News
WhatsApp Image 2023-10-04 at 17.25.00
samparksetu

ଆବାସ ଯୋଜନାରୁ ବଞ୍ଚିତ ରାଉତାଣି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ଅନ୍ତର୍ଗତ ନାଉକିଆରୀ ଅଞ୍ଚଳ ୧୭ ନଂ ୱାର୍ଡ ବାସିନ୍ଦା ରାଉତାଣି ବିଶ୍ବାଳ ଙ୍କ ରହିବା ଉପଯୋଗୀ ଘର ନଥିବାରୁ ସପରିବାର ସେହି ଅଞ୍ଚଳରେ ରହୁଥିବା ନିଜ ଝିଅ ଘରେ ସ୍ଵାମୀ ସ୍ତ୍ରୀ ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ତାଙ୍କ ସ୍ଵାମୀ ମୁଚିଆ

ଗଁଦିଆ ବ୍ଲକରେ ବଢ଼ିବାକୁ ଲାଗିଛି ଝାଡାବାନ୍ତି

ଗଁଦିଆ ବ୍ଲକରେ ଧୀରେ ଧୀରେ ଝାଡାବାନ୍ତି ରୋଗ ତାର କାୟା ବିସ୍ତାର ଆରମ୍ଭ କରିବାକୁ ଲାଗିଲାଣି । ଏଇ ନିକଟରେ ଗୁଣ୍ଡୁରାପଶି ଗ୍ରାମର କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହଉଥିବାର ଦେଖିବାକୁ ମିଳିଥିଲା । ଏହାର

ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ , ମଶାଣି ରେ ପଡିଛି ଅର୍ଦ୍ଧଦଗ୍ଧ ଶରୀର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା କୁନୁଆଁ ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ମହିଳା ଙ୍କ ମୃତ୍ୟୁ କୁ ନେଇ ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି l ଗତକାଲି କୁନୁଆଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜ ପୁଅ ସହିତ ସାଇକେଲ ଯୋଗେ

ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ

ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଠୋକର ବସଷ୍ଟାଣ୍ଡ ଠାରେ ଆଜି ସକାଳ ସାତ ଘଟିକା ସମୟ ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣ ସାମାନ୍ୟ ବଆହତ ହୋଇଛନ୍ତି l ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଗୁଡ଼ିଆକାଟେଣୀ ଆଡୁ ଖଜୁରିଆକଟା

୨ କିମି ବ୍ୟାଟେରୀ ମୁଣ୍ଡାଇ ଚାଲିଲା ଚୋର

ଚୋରି କରି ଧରା ପଡିବା ପରେ ଉତ୍ୟକ୍ତ ଜନତା ଙ୍କ ରାଗର ଶିକାର ହୋଇଛନ୍ତି ଚୋର ଏବଂ ଚୋରି ସାମଗ୍ରୀ ଥିବା ଘର ମାଲିକ । ୨ ଶହରୁ ଉର୍ଦ୍ଧ୍ବ ଲୋକ ଚୋରକୁ ବ୍ୟାଟେରୀ ମୁଣ୍ଡାଇ ୨ କିମି ଚଲାଇ ଚଲାଇ ନେଇ ଭୁବନ ଥାନାର ଜିମା ଦେଇଛନ୍ତି । ଏନେଇ ଭୁବନ ଥାନାରେ ୱାର୍ଡ ନମ୍ବର ୩ ର ଦେବ ସାହୁ ଙ୍କ

ରଥ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଦୁର୍ଘଟଣା ;ଜଣେ ମୃତ, ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଥାନା ଅନ୍ତର୍ଗତ ପାଞ୍ଚମାଇଲ ଛକ ନିକଟସ୍ଥ ବ୍ରିଜର ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟିହୋଇ ଆଜି ସନ୍ଧ୍ୟାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବାବେଳେ ସେଥିରେ ବସିଥିବା ଅନ୍ୟ ତିନିଜଣ ଆହତ ହୋଇ ହିନ୍ଦୋଳ ଡାକ୍ତରଖାନାରେ

ଲଗାଣ ବର୍ଷାରେ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ ଭୁଷୁଡ଼ିଲା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଭେରୁଣିଆ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ କାମ ଅତି ନିମ୍ନ ମାନରେ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଲଗାଣ ବର୍ଷାରେ ପାଚେରୀ ଭୁଷୁଡ଼ି ପଡ଼ିଛି । ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଭିରୁଣିଆ ଗାଁରେ ଜନ

କପିଳାସ ହସ୍ତୀ ସଂରକ୍ଷଣ କେନ୍ଦ୍ରରେ ଛୁଆହାତୀ ମୃତ

ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ କପିଳାସ ମେଘା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆକୁ ଅଂଶୁଘାତ ହେବା ପରେ ତାକୁ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେଠାରେ ଗଟକାଲି ହାତୀ ଛୁଆଟିର ମୃତ୍ୟୁ ହୋଇ ଯାଇଥିବାର ଜଣାପଡିଛି । ଗତ ୯ ତାରିଖରେ ୩୮ଟିକିଆ ହାତୀପଲ ମଧ୍ୟରେ ଏକ

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ଼ ,ଚିନ୍ତାରେ ୧୦ଗୋଟି ପଞ୍ଚାୟତ

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା , ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ଆପ୍ରୋଚ ରୋଡ଼ଟି ବର୍ଷା ଜଳରେ ରବିବାର ଧୋଇଯିବା ଯୋଗୁଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଜାତୀୟ ଶିକ୍ଷା ନୀତି ସଂପର୍କରେ ଏଆଇଡିଏସ୍‌ଓ ପକ୍ଷରୁ ଆଲୋଚନା ଚକ୍ର

ଜାତୀୟ ଶିକ୍ଷା ନୀତି ୨୦୨୦ ବିରୁଦ୍ଧରେ ୨୧ ରୁ ୨୭ ଜୁନ ସାରା ଦେଶ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ ଅବସରରେ ଶିକ୍ଷା କ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା, +୨ ଓ +୩ରେ ସିଟ୍ ବୃଦ୍ଧି କରିବା, ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ତୁରନ୍ତ ଖୋଲିବା, ଖାଲି ପଡିଥିବା
error: Content is protected !!