News
WhatsApp Image 2023-10-04 at 17.25.00
samparksetu

ବଜ୍ରପାତରେ ୩ ମେଣ୍ଢା ମୃତ

ଓଡ଼ିଶାରେ କାଳ ବୈଶାଖୀ ବର୍ଷା ଲାଗି ରହି ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ଖାଜୁରିଆ ଗ୍ରାମରେ ବଜ୍ରପାତରେ ଜଳଧର ବେହେରାଙ୍କ ତିନୋଟି ମେଣ୍ଢା ମୃତ୍ୟୁ ବରଣ କରିଛନ୍ତି ଏବଂ ଘଟଣା ସ୍ଥଳରେ ମେଣ୍ଢା ଚରାଉଥିବା ବେଳେ ମେଣ୍ଢା ମାଲିକ ଜଳଧର

ରାଉଲକେଲା ବିଧାୟକ ଙ୍କ ଢେଙ୍କାନାଳ ରେ ହେଲା ଗାଡ଼ି ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ଚୁଳିଆ ଗ୍ରାମ ନିକଟରେ ରାଉଳକେଲା ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ସାରଦାନାୟକ ଙ୍କ ଫରଚୁନର କାର ଏକ ହାଇଡ୍ରା ସାଙ୍ଗରେ ଧକ୍କା ଦେଇଥିବା ବେଳେ ବିଧାୟକ ଅଳପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।ସେ ଗାଡିରେ ରାଉଲକେଲାରୁ କାମାକ୍ଷାନଗର

ପ୍ରଧାନ ଶିକ୍ଷକ ଙ୍କର ମନମୁଖୀ କାର୍ଯ୍ୟକୁ ନେଇ ଅଭିବାବକଙ୍କ ମଧ୍ୟରେ ଅସନ୍ତୋଷ

ଗଁଦିଆ ବ୍ଲକ ଅନ୍ତର୍ଗତ ପୋରୁହଖୋଜ ଗ୍ରାମ ପଂଚାୟତର ପୋରୁହଖୋଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସମ୍ପର୍କରେ ଅଭିବାବକ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ସୂଚନା ଅନୁଯାୟୀ , ପ୍ରତି ସରକାରୀ ଉଚ୍ଚ ଓ ପ୍ରାଥମିକ

ଅଧାରେ ଅଟକିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ,କବାଟ ତାଡି ରୋଗୀଙ୍କୁ କରଗଲା ଉଧାର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଜି ପୁଣି ଲିଫ୍ଟ ଅଚଳାବସ୍ଥା ଦେଖାଦେଇଛି । ବିଦ୍ୟୁତ ଚାଲିଯିବାରୁ ଲିଫ୍ଟଟ ଅଧାରୁ ଅଟକିଯାଇଥିଲା । ରୋଗୀ ଓ ରୋଗୀ ସମ୍ପର୍କୀୟ ଦୀର୍ଘ ସମୟ ଫସି ରହିଥିଲେ । ସୁରକ୍ଷା କର୍ମୀ କବାଟ ତାଡି ବାହାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ

ଆଖି ର ଚାଳିଶିଆ ଦୋଷ କଣ?

ଚାଳିଶିଆ ହେଉଛି ମନୁଷ୍ୟ ଶରୀର ର ଏକ ବୟସ ଜନିତ ପରିବର୍ତନ,ଏହା କୌଣସି ପ୍ରକାର ର ଚକ୍ଷୁ ରୋଗ ନୁହେଁ। ପ୍ରତ୍ୟକ ବ୍ୟକ୍ତି ର ଚକ୍ଷୁ ଭିତରେ ଥିବା ଲେନ୍ସ ନିଜର ଆକୃତି ପରିବର୍ତନ କରିଥାଏ ,ଯାହାପାଇଁ ଆମେ ଉଭୟ ଦୂର ଓ ପାଖ ଜିନିଷ ଦେଖିପାରୁା ବୟସ ବଢିବା ସହିତ ଧିରେଧିରେ ଆମ ଆଖି ର

ଭୁଜାଲିରେ ଆକ୍ରମଣ କରି ଲୁଟ !

୫୩ ନଂ ଜାତୀୟ ରାଜପଥ ଉପରେ ଭୁଜାଲି ରେ ହାଣି ଜଣେ ଖୁଚୁରା ବେପାରୀ ଙ୍କ ଠାରୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଖବର ନେବାରେ ଜଣାଯାଏ କି ,ଭୁବନ ଥାନା ବାଉଁଶକଣ ଗ୍ରାମର ଜ୍ଞାନେନ୍ଦ୍ର ରଥ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖଣି ଅଞ୍ଚଳ ରେ ତାଙ୍କର ଖୁଚୁରା ବେପାର ସାରି ବାକି ଟଙ୍କା

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ,ବାନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ବାଲିପଶି ଗାଁ ରେ ଅଭାବନୀୟ ଘଟଣା। ୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ। ସୂଚନା ମୁତାବକ ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା , ମୃତ୍ୟୁ ପରେ ପ୍ରମାଣ ନଷ୍ଟ

ବନ୍ଧ୍ୟାକରଣ ଅପରେସନ ପରେ ବାରଣ୍ଡାରେ ଗଡିଲେ ରୋଗୀ

ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଯାରି ରଖିଛନ୍ତି। ଏପରିକି ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସରକାର ୫ଟି ରେ ମଧ୍ୟ ସାମିଲ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟବିଭାଗ ମେଡିକାଲ ଗୁଡିକର ଭିତିଭୂମି ସଯାଡିବା ସହ ଉନ୍ନତ

ସ୍ୱପ୍ନରେ ମୋ ଜଗନ୍ନାଥ

ବର୍ଣ୍ଣ ଶ୍ୟାମଳ ହେଲେ ବି ମୁଖ ମଣ୍ଡଳରେ ଅସାଧାରଣ କାନ୍ତି ଓ ମୃଦୁ ହସଧାରୀ ଭଦ୍ରବ୍ୟକ୍ତି ଜଣଙ୍କ ଆସି ରଙ୍କନିଧି ବାବୁଙ୍କ ସାମ୍ନାରେ ଠିଆ ହୋଇ ପଚାରିଲେ କୁଆଡ଼େ ବାହାରିଲ ବନ୍ଧୁ।ହଠାତ ଚମକି ପଡ଼ିଲେ ରଂକନିଧି ବାବୁ ।ତାଙ୍କ ସାମ୍ନାରେ ଯିଏ ଠିଆ ହୋଇଛନ୍ତି,ସେ ଯେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ
error: Content is protected !!