News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ଜାତୀୟ ରାଜପଥ ନିର୍ମାଣ ରେ ଅନିୟମିତତା ଅଭିଯୋଗ

୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ ରେ ଅନିୟମିତତା କରୁଛି ଠିକାସଂସ୍ଥା l ଗ୍ରାମବାସୀ ଙ୍କ ଅଭିଯୋଗ କୁ ପ୍ରତ୍ୟାଖ୍ୟାନ କରି ଅସଦ ବ୍ୟବହାର କରୁଛନ୍ତି ଠିକାସଂସ୍ଥା ର ମ୍ୟାନେଜର l ଏହିପରି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ସହର ର ଆଳତୁମା ଗାଁ ରେ l କାମାକ୍ଷାନଗର ସହର ଦେଇ ଯାଇଥିବା ୫୩

ଝାଡା ବାନ୍ତିରେ ଗଲାଣି ତିନି ମୁଣ୍ଡ

ଗତ ୨୫ ତାରିଖ ରୁ ଓଡ଼ାପଡ଼ା ବ୍ଲକ ନୟାଭାଗିରଥିପୁର ଗ୍ରାମ ପଞ୍ଚାୟତ ଅଧୀନ କୁଞ୍ଜବିହାରୀପୁର ଆଦିବାସୀ ବସ୍ତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ୮ ରୁ ୧୦ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ କଟକ କୁ ଓ ଦୁଇ ଜଣ ଢେଙ୍କାନାଳ

ଜରାଜୀର୍ଣ୍ଣ ଅବସ୍ଥା ରେ ଇନ୍ଦ୍ରଜିତ ଖୁଦ୍ର ଜଳସେଚନ ପ୍ରକଳ୍ପ

କାମକ୍ଷାନଗର ଉପଖଣ୍ଡ ପରିମାଳ ଅଂଚଳର ଅଁଳାବେରେଣୀ ଠାରେ ଆଜକୁ ପ୍ରାୟ ୪୫ ବର୍ଷ ପୂର୍ବେ ଇନ୍ଦ୍ରଜିତ ଖୁଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ପ୍ରତେକ ବର୍ଷ ଇନ୍ଦ୍ରଜିତ ର ପୁନଃରୁଦ୍ଧାର ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜି ଏହା ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ିଛି

ଖପୁରୀ ପ୍ରତ୍ୟାରୋପଣ ଲାଗି କେଶବ ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

ଗରିବଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ସାଜିଛି ବରଦାନ। ତଥାପି ମେଣ୍ଟୁନି ଅଭାବ । ବିଜୁ ସ୍ବାସ୍ଥ୍ୟ କାର୍ଡ ରୁ ଟଙ୍କା ଶେଷ ହୋଇଯିବା ପରେ ଅଧିକ ଟଙ୍କା ଯୋଗାଡ ପାଇଁ କହି ହସ୍ପିଟାଲରୁ ବାହାର କରିଦିଆଯାଇଛି । ଆଉ ୩ଲକ୍ଷ ଯୋଗାଡ କଲେ ଖପୁରୀ ପ୍ରତ୍ୟାରୋପଣ ହୋଇପାରିବ ବୋଲି

ଢେଙ୍କାନାଳ ରକ୍ତଭଣ୍ଡାର କେନ୍ଦ୍ରରେ ବ୍ୟାପକ ଅନିୟମିତତା, ନାହାନ୍ତି ଆବଶ୍ୟକ ପରିମାଣର କର୍ମଚାରୀ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତ ଖାଲି ହେବାରେ ଲାଗିଛି । ଏପରିକି ଅତ୍ୟାବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ଦେବା ପାଇଁ ରକ୍ତ ନାହିଁ । ପ୍ରତି ବର୍ଷ ଗ୍ରୀଷ୍ମରେ ଏଭଳି ରକ୍ତ ସଂକଟ ଦେଖାଦେଇଥାଏ । ସଂଗ୍ରହ ଠାରୁ ଆବଶ୍ୟକତା ପରିମାଣ ଅଧିକ ରହୁଥିବା ହେତୁ ଏବେ

