News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ପରିବେଶ ବିଷାକ୍ତ କରୁଛି ପାଉଁଶ ଗୁଣ୍ଡ

ଭୀଷଣ ଖରା ସାଙ୍ଗକୁ ପାଉଁଶ କଷ୍ଟ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ଗାଁ ୫୫ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ, ସାମାନ୍ୟ ଟିକେ ପବନ ହେଲେ ଆଖପାଖ ଅଞ୍ଚଳରେ ସୃଷ୍ଟି ହେଉଛି କୁହୁଡ଼ି ଭ୍ରମ। ଏହାର କାରଣ ହେଉଛି ରାତି ଅଧିଆ ଘରୋଇ କମ୍ପାନୀର ଆବର୍ଜନା ଓ ବିଷାକ୍ତ ପାଉଁଶ

ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଇଡକୋର ଜମି ଅଧିଗ୍ରହଣ , ନାଳ ୨ପାର୍ଶ୍ଵରେ ପାଚେରୀ ନିର୍ମାଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ନେଉଳପୋଇ ଠାରେ ପ୍ରସ୍ତାବିତ ସେସକ କମ୍ପାନୀ ଜମିରେ ନୂତନ ପ୍ରକଳ୍ପ ହେବାକୁ ଯାଉଛି । କିନ୍ତୁ ସେସକ କମ୍ପାନୀକୁ ଜମି ଦେଇ ନିଜର କ୍ଷତିପୂରଣ ପାଇନଥିବା ପ୍ରଜାମାନେ ନାଳ ପାର୍ଶ୍ଵରୁ ପାଚେରୀ ହଟାଇବା ସହିତ ଆମ୍ବ ବଗିଚାକୁ ଯାତାୟତ କରିବା ସହିତ ସେମାନଙ୍କୁ

ଗ୍ରୀଡ ଲାଇନ୍ ଚାର୍ଜ ପାଇଁ ଗଁଦିଆ ଜନସାଧାରଣ ଙ୍କ ଦାବି

ଟିକେ‌ ପବନ ହେଲେ , ଗଁଦିଆ ରେ ବିଦୁତ୍ କାଟ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗଁଦିଆ ବାସୀ । ଗ୍ରୀଡ କାର୍ଯ୍ୟ ଦୁଇ ବର୍ଷ ହେଲା ସରିଥିଲେ ମଧ୍ୟ , ଦୁଇ କିଲୋମିଟର ଲିଙ୍କ ଅଭାବ ଯୋଗୁଁ ବିଦ୍ୟୁତ ସରବରାହ ହୋଇ ପାରୁନାହିଁ। ଏଣୁ ତୁରନ୍ତ ‌ଲିଙ୍କ୍ କାର୍ଯ୍ୟ ଶେଷ କରାଯାଇ ଗ୍ରୀଡ ରୁ

ନିୟମ ଉଲଘଂନ କରି ଘାଟରେ ବେଧଡ଼କ ଚାଲିଛି ଡ଼ଙ୍ଗା ଚଳାଚଳ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ ଖଡକ ପ୍ରାସାଦ ପଞ୍ଚାୟତର ଡଙ୍ଗା ଘାଟ ଓ ଚିନ୍ତା ପୋଖରୀ ପଞ୍ଚାୟତର ଘାଟରେ ସରକାରଙ୍କ ନିୟମ ଉଲଘଂନ କରି ଡ଼ଙ୍ଗା ଚାଲିଥିବ ଦେଖିବାକୁ ମିଳୁଛି । ଲୋକଙ୍କ ନିରାପଦ ପାଇଁ ସେଠାରେ ଆବଶ୍ୟକ ଟ୍ୟୁ ,ବେଲୁନ ,ସେଫ୍ଟି ବ୍ଲେଟ୍ ଇତ୍ୟାଦି ସରଞ୍ଜାମ

ବିପଦ ସଙ୍କୁଳ ବିଦ୍ୟୁତ ତାର, ଚାଷ ଜମିକୁ ଯାତାୟତରେ ବାଧା

ଢେଙ୍କାନାଳ ସହର କୋରିଆଁ ଠାରୁ ନରଣପୁର ପର୍ଯ୍ୟନ୍ତ ବିଦ୍ୟୁତ୍ ତାର ବିପଦ ସଙ୍କୁଳ ଭାବରେ ଝୁଲି ରହିଛି । ଫଳରେ ଚାଷୀ ମାନେ ଜମିକୁ ଯାତାୟତ କରିବାରେ ଅସୁବିଧା ହେଉଥିବାରୁ ଏହାର ପ୍ରତିକାର ନିମନ୍ତେ ଦାବି କରିଛନ୍ତି । ଗୁଣ୍ଡିଚାପଡ଼ା ଗ୍ରୀଡ ଠାରୁ ନରଣପୁର ପର୍ଯ୍ୟନ୍ତ ଉଚ୍ଚ ଶକ୍ତି

