News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ଭୁଶୁଡ଼ିଲା ସାରଙ୍ଗଧର ଷ୍ଟାଡିୟମର ପାଚେରୀ

ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ପାଇଁ ଜନ ହିତରେ ହେଉଥିବା କାମ ସଠିକ ଭାବରେ ହେଉନାହିଁ ଯାହାଫଳରେ ନିର୍ମାଣର ଦିନ କେତେଟାରେ ଭାଙ୍ଗି ଭୁଶୁଡି ଯାଉଛି । କାମାକ୍ଷାନଗର ଏନଏସି ଅନ୍ତର୍ଗତ ସାରଙ୍ଗଧର ଷ୍ଟାଡିୟମରେ ନିର୍ମାଣ ହୋଇଥିବା

ଗୋରଡିଆ ଗାଁରେ ଗତବର୍ଷ ଭଳି ପୁଣି ଭାଙ୍ଗିଲା କେନାଲ

ସରକାର ଚାଷୀ ଓ ଚାଷର ଉର୍ଣ୍ଣତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବାସ୍ତବରେ ତାହା କିପରି ଖର୍ଚ୍ଚ ହେଉଛି ଏହେଲା ତାର ଜ୍ୱଳନ୍ତ ଉଦାହରଣ ।ଗତବର୍ଷ କେନାଲ ଭାଙ୍ଗିଥିଲା ପୁଣି ଏହି ବର୍ଷ ପ୍ରଥମ ପାଣି କେନାଲରେ ଯେତେବେଳେ ଆସିଥିଲା ପୁଣି ଭାଙ୍ଗିଲା କେନାଲ ।କାମାକ୍ଷାନଗର ଗୋରଡିଆ

ରାସ୍ତାନିର୍ମାଣ ବନ୍ଦକୁ ନେଇ , ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କଲେ ଲୋକେ

ରାସ୍ତା ନିର୍ମାଣରେ ବାଧାସୃଷ୍ଟି ଓ ରାସ୍ତା ନିର୍ମାଣ ବନ୍ଦ ଯୋଗୁଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡନଂ -୧୫ବାସୀଙ୍କ ସହ ଆଖପାଖ ୩/୪ଟି ପଂଚାୟତ ବାସି ଆଜି ଦିନ ତମାମ ଘେରିଥିଲେ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲ ଓ ଏନ ଏ ସି ଅଫିସ । ବନ୍ଦ ରହିଲା ସରକାରୀ କାର୍ଯ୍ୟ, ଜନସାଧାରଣ

ବଜାର ମଧ୍ୟରେ ବିପଦପୂର୍ଣ୍ଣ ଡ୍ରେନ

ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ହିନ୍ଦୋଳରୋଡ ବଜାର ଧ୍ୟରେ ନିର୍ମାଣଧୀନ ଡ୍ରେନ କାର୍ଯ୍ୟ ଶେଷନହୋଇ ଦୀର୍ଘସମୟ ଧରି ଅଧାପାନ୍ତରିଆ ହୋଇ ପଡ଼ିଥିବାରୁ ହିନ୍ଦୋଳ ରୋଡ ବଜାର ଵ୍ୟବସାୟୀ ତଥା ବଜାରକୁ ଯିବା ଆସିବା କରୁଥିବା ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା

ଭାଗିରଥି ସାଗର ଭିତରେ ଖୋଳା ଯାଇଥିବା ସମସ୍ତ ପଙ୍କ ଓ ମାଟି ବାହାରକୁ ସ୍ଥାନାନ୍ତର ପାଇଁ ଦାବି

ଭାଗିରଥି ସାଗରର ପୁନଃରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଅନେକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି l ସେହି ବୈଠକରେ ପୌରାଧ୍ୟକ୍ଷା ଓ ଅନ୍ୟ ଦୁଇଜଣ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଉପସ୍ଥିତିରେ ପୌରପାଳିକା ସଭାଗୃହରେ ନିଷ୍ପତ୍ତି ନିଆଗଲା ଯେ ପୁଷ୍କରିଣୀ ମଧ୍ୟରୁ ସମସ୍ତ ପଙ୍କ ଓ ମାଟି ବାହାରକୁ ନିଆଯିବ

