News
WhatsApp Image 2023-10-04 at 17.25.00
samparksetu

ଚିକିତ୍ସା ଅପେକ୍ଷାରେ ଅସୁସ୍ଥ ଦନ୍ତା ହାତୀ ଛୁଆ

ବିଗୁଡୁଛି ହାତୀ ଛୁଆ ର ସ୍ୱାସ୍ଥ୍ୟବସ୍ଥା । ଏଣେତେଣେ ଘୁରିବୁଲୁଥିବା ଅସୁସ୍ଥ ହାତୀଛୁଆ । ଗତ କିଛି ଦିନ ଧରି  ହିନ୍ଦୋଳ ବାଉଁଶ ପୋଖରୀ ଏବଂ କନ୍ତାମିଲା ପଞ୍ଚାୟତ ପାଖା ପାଖି ଦେଖା ଯାଉଥିବା , ଏହି ଅସୁସ୍ଥ ହାତୀ ଛୁଆ ଆଜି ସକାଳୁ ବାଉଁଶ ପୋଖରୀ-ନୂଆକୋଟ ରାସ୍ତା ପାର୍ଶ୍ବରେ ଥିବା ଧାନ ବିଲରେ ଦେଖିବାକୁ ମିଳିଛି ।

ବନ ବିଭାଗ ଏ ବାବଦରେ ଅବଗତ ଥିବା ସତ୍ତ୍ୱେ ଲୋକଙ୍କ ଧାନ ବିଲରେ ଏହି ହାତୀ ଟି ପଶି ଶସ୍ୟ ନଷ୍ଟ କରୁଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ଲୁଚି ରହୁଥିବାରୁ ଆଘାତ ଲାଗିଥିବା ସ୍ଥାନକୁ ଠାବ କରିପାରୁନାହାନ୍ତି ବନ ଅଧିକାରୀ । କିନ୍ତୁ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଖୁବଶୀଘ୍ର  ହାତୀଛୁ ଟିର ଚିକିତ୍ସା କରାଯିବ ବୋଲି ତେଲକୋଇ ବନାଞ୍ଚଳ ଅଧିକାରୀ କହିଥିବାର ଜଣାଯାଇଛି ।

new life
You might also like
error: Content is protected !!