News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ଦର୍ଜନୀରେ କମ୍ୟୁନିଟି ଘରେ ଲୁହା ବିମ

ସରକାରୀ ଟଙ୍କାରେ ନିର୍ମାଣ କରାଯାଇଥିବା କମ୍ୟୁନିଟି ସେଣ୍ଟରରେ ବିଦ୍ୟୁତ ଖୁଣ୍ଟ ଦେଇ କାମ ଚଳାଇ ଦିଆଯାଇଥିବା ଦେଖାଦେଇଛି । ଖବର ନେବାରେ ଜଣାଯାଉ ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଚାଂୟତର ଦର୍ଜନୀ ଗ୍ରାମର ପାତ୍ର ସାହି । ଏହି ବସ୍ତିରେ ଅନୁସୂଚିତ ଜାତିର ବ୍ୟକ୍ତିମାନେ ବାସ

ଅର୍ଥ ସାଜିଛି ବାଧକ, ଦୁଇ ବର୍ଷ ହେଲା ବିଛଣା ରେ ଜ୍ଞାନରଞ୍ଜନ

ଓଡ଼ିଶା ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କିମ୍ବା କେନ୍ଦ୍ର ସରକାରଙ୍କର ହେଲଥ୍ କର୍ଡ ହେଉ ତାହାର ସୁବିଧା ଜାଣି ପାରୁନାହାନ୍ତି ଗ୍ରାମାଞ୍ଚଳରେ ଥିବା ଅଶିକ୍ଷିତ ଲୋକମାନେ । ନିର୍ବାଚନ ସମୟରେ ମିଠା ମିଠା କଥା କହୁଥିବା ସରପଞ୍ଚ କିମ୍ବା ଆଶା କର୍ମୀ କେହି ବି ସଠିକ୍ ବାଟ

ଚାଷିଙ୍କ ବାଟ ଓଗାଳୁଛି ରେଳପ୍ରକଳ୍ପ ; ଚିନ୍ତାରେ ଚାଷୀ ,ବିପଦଶଙ୍କୁଳ ଭାବେ ରେଳଲାଇନ ପାର ହୋଇ ଯିବାକୁ ପଡୁଛି ବିଲକୁ

ଚାଷୀର ଉର୍ନତି ହେଲେ ଦେଶ ଉର୍ନତି ହୋଇପାରିବ।ଏ ଚିନ୍ତାଧାରା ନେଇ କେନ୍ଦ୍ରର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା ଚାଷିଙ୍କ ଉଦ୍ୟେଶ୍ୟରେ କାର୍ଯ୍ୟକାରି କରାଯାଉଛି।କିନ୍ତୁ କାମାକ୍ଷାନଗରରୁ ବ୍ଲକ ବଡ ଶୁଆଁଳ ଠାରେ ରେଳ ପ୍ରକଳ୍ପ ନିର୍ମାଣ ହେବାଦ୍ବାରା ଅଞ୍ଚଳର ଚାଷୀ

ପାନୀୟ ଜଳରୁ ବଞ୍ଚିତ ୨ଟି ୱାର୍ଡ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗା ପଞ୍ଚାୟତ କୁସୁପଙ୍ଗା ଗ୍ରାମର ଭଞ୍ଜ ସାହୁ ଏବଂ ମହାରଥୀ ସାହିରଲୋକ ମାନେ ପିଇବା ପାଣିର ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଦୁଇ ୱାଡବାସୀଙ୍କ ପାଇଁ ପୂର୍ବରୁ ବ୍ରାହ୍ମଣୀ ନଦୀ କୂଳରୁ ପାଇପ ଯୋଗେ ସେମାନଙ୍କୁ

ସୁବର୍ଣ୍ଣ ଙ୍କୁ ଆବାସ ଯୋଜନା ସାତସପନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ରେଣ୍ଠାପାଟ ପଞ୍ଚାୟତର ତଳପାଣିଗେଙ୍ଗୁଟିର ସୁବର୍ଣ୍ଣ ନାୟକଙ୍କ ସ୍ଵାମୀ ବିଗତ ବର୍ଷ ହେବ ମୃତ୍ୟୁ ଘଟିଥିବା ବେଳେ ନିଜର ତିନି ଝିଅ ଓ ଦୁଇ ପୁଅ କୁ ନେଇ ଅତି ଅଭାବ ଅନଣ୍ଟନରେ ଜୀବନ ବିତାଉଛନ୍ତି । ସରକାର ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଓ ବିଜୁ

ବିଦ୍ୟାଳୟ ତୋରଣ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୋରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଦର୍ଶାଇ ଗ୍ରାମାବାସୀ ମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସରକାରଙ୍କ ତରଫରୁ ପଞ୍ଚାୟତ ରାଜ ବିଭାଗ ଦ୍ୱାରା ବିଦ୍ୟାଳୟର ଗେଟ କାର୍ଯ୍ୟ

କାର୍ଯ୍ୟକ୍ଷମ ହେଉନି ମହାବିଦ୍ୟାଳୟ ହଷ୍ଟେଲ ; ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବ୍ଲକର "ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ" ର ଅବ୍ୟବସ୍ଥା କହିଲେ ନସରେ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ଥିତ "ବାଜିରାଉତ ସ୍ମୃତି ମହା ବିଦ୍ୟାଳୟ" ରେ

ଧାନମଣ୍ଡି ଖୋଲିବା ନେଇ ଆଶଙ୍କାରେ ଚାଷୀକୂଳ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ ମିଲର

ଗାଁ ଗାଁରେ ଚାଲିଛି ବେଆଇନ ମାଟି ଇଟାଭାଟି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ଅଞ୍ଚଳ ଗାଁ ଗୁଡ଼ିକରେ ପୁଣି ସଜବାଜ କଲେଣି ବେଆଇନ ମାଟି ଇଟା ମାଲିକ ମାନେ । ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ର କୂଳ ପଠା ଏବେ ମାଟି ଇଟା ମାଫିଆ ଙ୍କ କବଜାରେ । ଖାସ୍ କରି କୁଆଳୋ ରାଜସ୍ବ ନୀରିକ୍ଷକ ଙ୍କ ଅଧୀନରେ ଥିବା ଜଟିଆ

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶୁଆଖାଇକାଟେଣୀ ପଞ୍ଚାୟତ କନ୍ଧଗଡା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମାବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।ଶୁଆଖାଇକାଟେଣୀ ପଞ୍ଚାୟତ କନ୍ଧଗଡା ଗ୍ରାମରେ ୭ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ଗତ ୫ ବର୍ଷ ତେଳ ପାନୀୟ ଜଳ
error: Content is protected !!