News
WhatsApp Image 2023-10-04 at 17.25.00
samparksetu

ଦୁଇ ଗୋଡ ସହିତ କିଡନୀ ଖରାପ , ତଥାପି ମିଳୁନାହିଁ ସରକାରୀ ସହାୟତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବାଇପାସରେ ରହୁଥିବା ଜନୈକ ବ୍ୟକ୍ତି ଏକ ଦୁର୍ଘଟଣାରେ ଦୁଇ ଗୋଡ ହରାଇଥିବା ବେଳେ ତାଙ୍କର କିଡନୀ ମଧ୍ୟ ନଷ୍ଟ ହୋଇଯାଇଛି । ଏହା ପରେ ମଧ୍ୟ ତାଙ୍କୁ ସରକାରୀସହାୟତା କିମ୍ବା ଟ୍ରାଇ ସାଇକେଲ ଟିଏ ମିଳି ପାରୁନଥିବାର ଜଣାପଡିଛି । ସରକାରଙ୍କ ତରଫରୁ ଅସହାୟ

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି,ଅମଲା ମାନଙ୍କ କଳାବ୍ୟାଚ ପରିଧାନ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନରେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଜିଲ୍ଲାର ଥିବା ସମସ୍ତ ଅମଲା ମାନେ କଳାବ୍ୟାଚ ପରିଧାନ କରିବା ସହିତ ଜୁନ ଏକ ତାରିଖରୁ ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବାକୁ ଚେତାବନୀ

ରଥଯାତ୍ରା ପାଇଁ ହିନ୍ଦୋଳରେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହେବାକୁ ଥିବା ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲଦାରଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୧୨ଘଣ୍ଟାରେ ଏହି ବୈଠକ

ପରିବେଶ ବିଷାକ୍ତ କରୁଛି ପାଉଁଶ ଗୁଣ୍ଡ

ଭୀଷଣ ଖରା ସାଙ୍ଗକୁ ପାଉଁଶ କଷ୍ଟ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ଗାଁ ୫୫ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ, ସାମାନ୍ୟ ଟିକେ ପବନ ହେଲେ ଆଖପାଖ ଅଞ୍ଚଳରେ ସୃଷ୍ଟି ହେଉଛି କୁହୁଡ଼ି ଭ୍ରମ। ଏହାର କାରଣ ହେଉଛି ରାତି ଅଧିଆ ଘରୋଇ କମ୍ପାନୀର ଆବର୍ଜନା ଓ ବିଷାକ୍ତ ପାଉଁଶ

ପ୍ଲାଣ୍ଟ ଭିତରେ ଚାଲିଗଲା କାର୍ଯ୍ୟରତ ଶ୍ରମିକ ଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅଧିନସ୍ଥ ମୋଟଙ୍ଗା ଥାନା ଅନ୍ତର୍ଗତ ଥିବା ଖଡଗପ୍ରସାଦ ନବ ଭାରତ ପ୍ଲାଣ୍ଟ ଭିତରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କର ମୃତୁ ଘଟିଛି। ମୃତକ ହେଉଛନ୍ତି ମେରାମଣ୍ଡଳୀ ସ୍ଥିତ ନନ୍ଦିନୀ କଲୋନୀର ମାଧବ ବେହେରା । ସୂଚନା ଅନୁଯାୟୀ , ପ୍ଲାଣ୍ଟ ଭିତରେ ଶ୍ରମିକଙ୍କୁ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଗଁଦିଆ ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି ।ପୋଲିସ ସୂଚନା ଅନୁଯାୟୀ ,ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ (କଲଣସାହି)ର ଜଣେ ୬ବର୍ଷର ନାବାଳିକା ୧୯ତାରିଖ ଦିନ ଅପରାହ୍ନରେ ଉକ୍ତ ସାହି ପାଖରେ ଥିବା ପୋଖରୀରୁ ନିଜ ଭାଇ ସହିତ ନିଜର ଘରକୁ

ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଇଡକୋର ଜମି ଅଧିଗ୍ରହଣ , ନାଳ ୨ପାର୍ଶ୍ଵରେ ପାଚେରୀ ନିର୍ମାଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ନେଉଳପୋଇ ଠାରେ ପ୍ରସ୍ତାବିତ ସେସକ କମ୍ପାନୀ ଜମିରେ ନୂତନ ପ୍ରକଳ୍ପ ହେବାକୁ ଯାଉଛି । କିନ୍ତୁ ସେସକ କମ୍ପାନୀକୁ ଜମି ଦେଇ ନିଜର କ୍ଷତିପୂରଣ ପାଇନଥିବା ପ୍ରଜାମାନେ ନାଳ ପାର୍ଶ୍ଵରୁ ପାଚେରୀ ହଟାଇବା ସହିତ ଆମ୍ବ ବଗିଚାକୁ ଯାତାୟତ କରିବା ସହିତ ସେମାନଙ୍କୁ

ଉପଭୋକ୍ତା ଓ ବିଦ୍ୟୁତ କର୍ମଚାରୀ ଧସ୍ତାଧସ୍ତି , ଥାନାରେ ମାମଲା

ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ ମିଟର ଟାମ୍ପରିଙ୍ଗ ଅଭିଯୋଗ ନେଇ ଜଣେ ଆଧ୍ୟାପକ ଓ ବିଦ୍ୟୁତ କର୍ମଚାରୀ ମଧ୍ୟରେ ହୋଇଛି ଧସ୍ତାଧସ୍ତି । ଏନେଇ ଭୁବନ ଥାନାରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଅରୁଣ ପ୍ରଧାନ ଓ ରଶ୍ମିତା ପ୍ରଧାନ ଙ୍କ ଅଭିଯୋଗ କ୍ରମେ ଏକ କେସ

କନ୍ତୋଲ ରେ ଜମି ହଡ଼ପକୁ ନେଇ ତହସିଲ ଅଫିସ ଘେରାଉ ଚେତାଵନୀ

କାନ୍ତୋଲ ଗ୍ରାମବାସୀଙ୍କ ଯାତ୍ରା ପଡ଼ିଆ ୧୨୯ ଡେସିମିଲ୍ ଯାଗାକୁ ଚଚଂକତା କରି ଲୁଟି ନେଲେ ତହସିଲ କର୍ମଚାରୀ । ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗର ୬ ଦିନ ଵିତିଯାଇଥିଲ ମଧ୍ୟ କୈ‌।ଣସି ପଦକ୍ଷେପ ନହେବାରୁ ଗ୍ରାମବାସୀ ହେଲେ ମେଳି । ପଟ୍ଟା ଖାରଜ ନହେଲେ ପୀଠ ସ୍ଥଳୀରେ ବୋହିବ

ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କାରେ ଯୁବକଙ୍କ ଚାଲିଗଲା ଜୀବନ

ଢେଙ୍କାନାଳ ଗଜମରା ନିକଟରେ ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ବୋରାପଦା ର ଭାଗ୍ୟସାଗର ମହାପାତ୍ର । ସୂଚନା ଅନୁଯାୟୀ , ଗୁରୁବାର ରାତିରେ ଭାଗ୍ୟସାଗର ଏବଂ ତାଙ୍କର ୨ଜଣ ସାଙ୍ଗ ବୁଲେଟ ଯୋଗେ
error: Content is protected !!