News
WhatsApp Image 2023-10-04 at 17.25.00
samparksetu

ହାରମୋନିଅମ୍

"ହାରମୋନିଅମ୍" ସଂଗୀତ ଶିକ୍ଷା କରିବା ପାଇଁ ବଡ ଜରୁରୀ ଯନ୍ତ୍ର ଟିଏ। ସଂଗୀତ ଗୁରୁ ମାନେ ସାଧାରଣତଃ ଏହି ଯନ୍ତ୍ର କୁ ବ୍ୟବହାର କରି ପ୍ରାରମ୍ଭିକ ପର୍ଯ୍ୟାୟ ରେ କଣ୍ଠ ସଂଗୀତ ର ଶିକ୍ଷା ଦିଅନ୍ତି। ହେଲେ ସମସ୍ତଙ୍କ ପକ୍ଷେ ଏହାକୁ କିଣିବା ସମ୍ଭବ ହୁଏ

ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି

ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି । ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ

ସ୍ୱଚ୍ଛତା ନାଁରେ ହରିଲୁଟ, ମାସମାସ ହେବ ସଫା ହେଉନି ଡ୍ରେନ

ସ୍ୱଚ୍ଛତା ନାରେ ହରିଲୁଟ ! କେବଳ କାନ୍ଥବାଡ଼ରେ ସ୍ୱଚ୍ଛତାର ଚିତ୍ର ଆଙ୍କି ମୁକସାକ୍ଷୀ ସାଜୁଛନ୍ତି ପୋୖରସଂସ୍ଥା। ସହରର ପୋତା ପଡିଥିବା ଡ୍ରେନ ଗୁଡିକ ଦେଖି ସହରରେ ପୌର ସଫେଇ ଠିକା ସଂସ୍ଥା କେତେଯେ ତତତ୍ପର ତାହା ଜାଣି ପାରୁଥିବେ । ଏଭଳି ଏକ ସ୍ଥାନ ହେଉଛି ସହର ରୁ ଢେଙ୍କାନାଳ ରେଳ

ଛେଳି ଚରାଇବାକୁ ଯାଇଥିଲେ ହାତୀ ଆକ୍ରମଣରେ ଜୀବନ ଗଲା

ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧୀନ କୁଟୁରିଆ ପଞ୍ଚାୟତ ଗୋଲ।ଗ।ଡିଆ ଗ୍ରାମ ର ଶରତ ଧଳ (୫୫) ଆଜି ସନ୍ଧ୍ୟାରେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳକୁ ମହାବି ରୋଡ ବନବିଭାଗ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ

ପୁଅ

କେବେ ସେ ବିବାହ ବନ୍ଧନରେ ବାନ୍ଧିହୋଇପରିବାରକୁ ଭୁଲେ ନାହିଁ,ତଥାପି ଦୁନିଆ ତାକୁ କୁହେତୁ ପୁଅ ତତେ କଷ୍ଟ ହୁଏ ନାହିଁ। କେବେ ସେ ବାପ ହୋଇ ବିନା ଲୁହରେ କାନ୍ଦେହେଲେ ଦୁନିଆକୁ ଦେଖାଏ ନାହିଁ,ତଥାପି ଦୁନିଆ ତାକୁ କୁହେତୁ ପୁଅ ତତେ କଷ୍ଟ ହୁଏ ନାହିଁ। କେବେ ସେ ପୁଅକୁ କାନ୍ଧରେ ବସାଇସେ

ରୋଗକୁ ଘୃଣା କରି ବୃଦ୍ଧାଙ୍କୁ ପୁତୁରା ଅସହାୟ କରିଦେବା ଘଟଣା ,ଉପ ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଅସହାୟ ବୃଦ୍ଧାଙ୍କ ଧନସମ୍ପତ୍ତି ହଡ଼ପ କରିବା ପରେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଘରୁ ତଡ଼ିଦେଇଛି ସମ୍ପର୍କୀୟ ପୁତୁରା । ଅସୁସ୍ଥ ବୃଦ୍ଧା ଏକ କୁଡ଼ିଆ ଘରେ ଦିନ କାଟୁଛନ୍ତି ।ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ସହ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ

ଶିକ୍ଷାପାଇଁ ବାଧକ ସାଜିଛି ରେଳ ଲାଇନ ,୭୩ ବର୍ଷ ଧରି ଲାଗିରହିଛି ସମସ୍ୟା !

ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ ଦେଇ ଯାଇଥିବା ତାଳଚେର-ଢେଙ୍କାନାଳ ଏବଂ ଢେଙ୍କାନାଳ-ତାଳଚେର ରେଳ ଲାଇନ ଦିର୍ଘ ୭୩ ବର୍ଷ ଧରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ବାଧକ ସାଜିଛି । ଓଭରବ୍ରିଜ କିମ୍ବା ଅଣ୍ଡର ବ୍ରିଜ ନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପହଞ୍ଚିବା

ଅଲୋଡା ପାଲଟିଛି ଆଇ ଲଭ ଢେଙ୍କାନାଳ ସେଲଫି ପଏଣ୍ଟ

ଢେଙ୍କାନାଳ ପ୍ରଶାସନ ଓ ପୌରସଂସ୍ଥା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶହଶହ ବର୍ଷର ଗଛକୁ କାଟି ସେଲଫି ପଏଣ୍ଟ କରାଯାଇଛି । ମହାତ୍ମାଗାନ୍ଧୀ ମାର୍ଗରେ ଥିବା ଏହି ସେଲଫି ପଏଣ୍ଟ ଏବେ ଅଲୋଡା ହୋଇଯାଇଛି । ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଫୁଲ କୁଣ୍ଡରେ ନା ଅଛି ଫୁଲ ଗଛ ନା

ଜଳ ପାଇଁ ହନ୍ତସନ୍ତ ସହର ବାସୀ

ଧିରେ ଧିରେ ତାତି ବଢିବା ସହ ଦେଖା ଦେଲାଣି ଜଳ କଷ୍ଟ । ଅଚଳ ଅବସ୍ଥାରେ ପଡ଼ିରହିଛି ଅନେକ ନଳକୂପ । ଘଟଣାଟି କୌଣସି ଉପାନ୍ତ ଅଂଚଳର ନୁହଁ , ଢ଼େଙ୍କାନାଳ ସହରର । ପାଣି ପାଇଁ ଘଂଟାଏ ଧରି କୂଅକୁ ଅପେକ୍ଷା କରି ରହୁଛନ୍ତି ମହିଳା । ଢ଼େଙ୍କାନାଳ ସହରର ଖମାର ସାହିରେ ପ୍ରାୟ ୩୦ ରୁ ୪୦

ମାଟିର ଗନ୍ଧ

ମା ମାଟି ମାତୃଭାଷାସବୁ ତ ଏଇଠିଭୁଲିବି କିପରିମୋ ଷଠି ଘର ଯେଉଁଠି ॥୧ ମା ମମତା ମାତୃଭୂମିସବୁତ ଏଇଠିଭୁଲିବି କିପରିହଜିଛି ମୋ ପିଲା ଦିନ ଯେଉଁଠି॥୨ ମା ମନ୍ଦିର ମା କୋଳସବୁ ତ ଏଇଠିଭୁଲିବି କିପରି?ହସ ଖେଳ ବିତିଛି ଯେଉଁଠି॥୩ ମା ‍ମାଟିଖେଳ କାଠର କଣ୍ଢେଇସବୁତ ଏତ
error: Content is protected !!