News
WhatsApp Image 2023-10-04 at 17.25.00
samparksetu

ବିଶ୍ୱ ଘରଚଟିଆ ଦିବସ ପାଳନ

ଆଉ ଶୁଣିବାକୁ ମିଳୁନି କିଚିରି ମିଚିର ଶବ୍ଦ। ଘରର ପକ୍ଷୀ ଘର ଚଟିଆ କୁଆଡ଼େ ହଜିଗଲାଣି। ଚାଳଘର, ସ୍କାଏ ଲାଇଟ୍‌, କାନ୍ଥର ସନ୍ଧି, ଲାଇଟ୍‌ ପୋଷ୍ଟ୍‌ ଭଳି ସ୍ଥାନରେ ଘର ଚଟିଆ ତାଙ୍କର ବସା କରିଥାନ୍ତି। ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ପରେ ସମୟ କ୍ରମେ ଛାତ ଘର, କ˚କ୍ରିଟ୍‌

ପରିଣତ ବୟସରେ ଏକା କରିଦେଲେ ପୁଅବୋହୁ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ପଞ୍ଚାୟତର ନିବାରଣ ଦେହୁରୀ ଙ୍କ ସ୍ତ୍ରୀ ସୁଆଗି ଦେହୁରୀ ବୟସର ଅପରାହ୍ନରେ ଏବେ ବେସାହାରା। ପାଖରେ ଦୁଇ ପୁଅ ଏବଂ ନିଜ ସ୍ଵାମୀ ଥିଲେ ମଧ୍ୟ,ପୁଅ ଏବଂ ସ୍ଵାମୀଙ୍କ ଅଣଦେଖା ରେ ଏବେ ଏକୁଟିଆ ରହିବାକୁ ପଡ଼ୁଛି ବୃଦ୍ଧା ମାଉସୀ

୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା , ବାଲ୍‌ ସୁଧାର ଗୃହ ଗଲେ ନାବାଳକ

ଢେଙ୍କାନାଳ ସହର ହାଟରୋଡ୍‌ ଅଞ୍ଚଳର ୯ମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ ମାମଲାରେ ରବିବାର ପରିବାର ପକ୍ଷରୁ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି। ଗାଧୋଇବା ବେଳର ଭିଡିଓକୁ ସ୍ଥାନୀୟ ଜଣେ ୧୦ମ ଶ୍ରେଣୀ ପଢୁଥିବା ନାବାଳକ ଛାତ୍ର ଭାଇରାଲ୍‌ କରିଦେବା ପରେ ଛାତ୍ରୀଜଣକ ଲୋକଲଜ୍ଜା ଏବଂ

ପୁରୁଣା ଆଳୁତୁମା ଗ୍ରାମରେ ୧୦ ଦୋଳ ଉତଯାପିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ରାଧାକୃଷ୍ଣ ଙ୍କ ମେଲଣ ଦୋଳ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୧୦ ଦିନ ଧରି ଉପଖଣ୍ଡର ବିଭିନ୍ନ ଗ୍ରାମରେ ଉତ୍ସବ ପାଳିତ ହୋଇଥିବା ବେଳେ ୧୦ ଦୋଳ ପୁରୁଣା ଆଳୁତୁଣା ଗ୍ରାମ ସମେତ ମହୁଲ ପାଳ , ଖଟକୁରା, ଏକ୍‌ତାଳି, ବେଲ ବସନ୍ତ,ଆଦି

ଚନ୍ଦ୍ରଶେଖରପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ବ୍ରାହ୍ମଣୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଚନ୍ଦ୍ରଶେଖର ପୁର ମିନି ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଇଲେଭେନ ଷ୍ଟାର କପିଳାସ ଦେଓଗାଁ

ବାଛନ୍ଦ ହେତୁ ଦୁଇ ମାସ ହେଲା ପତ୍ନୀ ମରିଥିଲେ ମଧ୍ୟ ସୁଧିକ୍ରିୟା କରିପାରୁ ନାହାନ୍ତି ସ୍ୱାମୀ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ତାଶେରୀ ଆଦିବାସୀ ପଡ଼ାରେ କୁଆର ଟୁଡୁ ଜୈନିକ ବ୍ୟକ୍ତି ଦୀର୍ଘ ୮ବର୍ଷ ହେଲା ଗ୍ରାମ ମୁଖୀଆଙ୍କ ଠାରୁ କଙ୍ଗାରୁ କୋର୍ଟ କରାଯାଇ ବାଚ୍ଛନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଏ, ଯେ ଗ୍ରାମ ଏକ ଜାଗା

ବାଇକ ଡିକିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିନ୍ଦୋଳ ରୋଡ ବଜାର ଛକ ଜନ ଗହଳି ସ୍ଥାନରେ ଥିବା ଏକ ବାଇକ ଡିକିରୁ ଜଣେ ଦୁର୍ବୃତ୍ତ ୬୦ ହଜାର ଟଙ୍କା ନେଇ ପାର ହୋଇ ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମ ର ମନୋଜ ଗଡ଼ନାୟକ ନାମକ ବ୍ୟକ୍ତି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ୬୦ ହଜାର

ଫେରିଆ ମୋ ଧନରେ

ମୋ ଧନରେକେମିତି ଭୁଲିବି ଏ ଦିନକୁ କହଆଜି ପରା ସେହି ଦିନରେ,ମୋ କୋଳ କରିଥିଲୁ ପୂର୍ଣ୍ଣରେମୋ ଧନରେ.........! ତୁ ଆଜି ନାହୁଁ ସ୍ମୃତି ତୋର ଅଛିଭୁଲିନି ଦୁଃଖିନୀ ମାଆରେ,ଝୁରିହୁଏ ରାତି ଦିନରେମୋ ଧନରେ........! କେଉଁଆଡେ ଗଲୁ ଏକା କରିଦେଲୁଖୋଜୁଛି ତୋତେ ତୋ ମାଆରେ,ଫେରିଆ ଫେରିଆ

ନିନ୍ଦାକୁ ସହି ନପାରି ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ

ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଛି । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ହାଟରୋଡ଼ ରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଛାତ୍ରୀଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି । ଯାହାକୁ ନେଇ
error: Content is protected !!