News
WhatsApp Image 2023-10-04 at 17.25.00
samparksetu

ବାଇକ୍ ଓ ହାଇୱା ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଛକ ରେଳବାଇ ଓଭର ବ୍ରିଜ ନିକଟରେ ଦୁର୍ଘଟଣା । ବାଇକ୍ ଓ ହାଇୱା ମଧ୍ୟରେ ଘଟିଲା ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ଗୁରୁତର ଓ ଆହତ ଜଣେ ମୃତ ।

ଗୁରୁତର ଜଣଙ୍କ ସୋଗରର ମଧୁ ମହାରଣା (୪୩) ହୋଇଥିବା ବେଳେ ମୃତକ ଜଣଙ୍କ ସାନୁ ଦେହୁରୀ ( ୨୩ ) । ଗୁରୁତର ମଧୁଙ୍କୁ କଟକ ସ୍ଥାନାନ୍ତର । ଘଟଣା ସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବାର ଜଣାଯାଇଛି ।

ସମ୍ପୃକ୍ତ ସ୍ଥାନରେ ବେପାରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

new life
You might also like
error: Content is protected !!