News
WhatsApp Image 2023-10-04 at 17.25.00
samparksetu

ବ୍ଳକ୍ ଅଫିସରୁ ବିଡିଓ ନିଖୋଜ !

ଅଫିସ ଖୋଲା ନାହାନ୍ତି ଅଫିସର । ଘଣ୍ଟାଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କରୁଛନ୍ତି ଲୋକ । ଲୋକେ ଦୂର ଦୂରାନ୍ତରୁ ଆସି ବିଡ଼ିଓଙ୍କ ଅପେକ୍ଷା କରି ଶେଷରେ ନିରାଶ ହେବାକୁ ପଡୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ସରକାରୀ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆବନ୍ଧ ଠାରେ ୫୫ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଣ୍ଟେଇକୋଳିଆ ଗ୍ରାମର ସୁରେନ୍ଦ୍ର ଦାସ (ପିଣ୍ଟୁ) ଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ପିଣ୍ଟୁ ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବଳଦିଆବନ୍ଧ ଠାରେ କଟକ ଆଡୁ

ନୂଆପାଟଣା ଗ୍ରାମରେ ଜଳକଷ୍ଟ

ହିନ୍ଦୋଳ ଉପଖଣ୍ଡ ନୂଆପାଟଣା ଗ୍ରାମରେ ଦୂଷିତ ଜଳ ପିଇବା ହେତୁ ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗାଁର ତଅଁଳା ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି । ଯେଉଁଥିରୁ ଦୂଷିତ ହଳଦିଆ ରଙ୍ଗର ପାଣି ସହିତ ଲୁହାଗୁଣ୍ଡ ବାହାରୁ ଥିବାର ଗ୍ରାମବାସୀ କହିଛନ୍ତି । ଏହି

ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଦାବିପତ୍ର

କେନ୍ଦ୍ରୀୟ ବି.ଏମ.ଏମ୍ ର ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଙ୍କୁ

କପିଳାସ ପୀଠରେ ଯାତ୍ରୀଙ୍କ ବିଶ୍ରାମ ଗାରରେ ଚାଲିଛି ଆନନ୍ଦବଜାର

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ସ୍ଥିତ ବିଶ୍ୱପ୍ରସିଦ୍ଧ କପିଳାସ ପୀଠ ଠାରେ ପୂଜା ପାଉଥିବା ବାବା ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କର ଦର୍ଶନ ପାଇଁ ପ୍ରତିଦିନ ଏଠାକୁ ସ୍ଥାନୀୟ ଜନସାଧାରଣ ମାନଙ୍କଠାରୁ ଜିଲ୍ଲା ତଥା ଜିଲ୍ଲା ବାହାର ଓ ରାଜ୍ୟ ବାହାରୁ ପ୍ରତିଦିନ ସହସହ ସଂଖ୍ୟରେ ଭକ୍ତମାନେ

ପ୍ରେମ ଯୋଗୁଁ ହତ୍ୟା !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପାଖ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଆଜି କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୋଜ ବିଶ୍ୱାଳ। ପ୍ରେମଜନିତ କାରଣରୁ ପୁଅକୁ ମାରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମନୋଜ ଗତକାଲି

ସ୍ୱାଗତୋକ୍ତି ଅନୁରାଗ

ସବୁ ବୈଠକରେ ତୁମେହିଁ ପ୍ରବକ୍ତାତୁମେହିଁ ବିଦଗ୍ଧ ଶ୍ରୋତାସବୁ ମିଳନରେ ତୁମେହିଁ ମାଧୁର୍ଯ୍ୟମୁକୁଳିତ ପ୍ରାଣ ସତ୍ତା ll ତୁମେହିଁ ଭକ୍ତିର କୋଟି ଫୁଲହାରମଧୁମୟ ନିବେଦନଘେନ ପ୍ରଭୁ ମୋର ଶ୍ରଦ୍ଧାର ଅଞ୍ଜଳିଭାବମୟ ସମର୍ପଣ ll ଶରଧା ବାଲିର ମହକ ମଞ୍ଜୁଳଅସ୍ପଷ୍ଟ ସେ ପଦ ରେଣୁଯିବା ଆସିବାର

ରୋଗୀ ଆଣିବାକୁ ଯାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ ସୂଚନା

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଆମ୍ବୁଲାନ୍ସରେ ଥିବା ୩ କର୍ମଚାରୀ ଆହତ । ସୂଚନା ଅନୁଯାୟୀଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ଆଜି ସକାଳେ ଜଣେ ରୋଗିକୁ ଆଣିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଓଲଟି

ଜବରଦଖଲ ହଟାଇ ପାରୁନାହାନ୍ତି ଅଧିକାରୀ, ପାର୍କିଂ ଚାଲାଣ କାଟି ବେଫିକର ଟ୍ରାଫିକ ପୋଲିସ

ଗୋଟିଏପଟେ ଚାଲିଛି ଶୋଭାଯାତ୍ରା ଡିଜେବାଜା ରେ କମ୍ପୁଛି ଚତୁର୍ଦିଗ ନାଚଗୀତ ରେ ମସଗୁଲ ଶୋଭାଯାତ୍ରାରେ ଆସିଥିବା ବ୍ୟକ୍ତି । ହେଲେ ଭିଡର ଅନ୍ୟପଟେ ବିକଟାଳ ଚିତ୍ର, ଫସିରହିଛି ଆମ୍ବୁଲାନ୍ସ କାକୁତି ମିନତୀ ହୋଇ ଖୋଜୁଛି ବାଟ ଡିଜେ ସାଉଣ୍ଡ ରେ ସତେଯେପରି ଫିକା ପଡିଯାଉଛି ଆମ୍ବୁଲାନ୍ସର

ବି.ବି.ହାଇସ୍କୁଲ ୧୯୮୦ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ

ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ୧୯୮୦ ବ୍ୟାଚ୍ ର ବନ୍ଧୁମିଳନ - 'ମୋ ସ୍କୁଲ ଅଭିଯାନ'ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ବି.ବି.ହାଇସ୍କୁଲ୍ ,ଢେଙ୍କାନାଳ ପରିସରରେ ଓ ସ୍ଥାନୀୟ ଗଣେଶ ମଣ୍ଡପରେ କୋଭିଡ-୧୯ ନିୟମସବୁକୁ ଅନୁପାଳନକରି ମହା ସମାରୋହରେ
error: Content is protected !!