News
WhatsApp Image 2023-10-04 at 17.25.00
samparksetu

ଚନ୍ଦାର ରୁ ମହିଳା ଙ୍କୁ ଉଦ୍ଧାର କଲା ପୋଲିସ

ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ଚନ୍ଦାର ଗ୍ରାମରେ ଜଣେ ମହିଳାଙ୍କ ପରିବାରଙ୍କୁ ମାଡ଼ ମାରି ଅଟକ ରଖାଯାଇଥିବାରୁ ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇବା ପରେ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଅଭିଯୋଗ ଅନୁଯାୟୀ ନଳିନପ୍ରଭା

ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଟ୍ରାପରେ ଧରାପଡିଥିବା କିରାଣୀଙ୍କୁ ୨ ବର୍ଷ କାରାଦଣ୍ଡ

ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବର୍ତ୍ତମାନ ବାଇଁଶିଆ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟ୍ରାପ କରାଯାଇଥିଲା । ଏହି ମାମଲାରେ କିରାଣୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ୨୦

କାମକୁ ଯାଉଥିଲେ ଅଧା ବାଟରେ ଚାଲିଗଲା ଜୀବନ

ଗଁଦିଆ ଥାନା ଷଡ଼ଙ୍ଗୀ ଗ୍ରାମ ନିକଟରେ ମଙ୍ଗଳବାର ଦିନ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଷଡ଼ଙ୍ଗୀ ଗାଁର ସୌମ୍ୟରଞ୍ଜନ ବେହେରା (୨୮) । ସୂଚନା ଅନୁଯାୟୀ ସୌମ୍ୟ ଯାଜପୁର ଜିଲ୍ଲାର ଏକ କମ୍ପାନୀ ରେ ମେକାନିକ ଭାବରେ କାର୍ଯ୍ୟ କରନ୍ତି , ସେ ନିଜ କାର୍ଯ୍ୟକୁ

ମାନସିକ ନିର୍ଯ୍ୟାତନା ଦେଉଥିଲେ ବିଇଓ, ଅଫିସରେ ବେହୋସ୍ ହୋଇଗଲେ ଶିକ୍ଷୟତ୍ରୀ

ଢ଼େଙ୍କାନାଳ ବ୍ଲକ୍ ଶିକ୍ଷାଧିକାରୀଙ୍କ ମାନସିକ ଚାପରେ ବିଇଓଙ୍କ ଅଫିସରେ ବେହୋସ୍ ହୋଇଗଲେ ଶିକ୍ଷୟତ୍ରୀ । ସୂଚନା ଅନୁଯାୟୀ ଢ଼େଙ୍କାନାଳ ଗଜମରା ୟୁପି ସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ନବନିତା ସାହୁଙ୍କୁ ଢ଼େଙ୍କାନାଳ ବିଇଓ ବ୍ରହ୍ମାନନ୍ଦ ରାଉତ କୌଣସି ଏକ ଘଟଣାରେ ଅଫିସକୁ ଡ଼କାଇଥିଲେ।

ମିନତୀ ଙ୍କ ପାଇଁ ଆବାସ ସାତ ସପନ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗ୍ରାମ ପଞ୍ଚାୟତ ଉସ୍ତପାଳ ଗ୍ରାମ ରେ ନିସହାୟ ବିଧବା ମହିଳା ମିନତୀ ସାହୁ (୬୫) ସ୍ବାମୀ ଗଣେଶ ସାହୁଙ୍କ ଘର ହାତୀ ଭାଙ୍ଗି ଦେଇଥିବାର ଜଣାପଡିଛି । ବାରମ୍ବାର ଘର ହାତୀ ଭାଙ୍ଗି ଦବାରୁ ଘର ତିଆରି ନ କରିପାରି ପାଖରେ ଥିବା କାଜୁ ବଗିଚା

ବଳିରୁ କଳି

କେତେ ଥର କହିଲିଣି ,ହେଲେ ମୋ କଥା କିଏ ଶୁଣୁଛି । ହଁ ମୋର ତ ଏ ଘରେ ଓଜନ ନାହିଁ କି କଥାର କିଛି ମୁଲ୍ୟ ନାହିଁ । ଯାହା ବି କହିଲେ ଶୁଣେ କିଏ ? ଏତେ ଅବସ୍ଥା ହେଲା ପରେ ବି ତୁମ ମୁଣ୍ଡକୁ କେବେ ଯାଇ ବୁଦ୍ଧି ଆସିବ ସେ ମା ବନଚଣ୍ଡୀ ହିଁ ଜାଣେ । ମା ଲୋ ମା ବନଚଣ୍ଡି ତୁ ହି ଭରସା ! ଏତେ

ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ – ୨୦୨୩ ରେ ସମ୍ମାନିତ ହେଲେ ଅଙ୍କିତା

ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ - ୨୦୨୩ ରେ ସମ୍ମାନିତ ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଞ୍ଚାୟତ ଦଧିସିଙ୍ଗା ଝିଅ ଅଙ୍କିତା ସାହୁ । କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ରେ ଆୟୋଜିତ ହୋଇଥିବା ଲୋକକଳା

ଅଦୃଷ୍ଟ ଈଶ୍ୱର

ବିଶ୍ୱ ବ୍ରହ୍ମାଣ୍ଡର ବୈଭବ ଠାକୁରପରଂବ୍ରହ୍ମ ଜଗନ୍ନାଥଚିର ଜାଗରିତ ଚିନ୍ମୟ ଚେତନାତୁମେ ପଞ୍ଚ ମହାଭୂତ ll ମାଟିରୁ ଆକାଶ ଅନ୍ତୁଡ଼ିରୁ ଜୁଇକେବଳ ତୁମେ ହିଁ ତୁମେଅଦୃଷ୍ଟ ଈଶ୍ୱର ପ୍ରଭୁ ପରାତ୍ପରବ୍ୟାପୀ ଅଛ ତ୍ରିଭୁବନେ ll ତୁମ ସର୍ଜନାର ବିନ୍ଦୁଟିଏ ମାତ୍ରକ୍ଷୁଦ୍ର ମୁଁ ଭକତ ଛାରଭାବନାରେ

ଅନନ୍ତପୁର ପାହାଡ ମଧ୍ୟରେ ଲୁଚି ରହିଛି ହାତୀ ଗିର୍ଜା

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୂର୍ବ ପୁରୁଷ କାଳରେ ରାଜା ରାଜୁଡ଼ା ସମୟରେ ରାଜା ମାନେ ଅନେକ କିଛି କୀର୍ତ୍ତି ତିଆରି କରି ଆରପାରିକୁ ଚାଲିଗଲେ ବି ମଧ୍ୟ ଏବେବି ସେହି କୀର୍ତ୍ତି ଗୁଡ଼ିକ ଦେଖିଲେ ମନକୁ ମନ ଅନେକ କୀର୍ତ୍ତି ବଞ୍ଚି ରହିଛି ବୋଲି ମନେ ହୁଏ। କିନ୍ତୁ ପ୍ରଶାସନଙ୍କ ଦୃଷ୍ଟିରେ
error: Content is protected !!