News
WhatsApp Image 2023-10-04 at 17.25.00
samparksetu

ଜଙ୍ଗଲକୁ କାଠ ଆଣି ଯାଇଥିଲେ ; ଦନ୍ତା ଆକ୍ରମଣ ରେ ଜୀଵନ ଗଲା !

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ରେଞ୍ଜ ଗୁଣ୍ଡୁରପସି ଗ୍ରାମପଞ୍ଚାୟତ ର ଫୁକାର ସାହି ର ବ୍ରଜକିଶୋର ବେହେରା (୫୫ )
ଙ୍କ ଆଜି ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଆଜି ଗୁଣ୍ଡୁରପସି ଜଙ୍ଗଲ କୁ ବ୍ରଜକିଶୋର କାଠ ପାଇଁ ଯାଇଥିଲେ ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ , ଦନ୍ତାର ଆକ୍ରମଣ ରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

new life
You might also like
error: Content is protected !!