News
WhatsApp Image 2023-10-04 at 17.25.00
samparksetu

ନିୟମ ଉଲଘଂନ କରି ଘାଟରେ ବେଧଡ଼କ ଚାଲିଛି ଡ଼ଙ୍ଗା ଚଳାଚଳ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ ଖଡକ ପ୍ରାସାଦ ପଞ୍ଚାୟତର ଡଙ୍ଗା ଘାଟ ଓ ଚିନ୍ତା ପୋଖରୀ ପଞ୍ଚାୟତର ଘାଟରେ ସରକାରଙ୍କ ନିୟମ ଉଲଘଂନ କରି ଡ଼ଙ୍ଗା ଚାଲିଥିବ ଦେଖିବାକୁ ମିଳୁଛି । ଲୋକଙ୍କ ନିରାପଦ ପାଇଁ ସେଠାରେ ଆବଶ୍ୟକ ଟ୍ୟୁ ,ବେଲୁନ ,ସେଫ୍ଟି ବ୍ଲେଟ୍ ଇତ୍ୟାଦି ସରଞ୍ଜାମ

ଏନଏଚଆରସି ଏବଂ ଏନସିପିସିଆରଙ୍କ ନିର୍ଦ୍ଦେଶ କୁ ବେଖାତିର, ଜବରଦଖଲ ହେବାକୁ ଯାଉଛି ସରକାରୀ ଜମି, ପୋୖରଅଧିକାରୀ ଚୁପ୍ !

ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୩ନମ୍ବର ୱାର୍ଡରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଅଞ୍ଚଳ ବାସୀଙ୍କ ମନରେ ଥିବା ଅସନ୍ତୋଷ ଏବେ ତୀବ୍ର ରୂପ ନେଇଛି । ଦୀର୍ଘ ୧୫ ବର୍ଷ ଧରି ୩ ନମ୍ୱର୍ ୱାର୍ଡ ବାସିନ୍ଦା ପ୍ରାୟ ୯ଗୁଣ୍ଠ ର ଏକ ସରକାରୀ

ବିପଦ ସଙ୍କୁଳ ବିଦ୍ୟୁତ ତାର, ଚାଷ ଜମିକୁ ଯାତାୟତରେ ବାଧା

ଢେଙ୍କାନାଳ ସହର କୋରିଆଁ ଠାରୁ ନରଣପୁର ପର୍ଯ୍ୟନ୍ତ ବିଦ୍ୟୁତ୍ ତାର ବିପଦ ସଙ୍କୁଳ ଭାବରେ ଝୁଲି ରହିଛି । ଫଳରେ ଚାଷୀ ମାନେ ଜମିକୁ ଯାତାୟତ କରିବାରେ ଅସୁବିଧା ହେଉଥିବାରୁ ଏହାର ପ୍ରତିକାର ନିମନ୍ତେ ଦାବି କରିଛନ୍ତି । ଗୁଣ୍ଡିଚାପଡ଼ା ଗ୍ରୀଡ ଠାରୁ ନରଣପୁର ପର୍ଯ୍ୟନ୍ତ ଉଚ୍ଚ ଶକ୍ତି

ଜନ ଗହଳି ସ୍ଥାନରେ ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ

ଗଁଦିଆ ର ମୁଖ୍ୟ ସ୍ଥାନରେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଅଛି । ଉକ୍ତ ଦୋକାନଟି ଏକ ଜନଗହଳି ପୂର୍ଣ୍ଣ ହାଟ ଛକ ନିକଟରେ ଖୋଲାଯାଇ ଥିବାର ଦେଖିବାକୁ ମିଳିଛି । ଢେଙ୍କାନାଳ ଠାରୁ ଗଁଦିଆ ବ୍ଲକ ଦେଇ ଭୁବନଓ ଚଡେଇଧରାକୁ ସଂଯୋଗ କରୁଥିବା ଏହି

