୍କ ପରିବାର ଏକ ଭଙ୍ଗା ଘର ରହୁଥିଲେ ଯାହା ଫନି ବାତ୍ୟା ରେ ଭାଙ୍ଗି ଯାଇଥିଲା । ତେବେ ଏ ନେଇ ଅନେକ ଥର ଘର ଖଣ୍ଡିଏ ପାଇଁ ଗୁହାରୀ କରିଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଲିନଥିଲା । ଭଙ୍ଗା ଘରଟି ଶେଷରେ ଲଗାଣ ବର୍ଷା

ନିରାଡମ୍ବରରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ବଳଦଯାତ୍ରା , ଏକାଦଶୀ ର ଭସାଣୀ ଯାତ୍ରା ସଂପୂର୍ଣ୍ଣ ବନ୍ଦ !

ପାର୍ବଣଋତୁରେ ପ୍ରତିବର୍ଷ ଉତ୍ସବ ମୂଖର ହେଉଥିବା ଭୁବନ ସହରର ପ୍ରସିଦ୍ଧ ଦୁର୍ଗା ପୂଜା ଓ ବଳଦଯାତ୍ରା ରେ ଚଳିତବର୍ଷ ହେବନାହିଁ ଆନନ୍ଦ ଉଲ୍ଲାସ ଏବଂ ଜନ ସମୁଦ୍ରର ଲହଡି। ଦଶହରା ରେ ବଜାରଘାଟ ଖାଁ ଖାଁ ।ବ୍ୟବସାୟୀ ହାତବାନ୍ଧି ବସିଥିବା ବେଳେ ପୂଜା ମଣ୍ଡପରେ ପୋଲିସ ପ୍ରଶାସନର ପ୍ରହରା ହେତୁ

ସମା ଙ୍କ ଯନ୍ତ୍ରଣ। ଶୁଣିଲେ ସରକାର ; ଚିକିତ୍ସା ପାଇଁ ଗଲେ କଟକ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗାଁର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ। ବାପାମାଆଙ୍କର ଗୋଟିଏ ବୋଲି ପୁଅ। ସମା ର ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଛି। ହାତ, ଗୋଡ଼, ଠାରୁ ଆରମ୍ଭ କରି ଆଖି ପର୍ଯ୍ୟନ୍ତ। ଆଖିକୁ ତାର ଭଲରେ ଦେଖାଯାଉ ନାହିଁ।

ଆମର ପ୍ରଭାବ ; ସଚଳ ହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ ,ଉପକୃତ ହେଲେ ୧୦ ଟି ଗ୍ରାମର ଉପଭୋକ୍ତା

ଓଡ଼ାପଡ଼ା ବ୍ଳକ୍ ନିମବାହାଳି ଛକରେ ଥିବା ଏକମାତ୍ର ଏଟିଏମ ଟି ଦୀର୍ଘ ମାସେ ହେବ ଅଚଳ ଅବସ୍ଥାରେ ପଡିରହିଥିଲା ଲୋକମାନେ ଟଙ୍କା ଉଠାଇବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ , ତେବେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇଥିଲା । ଏପୂଜା ସମୟରେ ଲୋକଙ୍କ ଆବଶ୍ୟକତା ଅନୁସାରେ
error: Content is protected !!