ପାଇପରୁ ବାହାରୁଛି କଳା ମଚ ମଚ ପାଣି, ୧୫ ଦିନ ହେବ ଅସୁବିଧା ଭୋଗୁଛନ୍ତି ତୁମୁସିଙ୍ଗା ଗ୍ରାମବାସୀ

ପାଇପରୁ ବାହାରୁଛି କଳା ମଚ ମଚ ପାଣି। ପିଇବା କଥା ଛାଡ଼ନ୍ତୁ, ଦେଖିଲେ ନାକ ଟେକି ହୋଇ ଯାଉଛି। ହେଲେ ନିରୂପାୟ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ର ତୁମୁସିଙ୍ଗା ଗାଁ ବାସୀ ଏ ପାଣି ପିଇବାକୁ ବାଧ୍ୟ। କାରଣ, ସେମାନଙ୍କ ପାଖରେ ନାହିଁ କୌଣସି ବିକଳ୍ପ। ଗାଁ କୁ ପାନୀୟ ଜଳ

ମିନତୀ ଙ୍କ ପାଇଁ ଆବାସ ସାତ ସପନ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗ୍ରାମ ପଞ୍ଚାୟତ ଉସ୍ତପାଳ ଗ୍ରାମ ରେ ନିସହାୟ ବିଧବା ମହିଳା ମିନତୀ ସାହୁ (୬୫) ସ୍ବାମୀ ଗଣେଶ ସାହୁଙ୍କ ଘର ହାତୀ ଭାଙ୍ଗି ଦେଇଥିବାର ଜଣାପଡିଛି । ବାରମ୍ବାର ଘର ହାତୀ ଭାଙ୍ଗି ଦବାରୁ ଘର ତିଆରି ନ କରିପାରି ପାଖରେ ଥିବା କାଜୁ ବଗିଚା

ପୂର୍ତ୍ତ ବିଭାଗ ଚେକ ଡ୍ୟାମ ଭାଙ୍ଗିଲେ ମହିଳା

ଓଡ଼ିଶା ସରକାର ଙ୍କ ପୂର୍ତ୍ତ ବିଭାଗ ର ଭୁଲ ନିଷ୍ପତ୍ତି ହେତୁ ଦୀର୍ଘ ବର୍ଷ ଧରି ମଇଳା ପାଣି ରେ ଘାଣ୍ଟି ହେଉଥିବା ମହୁଲପାଳ ର ମହିଳା ମାନେ ଏକଜୁଟ ହୋଇ ପୂର୍ତ୍ତ ମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚେକ ଡ୍ୟାମ କୁ ହାମରରେ ପିଟି ଭାଙ୍ଗିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ପୂର୍ତ୍ତ

ବ୍ଳକ୍ ଅଫିସରୁ ବିଡିଓ ନିଖୋଜ !

ଅଫିସ ଖୋଲା ନାହାନ୍ତି ଅଫିସର । ଘଣ୍ଟାଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କରୁଛନ୍ତି ଲୋକ । ଲୋକେ ଦୂର ଦୂରାନ୍ତରୁ ଆସି ବିଡ଼ିଓଙ୍କ ଅପେକ୍ଷା କରି ଶେଷରେ ନିରାଶ ହେବାକୁ ପଡୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ସରକାରୀ

ନୂଆପାଟଣା ଗ୍ରାମରେ ଜଳକଷ୍ଟ

ହିନ୍ଦୋଳ ଉପଖଣ୍ଡ ନୂଆପାଟଣା ଗ୍ରାମରେ ଦୂଷିତ ଜଳ ପିଇବା ହେତୁ ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗାଁର ତଅଁଳା ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି । ଯେଉଁଥିରୁ ଦୂଷିତ ହଳଦିଆ ରଙ୍ଗର ପାଣି ସହିତ ଲୁହାଗୁଣ୍ଡ ବାହାରୁ ଥିବାର ଗ୍ରାମବାସୀ କହିଛନ୍ତି । ଏହି
error: Content is protected !!