ପାଣି ସମସ୍ୟା ନେଇ କାରନ୍ଦା ଗ୍ରାମବାସୀ ଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କାରାନ୍ଦା ଗ୍ରାମ ପଞ୍ଚାୟତ କାରନ୍ଦା ଗ୍ରାମର ସିଜୁବଣିଆ ଓ ରଗଡ଼ି ସାହି ବସ୍ତି ବାସିନ୍ଦା ପାନୀୟ ଜଳ ଅଭାବ ନେଇ ଆଜି ସକାଳେ ଗୁଡ଼ିଆକାଟେଣି ହିନ୍ଦୋଳ ରାଜରାସ୍ତାର ତାରିଣୀ ଛକ କାରନ୍ଦା ଠାରେ ସକାଳ ୬ଘଟିକା ସମୟରୁ ରାସ୍ତା କୁ ଅବରୋଧ କରିଥିଲେ l

ଶୋଚନୀୟ ଅଵସ୍ଥାରେ ବଣିଆପଡ଼ା ଗାଁ ରାସ୍ତା

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଣିଆପଡ଼ା ଗାଁ କୁ ଯାଇଥିବା ରେଲୱେ ଅଣ୍ଡର ପାସ ରାସ୍ତା ଶୋଚନୀୟ ଅବସ୍ଥାରେ ପରିଣତ ହୋଇଛି ।ଏହା ଗାଁ କୁ ଯିବାକୁ ମୁଖ୍ୟ ରାସ୍ତା ହୋଇଥିବା ବେଳେ , ନିକଟସ୍ଥ ବାଲିଘାଟକୁ ସେହି ରାସ୍ତା ଦେଇ ଦୈନିକ ଶତାଧିକ ଥର ବାଲିବୋଝେଇ ହାଇୱା ଯିବା ଆସିବା କରୁଛି ।।

ହାତୀ ଆକ୍ରମଣରେ ଆହତ କାଳନ୍ଦୀଙ୍କୁ ମିଳୁନାହିଁ ଆର୍ଥିକ ସହାୟତା

ଗତ ଡିସେମ୍ବର ୨୦୨୩ ଦଶ ତାରିଖ ସକାଳ ୫ଟା ବେଳେ ଗଁଦିଆ ବ୍ଲକ ଆଙ୍କୁରଦା ଗ୍ରାମର କାଳନ୍ଦୀ ପ୍ରଧାନ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ l ତାଙ୍କର ଡାହାଣ ଗୋଡ଼ଟି ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଚାରି ଜାଗାରେ ଭାଙ୍ଗି ଯାଇଛି l ସେ କଟକ ଅଶ୍ୱିନୀ ହସ୍ପିଟାଲରେ ଲକ୍ଷାଧିକ

ବେଧଡ଼କ ଚାଲିଚି ଗଛ କଟା, ବନ ବିଭାଗ ନିରବ ଦ୍ରଷ୍ଟା

ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନରେ ବେଧଡକ ଭାବେ ଚାଲିଚି ଗଛ କଟା। ଅଜଣା ପରି ଚୁପ ବସିଚି ବନ ବିଭାଗ ଅଧିକାରୀ , କାହା ବଳରେ ବଳିଆନ ଏବେ କାଠ ମାଫିଆ। ଝିଲ୍ଲି ଠାରୁ ଚାଉଳିଆଝରଣ ଯିବା ରାସ୍ତାରେ ଝିଲ୍ଲି ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ବନବିଭାଗର ସୁରକ୍ଷିତ ଜଙ୍ଗଲ ଏବେ

ନିମ୍ନ ମାନର କାମ ପାଇଁ ବିଦ୍ୟୁତ ସଂଯୋଗ ପୂର୍ବରୁ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ !

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାସ୍ତବରେ ଏହା ସଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା କାରଣରୁ ଅନେକ ଯୋଜନା ଲୋକଙ୍କ କାମରେ ଆସୁ ନଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ , ଏହି ବ୍ଲକ କେରଯୋଲି ପଞ୍ଚାୟତ ରୋଡ଼ଙ୍ଗ ଗ୍ରାମ
error: Content is protected !!