News
WhatsApp Image 2023-10-04 at 17.25.00
samparksetu

ମା ବୁଢୀଦେଇ ଚ୍ୟାଲେଞ୍ଜର କପ୍ , ବାଘଲଣ୍ଡା ବିଜୟୀ

ଖରିଡାଳି ହାଇସ୍କୁଲ ଖେଳ ପଡିଆରେ ଚଳିତ ବର୍ଷର ମା ବୁଢୀଦେଇ ଚ୍ୟାଲେଞ୍ଜର କପ୍ ର ଏକ ମ୍ୟାଚ ରେ ଚାଇଁପୁର ଓ ବାଘଲଣ୍ଡା ମଧ୍ଯରେ ଖେଳା ଯାଇଥିଲା। ୧୨ ଓଭର ବିଶିଷ୍ଟ ମ୍ୟାଚ ରେ ଚାଇଁପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୭୮ରନ କରିଥିଲା।

ତାର ଜବାବ ରେ ବାଘଲଣ୍ଡା ଦଳ ୫.୨ ଓଭର ରେ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ମ୍ୟାଚ ରେ ବିଜୟୀ ହୋଇଥିଲା। ବାଘଲଣ୍ଡା ଦଳ ପକ୍ଷରୁ ବ୍ୟାଟସମ୍ୟାନ ରଞ୍ଜି ୨୦ ଟି ବଲ ଖେଳି ୬୫ ରନ କରି ମ୍ୟାନ-ଅଫ୍-ମ୍ୟାଚ ହୋଇଥିଲା ବେଳେ ଅଧିର ପ୍ଳେୟାର ଅଫ୍ -ଦ- ଟୁର୍ଣ୍ଣାମେଣ୍ଟ ହୋଇଥିଲେ। କୁଟୁଣିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଭୁବନା ନନ୍ଦ ବେହେରା ମୂଖ୍ଯ ଅତିଥି ଭାବେ ଯୋଗଦେଇଥିଲେ ଓ ତାଙ୍କ ସହିତ ଜେଏ.ଆର୍. ସି ବିପିନ ବେହେରା ଯୋଗଦେଇ ଥିଲେ।

new life
You might also like
error: Content is protected !!