News
WhatsApp Image 2023-10-04 at 17.25.00
samparksetu

ମୁଁ କାହିଁକି କାନ୍ଦେ

କୋହଭରା କାନ୍ଦ କାନ୍ଦନ୍ତି ସଭିଏଁଏଇ ଛୁଟିଆ ସଂସାରେ,ବିନା କୋହରେ ମୁଁ କାହିଁକି ଯେ କାନ୍ଦେଆଜି ମୁଁ ଜାଣି ନପାରେ..! ମିଛରେ କାହିଁ ଏଠି କାନ୍ଦୁଛି ମୁହିଁକରନ୍ତି ସବୁ ବାରଣ,ମନ ବିଚଳିତ ହୁଏ ବାରମ୍ବାରଖୋଜେ ମୁଁ ବସି କାରଣ। ମନର ଯନ୍ତ୍ରଣା ମନେ ଲିଭିଯାଏପାରେନା କାହାକୁ କହି,ସବୁ

କାମ ସାରିବାରେ ଲାଗୁନି ଲଗାମ ; ଦୀର୍ଘ ଦୁଇମାସ ହେବ ଚାଲିଛି ବିଦ୍ୟୁତକାଟ , ଅତିଷ୍ଠ ହେଲେଣି ଅଞ୍ଚଳବାସୀ

ରାସ୍ତା ପ୍ରଶସ୍ତିକରଣ ନେଇ ବିଗତ ବର୍ଷ ଡିସେମ୍ବର ମାସରୁ କଲେଜ ଛକ ଠାରୁ କୁଞ୍ଜକାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସକାଳ ୯ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି । ତେବେ ଦୁଇମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶସ୍ତି କରଣ କାର୍ଯ୍ୟ ସରୁନଥିବାରୁ ଏହି ବିଦ୍ୟୁତ କାଟ

ଆବାସ ଯୋଜନା ରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୂଆଁ ପଞ୍ଚାୟତ ବେଲ ବାହାଳି ଗ୍ରାମର ଏକ ଭିନ୍ନ କ୍ଷମ ଦମ୍ପତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି । ସୂଚନା ଅନୁଯାୟୀ , ବେଲବାହାଳି ଗ୍ରାମର ନିରଦ ନାଏକ ମୂକ ବଧିର ହୋଇ

ଅଁଳାବେରେଣୀ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କାମାକ୍ଷାନଗର ଉପଖଣ୍ଡର ଅଁଳାବେରେଣୀ ଅଙ୍ଗନବାଡ଼ି କେନ୍ଦ୍ର ପରିସର ମଧ୍ୟରେ ୨୪୪ଟି କେନ୍ଦ୍ରର କର୍ମୀ ଙ୍କ ଉପସ୍ଥିତିରେ ସରକାରଙ୍କର କର୍ମୀ ଙ୍କ ପ୍ରତି ଉଦାସୀନ ମନୋଭାବ ଓ ମାନସୀକ ଯନ୍ତ୍ରଣା ମଧ୍ୟରେ ଗତି କରୁଥିବା ସଂପର୍କରେ ଆଲୋଚନା କରିଥିଲେ। ଭାରତୀୟ ମଜଦୁର ସଂଘ ଢେଙ୍କାନାଳ ଜିଲ୍ଲା

ଢେଙ୍କାନାଳ କାପୁଡିଆ ସମାଜ ର ଦ୍ଵିତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ବଜାର ସ୍ଥିତ ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ଆଜି ଜିଲ୍ଲା କାପୁଡ଼ିଆ ସମାଜ ର ଦ୍ବିତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ କୁ ରାଜ୍ୟ କାପୁଡ଼ିଆ ସମାଜ ସଭାପତି ନବକିଶୋର ଗୁରୁ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ

ରାଇସମିଲ ପାଲଟିଛି ଧାନମଣ୍ଡି !

ଚାଷୀମାନଙ୍କର ସୁବିଧା ପାଇଁ ସରକାର ଅନଲାଇନ ମାଧ୍ୟମରେ ଟୋକନ ସିଷ୍ଟମ କରି ଧାନ କ୍ରୟ କରୁଛନ୍ତି। ଚଳିତବର୍ଷ ଧାନ କ୍ରୟପାଇଁ ସମବାୟ ସମିତି ଓ ମହିଳା ଗୋଷ୍ଠୀଙ୍କ ଦ୍ବାରା ଧାନମଣ୍ଡି ଚାଲିବା ପାଇଁ ସରକାରୀ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଚଳିତବର୍ଷ କିଛି ଦଲାଲ ମାନେ ସିଧା ସଳଖ ଟ୍ରାକ୍ଟରରେ

ଅଚିହ୍ନା ନାୟିକା-୩

ବହୁ ଦିନପରେ ଦେଖାହେଲା ପୁଣିସେହି ଅଚିହ୍ନା ନାୟିକା,ଏତେଦିନ ପରେ ଅଚାନକ ଦେଖିଛାତିରେ ପଶିଲା ରକା। କଜଳ ପୂରିତ ନୟନ ଯୁଗଳଆକର୍ଷିତ କରୁଥିଲା,ମୁରୁକି ମୁରୁକି ହସିଦେଇ ଆଜିସଅଳ ସେ ଚାଲିଗଲା। ମୁଖକୁ ଦେଖିଲେ ଲାଗୁଥିଲା ସତେରାଜହଂସିନୀଟେ ପରି,ଅପୂର୍ବ ରୂପକୁ ଦେଖିବା ପାଇଁକିଆଖି ମୋର

ମଣ୍ଡିରେ ଧାନ ଦେଇ ଚାଷୀ ହତାଶ ,୨୪ ଘଣ୍ଟା ନୁହେଁ ୧୧ ଦିନ ପରେ ବି ମଳୁନି ଧାନ ଟଙ୍କା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଇନ୍ଦିପୁର ସେବା ସମବାୟ ସମିତି ଜରିଆରେ ଧାନ ମଣ୍ଡିରେ ଧାନ ଦେଇ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ସରକାରଙ୍କ ନିୟମ ଅନୁସାରେ ଧାନ ମଣ୍ଡିରେ ଦେବା ପରେ ଚବିଶ ଘଣ୍ଟା ରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯିବ । ଚଳିତ ମାସ ୧୦ତାରିଖ ଦିନ

ବ୍ରାହ୍ମଣୀ ନଦୀରେ ବୁଡି ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନାଧରା ଘାଟ ନିକଟରେ ଘଟିଛି ଏହି ଅଘଟଣ।ମୃତକ ହେଲେ ଦିଲ୍ଲୀର ସିଦ୍ଧାନ୍ତ କୁମାର ସିଂହ।ଗୁରୁତର ହେଲେ ଉତ୍ତର ପ୍ରଦେଶ ରବି କୁମାର ଉଭୟ ଟାଟାଷ୍ଟିଲ କଣ୍ଟାବଣିଆ କାରଖାନାର କର୍ମଚାରୀ ବୋଲି ସୁଚନା ମିଳିଛି । ଆଜି କାରଖାନାର କିଛି କର୍ମଚାରୀ
error: Content is protected !!