News
WhatsApp Image 2023-10-04 at 17.25.00
samparksetu

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ କୁନି ଝିଅ ମିକି

ଜନ୍ମଦିନ କିଏ କେକ କାଟି ପାଳନ କରେ ତ କିଏ ମଉଜ ମଜଲିସ ରେ ଦିନଟି କାଟେ ହେଲେ, ଅନ୍ୟକୁ ଖୁସି କରି ନିଜର ଜନ୍ମଦିନ ପାଳିବା ବ୍ୟକ୍ତିତ୍ୱ ସତରେ ଖୁବ କମ ।

ଏଭଳି ଜନ୍ମ ଦିନ ପାଳନ କରିଛନ୍ତି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଗ୍ରା.ପ ଅନ୍ତର୍ଗତ ତାଳଡ଼ଙ୍ଗା ଗ୍ରାମର ସୁମନ୍ତ ସାହୁ ଏବଂ ମିଲି ସାହୁଙ୍କ ଝିଅ ମିକି ସାହୁ । ମିକିଙ୍କ ପରିବାର ମିକି ଙ୍କ ପ୍ରଥମ ଜନ୍ମଦିନ ରେ କିଛି ଏଭଳି ବ୍ୟକ୍ତିଙ୍କୁ ଖୁସି ପ୍ରଦାନ କରିଛନ୍ତି ଯେଉଁ ମାନଙ୍କ ପାଇଁ ମୁଠାଏ ଚାଉଳ ସ୍ବପ୍ନ , ସିତର ନିରାଶ୍ରା ଭିତରେ ହସର କମ୍ବଳ ଦେଇଛନ୍ତି ମିକିଙ୍କ ପରିବାର ବର୍ଗ ।

ତେବେ ଏଭଳି ନିଆରା ଜନ୍ମଦିନ ପାଳନ କରି ସଭିଙ୍କ ମନ ଜିତିଛନ୍ତି ପରିବାର ବର୍ଗ, ତେବେ ମିକିଙ୍କ ଜୀବନ କୁସୁମିତ ହେଉ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ସଭିଙ୍କ ପ୍ରାର୍ଥନା ।

new life
You might also like
error: Content is protected !!