News
WhatsApp Image 2023-10-04 at 17.25.00
samparksetu

ନାବାଳକ ନିଖୋଜକୁ ୮ ଦିନ ପୁରିଲା ପୋଲିସ ହାତ ଖାଲି,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ପାଞ୍ଚକାହାଣିଆ ଗ୍ରାମର ଜଣେ ନାବାଳକ ଗତ ୮ ଦିନ ହେବ ନିଖୋଜ ହୋଇଯାଇଛି । ପରିବାର ତରଫରୁ ସଦର ଥାନାରେ ୮ ଦିନ ହେବ ଅଭିଯୋଗକରାଯାଇଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ ମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଙ୍ଗଳପୁର

ସଡ଼କ ଦୁର୍ଘଟଣାରେ ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ୭ଘଟିକା ସମୟରେ ଏକ ଅଟୋ ଏବଂ ଏକ ବୁଲଲେଟ ମୋଟରସାଇକେଲ ଆଗପଛ ହୋଇ ରସୋଳ ଆଡକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଅନୁଗୁଳ

ଡିକି ଭାଙ୍ଗି ଲୁଟ

ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାର ସ୍ଥିତ ଏସବିଆଇ ଏଟିଏମ୍ ସମ୍ମୁଖରୁ ସ୍କୁଟର ଡିକି ଖୋଲି ଦୁର୍ବୃତ୍ତ ୧ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମୋଟଙ୍ଗା ଗାଁର ଜ୍ଞାନେନ୍ଦ୍ର ସାହୁ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ନିମବାହାଳି ସ୍ଥିତ

ବିନା ସୂଚନା ଫଳକରେ ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମର ମହାପାଟ ଠାକୁରାଣୀ ପୀଠରେ ପାଚେରୀ କାମ ଚାଲୁ ଥିବା ବେଳେ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ। କାମ ଆରମ୍ଭରୁ ଶେଷ ହେବାକୁ ହେଲାଣି ପଛେ ଏପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ସୂଚନା ଫଳକ।

ଅଚିହ୍ନା ନାୟିକା-୬

ଦେଖା ହେଲା ସେହି ଅଚିହ୍ନା ନାୟିକାଶିବ ମନ୍ଦିର ବେଢ଼ାରେ,ଦୀପଟିଏ ଜାଳି ଧ୍ୟାନମଗ୍ନ ହୋଇଜଗିବସିଥିଲା ମନ୍ଦିରେ। ଦୀପ ଜଳା ଦେଖି ମନ ମୋର ହେଲାଦୀପଟେ ଜାଳିବା ପାଇଁ,ଦୀପଟିଏ ଜାଳି ହରଷ ମନରେବସିଗଲି ପାଶେ ଯାଇ। ମନ୍ଦିର ପ୍ରାଙ୍ଗଣ ଦୀପର ଆଲୋକେହେଉଥିଲା ଉଜ୍ବଳିତ,ଅଚିହ୍ନା ନାୟିକା ପାଶେ

ଭଙ୍ଗା ଆଜବେଷ୍ଟ ତଳେ ଗଢ଼ା ଚାଳିଛି ପିଲାଙ୍କ ଭବିଷ୍ୟତ

ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ନିରାପଦରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ନିର୍ମାଣ କରୁଛନ୍ତି ଛାତଘର । ହେଲେ ଏମିତି କିଛି ବିଦ୍ୟାଳୟ ରହିଛି ଯେଉଁଠି ଏବେ ବି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗାଘରେ ପାଠ ପଢ଼ୁଛନ୍ତି ।

ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଅସୁସ୍ଥ

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଜରଡା ପଞ୍ଚାୟତ ବାଲିକିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଗୁରୁତ୍ତର ଅବସ୍ଥାରେ ଅସୁସ୍ଥ ହୋଇ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା । ଦୁଇ ଛାତ୍ରୀ ହେଲେ ଅଷ୍ଟମ ଶ୍ରେଣୀର ଶ୍ରାବଣୀ ବେହେରା , ପଞ୍ଚମ

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ,ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ବ କେନାଲ ଶୀତଳବସା ଗ୍ରାମ ଛକ ନିକଟ ରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଥାନା କାଦବସନ୍ତ ଗ୍ରାମର ବାଜିନାଥ ଟୁଡୁ | ସୁଚନା ମୁତାବକ

କାମାକ୍ଷାନଗର ସହର ଦେଇ ଚାଲିଲା ଅନୁଗୁଳୁ -ଡୁବୁରି ଯାତ୍ରୀବାହୀ ଟ୍ରେନ୍‌

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଦେଇ ଯାତ୍ରୀବାହୀ ଟ୍ରେନ୍‌ର ପରୀକ୍ଷାମୂଳକ ଶୁଭାରମ୍ଭ ହୋଇଛି। ଭାରତ ସରକାର ଙ୍କର ରେଳ ବିକାଶ ନିଗମର ଆର୍ଥିକ ସହାୟତା ଓ ସହ ଯୋଗରେ ବାଣିଜ୍ୟ ଓ ଯାତାୟତ ସୁବିଧା ପାଇଁ ଅନୁଗୁଳୁ ଜିଲ୍ଲା ବୁଢ଼ାପଙ୍କ ଷ୍ଟେସନରୁ କାମାକ୍ଷାନଗର ଦେଇ ଯାଜପୁର ଜିଲ୍ଲା
error: Content is protected !!