News
WhatsApp Image 2023-10-04 at 17.25.00
samparksetu

ଆଜିର ବ୍ରେକଫାଷ୍ଟ ରେ ବନାନ୍ତୁ ସ୍ୱାଦିଷ୍ଟ ରାଜ କଚୋଡି

ରାଜ କଚୋଡି ବନାଇବା ପାଇଁ ସାମଗ୍ରୀ

ସୁଜି – ୧/୪ କପ୍‌

ମଇଦା – ଏକ କପ୍‌

ବେକିଙ୍ଗ୍‌ ସୋଡା – ୨ ଚିମୁଟା

ପାଣି – ସ୍ୱାଦାନୁସାରେ

ତେଲ – ଛାଣିବା ପାଇଁ

ଆବଶ୍ୟକ ସାମଗ୍ରୀ

ବିରି ଡାଲି (ପାଣିରେ ଭିଜା ଯାଇଥିବା) – ୧ ଗିନା

ସିଝା ଆଳୁ – ୧ ଗିନା (କଟା ହୋଇଥିବା)

ମୁଗ କିମ୍ବା ଚଣା – ୧ ଗିନା (ସିଝା ହୋଇଥିବା)

କଳା ଲୁଣ – ସ୍ୱାଦାନୁସାରେ

ଲାଳ ଲଙ୍କା ପାଉଡର – ସ୍ୱାଦାନୁସାରେ

ଧନିଆ ଚଟଣୀ – ସ୍ୱାଦାନୁସାରେ

ସେଉ ଭୁଜିଆ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ସୁଜି, ମଇଦା, ବେକିଂ ସୋଡା ଏବଂ ପାଣି ପକାଇ ମିଶାନ୍ତୁ। ଏଥିରେ ଏକ ଛୋଟ ଚାମଚ ତେଲ ପକାଇ ନରମ ହେବା ପର୍ଯ୍ୟନ୍ତ ଚକଟନ୍ତୁ। ଅଟାର ଛୋଟ ଛୋଟ ଗୋଲା ବନାଇ ବେଲି ଦିଅନ୍ତୁ। ପ୍ୟାନରେ ତେଲ ଗରମ କରି ସେଥିରେ କଚୁଡି ଫୁଲିବା ପର୍ଯ୍ୟନ୍ତ ଛାଣନ୍ତୁ। ଏପରେ କଚୁଡି ଥଣ୍ଡା ହେବା ପରେ ତାହାକୁ ମଝିରୁ ଭାଙ୍ଗି ଦିଅନ୍ତୁ। ଏବେ ଏଥିରେ ଡାଲି ପକୋଡି ପକାନ୍ତୁ। ଏହା ପରେ ଆଳୁ, ଚଣା, ଜିରା, ଲୁଣ, ଲାଲ ଲଙ୍କା, ଗୋଲମରୀଚ, ଧନିଆ ଚଟଣୀ, ମିଠା ଚଟଣୀରେ କଚୁଡିକୁ ଭରିଦିଅନ୍ତୁ। ଏହାଉପରେ ଫେଣ୍ଟି ରଖିଥିବା ଦହି ଏବଂ ସେଉ ଭୁଜିଆରେ ଗାର୍ନିସ୍‌ କରି ସଭ କରନ୍ତୁ। ନିଅନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଜ କଚୋଡି ।

new life
You might also like
error: Content is protected !!