News
WhatsApp Image 2023-10-04 at 17.25.00
samparksetu

ଚାଷ ଜମିରେ ବୋମା ବିସ୍ପୋରଣ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ଅନ୍ତର୍ଗତ ତଳ ସାହିର ଚାଷ ଏକ ବୋମା ବିସ୍ପୋରଣ ଘଟିଥିବାର ଦେଖା ଦେଇଛି । ତେବେ ଚାଷ ଜମିରେ ଜଣେ ମହିଳା ମାଟି ଖୋଳୁଥିବା ବେଳେ ଏଭଳି ବିସ୍ପୋରଣ ଘଟିଛି ।

ମହିଳା ଜଣଙ୍କ ସେହି ଗ୍ରାମର ନିରୁପମା ବାରିକ ବୋଲି ସୂଚନା ମିଳିଛି। ନିଜ ବାଡିରେ କାଙ୍କ ସାହାଯ୍ୟରେ ମାଟି ଖୋଳୁଥିବା ସମୟରେ ଏଭଳି ବିସ୍ଫୋରଣ ଘଟିଥିବାର ଜଣାଯାଇଛି ।

ଏହି ବିସ୍ପୋରଣ ରେ ଗୁରୁତ୍ତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ କେହିଜଣେ ଦୁର୍ବୁତ୍ତ ବାର୍‌ହା ଶିକାର ନିମନ୍ତେ ବୋମା ରଖିଥିବାରୁ ଏଭଳି ବିସ୍ପୋରଣ ଘଟିଥିବାର ଅନୁମାନ କରାଯାଇଛି ।

new life
You might also like
error: Content is protected !!