ପୋଲିସ କୁ ଚୋର ଙ୍କ ଖୋଲା ଚ୍ୟଲେଞ୍ଜ ,ଅଧ୍ୟାପକ ଓ ବ୍ୟବସାୟୀ ଙ୍କ ଘରୁ ଚୋରି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳ ରେ ଦିନକୁ ଦିନ ଚୋରି ବଢ଼ି ଚାଲିଛି । ଚୋର ମାନେ ନିଛାଟିଆ ଜାଗାରେ ଘର କରିଥିବା ବଡ଼ ବ୍ୟବସାୟୀ ଓ ସରକାରୀ ଚାକିରିଆ ଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି । ୨ ଦିନରେ ୨ ଟି ସ୍ଥାନ ରୁ ଚୋରି ହୋଇଥିବା ଥାନାରେ ଏତଲା ହୋଇଛି ।ଶୁକ୍ରବାର ରାତି ରେ

ବୋଉ , ମା , ମାମ୍ମା

ସେମାନେ ଖଣ୍ଡେ କାଗଜ ଧରେଇଦେଇ ମୋତେ କହିଲେ "ମା ର ପରିଭାଷା ଲେଖେ"। ମୁଁ ତାଙ୍କୁ ଅନେଇଲି । ଯେମିତି ଅନାଏ ଗୁଣ୍ଡୁଚିମୂଷାକୁ କିମ୍ବା ଆମ ମଶାଣିରେ ଫୁଟିଥିବା ମଲ୍ଲି ଫୁଲକୁ । "ମଶାଣୀ ଫୁଲ ର ବାସ୍ନା ତୁମେ କେବେ ଶୁଙ୍ଘିଛ କି"? ଏ ପ୍ରଶ୍ନ ରେ ସେ ହାତବାକ୍ ହେଲା ନାହିଁ

ମହାନଦୀର ମମତା

ଦେଖ ହେ କେମିତି ନୀରବେ କାନ୍ଦୁଛି ଆମ ମହାନଦୀ ମାତାକଲ୍ଲୋଳିନୀର ନାହିଁ କୋଳାହଳ, ସ୍ତବ୍ଧ ଖରସ୍ରୋତା ।କରୁଣାର ଧାରା ସଦା ପ୍ରବାହିତ ଉତ୍କଳ ମହାନଦୀଦେଖିଛ କି କେହି କେଉଁ କାଳ

ଦିଘୀ ପୂର୍ବତନ ସମିତି ସଭ୍ୟ ଙ୍କ ହତ୍ୟା ଘଟଣାରେ ୩ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେସ୍ଵର ରାଉତଙ୍କୁ ଗତ ୭ ତାରିଖ ଦିନ ହତ୍ୟା କରାଯାଇଥିବା ବେଳେ । ତାଙ୍କ ହତ୍ୟା ଘଟଣାରେ ସୁରପତାପପୁର ଗ୍ରାମ ଓ ଦିଘୀ ଗ୍ରାମର ପ୍ରାୟ ୧୬ଜଣ ଅଭିଯୁକ୍ତ ସାମିଲ ରହିଥିବାର ଅଭିଯୋଗ ହୋଇଛି ।

ଅଧ୍ୟାପକ ଙ୍କ ଘରୁ ଚୋରି !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କଲେଜ ରୋଡ ନିକଟରୁ ଜଣେ ଅଧ୍ୟାପକ ଙ୍କ ଘରୁ ଝରକା ତାଡି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ , ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀପତି ଚିନାରା ଓ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ଙ୍କ ବାସ ଭବନ ରୁ ଗତକାଲି

ପାଇପରୁ ବାହାରୁଛି କଳା ମଚ ମଚ ପାଣି, ୧୫ ଦିନ ହେବ ଅସୁବିଧା ଭୋଗୁଛନ୍ତି ତୁମୁସିଙ୍ଗା ଗ୍ରାମବାସୀ

ପାଇପରୁ ବାହାରୁଛି କଳା ମଚ ମଚ ପାଣି। ପିଇବା କଥା ଛାଡ଼ନ୍ତୁ, ଦେଖିଲେ ନାକ ଟେକି ହୋଇ ଯାଉଛି। ହେଲେ ନିରୂପାୟ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ର ତୁମୁସିଙ୍ଗା ଗାଁ ବାସୀ ଏ ପାଣି ପିଇବାକୁ ବାଧ୍ୟ। କାରଣ, ସେମାନଙ୍କ ପାଖରେ ନାହିଁ କୌଣସି ବିକଳ୍ପ। ଗାଁ କୁ ପାନୀୟ ଜଳ
error: Content is protected !!