News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ମହିଳାଙ୍କ ମାମଲା ରୁଜୁ କଲେ ଥାନା ଅଧିକାରୀ

ନିଜ ଭୁଲ୍ ଘୋଡାଇବା ପାଇଁ ନିରୀହ ଲୋକମାନଙ୍କୁ ବଳି ପକାଇ ଦେଉଛନ୍ତି ଥାନା ଅଧିକାରୀ।କାମାକ୍ଷାନଗର ଆଦର୍ଶ ଥାନା ବଡ଼ଶୁଆଁଳ ଗାଁର ଅଜିତ ପଣ୍ଡାଙ୍କ ପତ୍ନୀ ଟିକିଲି ପଣ୍ଡା ଗତତା୭/୧୦/୨୦୨୦ରିଖ ଦିନ କାମାକ୍ଷାନଗର ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ। ଥାନା ଅଧିକାରୀ ମାମଲା ରୁଜୁ କରିବା

ମାନସିକ ରୋଗୀ ମାନଙ୍କ ପାଇଁ ନିୟୋଜିତ ଭ୍ରାମ୍ୟମାଣ ଗାଡି ଖତ ଖାଉଛି ; ସହରରେ ବୁଲୁଛନ୍ତି ପନ୍ଦରରୁ ଅଧିକ ମାନସିକ ବିକୃତ…

ଢେଙ୍କାନାଳ ସହରରେ ମାନସିକ ବିକୃତ ବ୍ୟକ୍ତି ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି l ଗତକାଲି ରବିବାର ସନ୍ଧ୍ୟା ୮ ଟା ସମୟରେ ସମାଜସେବୀ ଶ୍ରୀ ପଙ୍କଜ ନାୟକ ଜଣେ ସାମାନ୍ୟ ମସ୍ତିଷ୍କ ବିକୃତ ମହିଳା ସ୍ଥାନୀୟ ଜବାହର ଚୌକ ଠାରେ ବସିଥିବାର ଦେଖି ତା ସମ୍ପର୍କ ରେ ପଚରାଉଚୁରା କରିଥିଲେ l

ଢେଙ୍କାନାଳ ଜିଲ୍ଲାର ବିସ୍ମୟ ବାଳକ ଅନ୍ନବ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି

ଢେଙ୍କାନାଳ ଜିଲ୍ଲାର ବିସ୍ମୟ ବାଳକ ଅନ୍ନବ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି କଅଁଳ ବୟସରେ ମୁହେଁ ମୁହେଁ ସବୁ କିଛି ସାଉଁଟି ଦେଇଛନ୍ତି ଅନ୍ନବ । ପୃଥିବୀର ମ୍ୟାପ ସମସ୍ତ ରାଜ୍ୟ, ଓ ଜିଲ୍ଲା, ୪ଟି ଭାଷା ଓଡିଶା, ହିନ୍ଦୀ , ତେଲୁଗୁ ଏବଂ ଇଂରାଜୀ ରେ ସବିଶେଷ ତଥ୍ୟ

ଅର୍ଥ ସାଜିଛି ବାଧକ, ଅସହ୍ୟ ଯନ୍ତ୍ରଣାରେ ଛଟପଟ କୌଶଲ୍ୟା

କୋଶଲ୍ଯା ବେହେରା ବୟସ ୧୫ , ଜୀବନ କଣ ଜାଣିବା ପୂର୍ବରୁ ଏହି ନାବାଳିକାଙ୍କ ଜିଭ ତଳେ ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବାପା ଜଣେ ଦିନ ମଜୁରିଆ ହୋଇଥିବା ରୁ ଝିଅର ଚିକିତ୍ସା କରିପାରୁନାହାଁନ୍ତି ।

ବସଷ୍ଟାଣ୍ଡ ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ

କରୋନା କାୟାରେ ସବୁଆଡେ ହାହାକାର ଥିବା ବେଳେ ଧୀରେଧୀରେ ସୁଧାର ଆସୁଛି ପରିସ୍ଥିତିରେ । ଅନଲକ ଆରମ୍ଭ ହୋଇଛି ଚଳପ୍ରଚଳ ଆରମ୍ଭ ହୋଇଛି, ସ୍ୱାଭାବିକ ହେବାରେ ଲାଗିଛି ଧନଜୀବନ । ତେବେ ସହର ମଧ୍ୟସ୍ତିତ ଢେଙ୍କାନାଳ ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଅବ୍ୟବସ୍ଥା , କେଉଁଠି ପାଣି ଟ୍ୟାପ ନାହିଁ ତ କେଉଁଠି ବଲବ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ସବୁ ସମୟରେ ନାନା ସମସ୍ୟା ଲାଗିରହିଛି l ଯାହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ବର୍ଷ ଦୁଇଟି ନପୂରୁଣୁ ସାତ ମହଲା ବିଶିଷ୍ଟ ହସ୍ପିଟାଲରେ ବିଭିନ୍ନ ପ୍ରକାର ଚୋରି ଥମିବାର ନା ନେଉନାହିଁ l କୌଣସି ଶୌଚାଳୟ ରେ ପାଣି

ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ

ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ଗାଁର ସବର ସାହି ନିକଟରେ ଥିବା ବହୁ ପୁରୁଣା ଗୋଟିଏ କୂଅ ହିଁ ସାହା। ସବର ସାହି ଓ ଗୋପାଳ ସାହିର ଲୋକଙ୍କ ପାଇଁ ଗୋଟିଏ କୂଅ ଭରଷା। ବହୁତ ବର୍ଷ ତଳେ

ଘର ନିର୍ମାଣ ପରେ ମିଳୁନି ଏନଆରଜିଏସ ଟଙ୍କା

ଗରିବ ଲୋକଙ୍କୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉଛନ୍ତି। ଯାହାର ଅଟକଳ ପରିମାଣ ହେଉଛି ୧,୨୦,୦୦୦ ଟଙ୍କା। ଘର ନିର୍ମାଣ ପାଇଁ ସରକାର ଅଗ୍ରୀମ କିସ୍ତି ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ଦେଇଥାନ୍ତି, ଯେଉଁ

ହେ ବୀରପୁତ୍ର, ତୁମ ସାହାସର ଗାଥା ସାରା ମାନବ ସର୍ବଦା ମନେ ରଖିବ

୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ମୁହଁକୁ ମୁହଁ ଦିଶୁନି ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡଘଡିର ତାଣ୍ଡବଲୀଳା ଚାଲିଛି ସେଇ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଛନ୍ତି ବାଳକ ବୀର ବାଜି ରାଉତ ସେ

ଖବର ପ୍ରସାରଣ ର ପ୍ରଭାବ ; ପାଣି ନଜମିବା ପାଇଁ ମରାମତି ହେଲା ରାସ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ବଜାରରେ ଅସରାଏ ବର୍ଷା ହେଲେ ବର୍ଷା ପାଣି ଗାଁ ଏବଂ ବଜାର ଦୁଇ ଭାଗ କରିଦେଉଥଲା । ଯୋରନ୍ଦା ଗାଁ ମୁଣ୍ଡ ଶିବ ମନ୍ଦିର ପାଖରେ ଥିବା ଚାରି ଛକରୁ ଗୋଟିଏ ପଟେ କଲୁରୀଆକୁ ରାସ୍ତା, ଡାହାଣ କୁ ଯୋରନ୍ଦା ଗାଁ ଓ ସିଧା ଗଲେ
error: Content is protected !!