୧୦ ଲକ୍ଷ ଟଙ୍କାର ଭାଙ୍ଗିଲା ଆଇ ଲଭ ଭୁବନ

ଭୁବନ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ମୁକ୍ତା ଯୋଜନା ର ଖର୍ଚ୍ଚ କରୁଛନ୍ତି। ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ନିର୍ମାଣ ରେ ବ୍ୟବହୃତ ସାମଗ୍ରୀ ର ମାନ ଏଭଳି ହୋଇଛି ଯେ ତାହା ଉଦଘାଟନ ପୂର୍ବରୁ ଭାଙ୍ଗି ଯାଇଛି। ଖବର ନେବାରେ ଜଣା ଯାଏ ଯେ, ଭୁବନ ବିଜ୍ଞାପିତ ଅଞ୍ଚଳ

ଘରଡିହ ପଟା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଓ୍ବାର୍ଡ ନମ୍ବର ୬ ର ବାସିନ୍ଦା ମାନେ ସ୍ଥାୟୀ ଘରଡିହ ପଟା ଦାବିରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ୫୦ରୁ ଉର୍ଧ ହିତାଧିକାରୀ ଏକାଠି ହୋଇ ଗୁଣ୍ଠିକିଆ ପଟା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି

ନିର୍ମାଣ ପାଇଁ କୋଟିକୋଟି ହେଲେ ସ୍ୱାସ୍ଥ୍ୟ ସେବା ପାଇଁ ନାହିଁ ପାଣ୍ଠି , ବନ୍ଦ ରହିଛି ଢେଙ୍କାନାଳ ପୌର ଦାତଵ୍ୟ ହୋମିଓ…

ରାଜ୍ୟବାସୀଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଢେଙ୍କାନାଳ ପୌର ଦାତଵ୍ୟ ହୋମିଓ ଚିକିତ୍ସାଳୟ ରେ ଏହାର ବିପରିତ ଦିଗ ଦେଖା ଦେଇଛି । ବହୁତ ବର୍ଷ ପରେ ହୋମିଓ ଚିକିତ୍ସାଳୟ ନିଜସ୍ୱ ଗୃହ ପାଇଥିବା ବେଳେ ଏବେ ତାହା ବନ୍ଦ ହେବାକୁ

ପଦାରେ ପଡିଲା ପୌରପାଳିକାର ପୋଖରୀ ଦୁର୍ନୀତି, ପୋଖରୀ ପୁନରୁଦ୍ଧାର ପାଇଁ ଆସିଥିବା କୋଟିକୋଟି ଅର୍ଥକୁ ଆତ୍ମସାତ !

ସହରାଞ୍ଚଳରେ ଥିବା ଜଳାଶୟ ଗୁଡ଼ିକୁ ପୁନରୁଦ୍ଧାର କରାଯିବା ଯେଉଁ ଜଳଶୟ ବା ପୋଖରୀ ଗୁଡ଼ିକ ଅବ୍ୟବହୃତ ଅବସ୍ଥାରେ ରହିଛି ତାହାକୁ ବ୍ୟବହାର ଉପଯୋଗୀ କରାଯିବ । ଭୂତଳ ଜଳସ୍ତର ବୃଦ୍ଧି ସହ ଅବସର ବିନୋଦନ ପାଇଁ ଏହି ଜଳାଶୟ ଗୁଡ଼ିକୁ ପ୍ରସ୍ତୁତ ମଧ୍ୟ କରାଯିବ। ଏଭଳି କିଛି ଲକ୍ଷ୍ୟ ନେଇ ଗୃହ ନିର୍ମାଣ

ଖର୍ଚ୍ଚ ଅନୁଯାୟୀ ହେଲାନି ଅମଳ ,ଚିନ୍ତାରେ ଆଳୁ ଚାଷୀ

ରାଜ୍ୟରେ ଆଳୁ ସଙ୍କଟ ରହିଥିବା ବେଳେ ଚାଷୀମାନେ କରୁଛନ୍ତି ଆଳୁଚାଷ , କିନ୍ତୁ ସେମାନଙ୍କୁ ମିଳୁନାହିଁ ସରକାରୀ ପ୍ରତ୍ସାହନ । ଖର୍ଚ୍ଚ ଅନୁସାରେ ଅମଳ ନାହିଁ ଯେତିକି ଅମଳ ହେଲା ତାକୁ ସାଇତି ରଖିବା ଚିନ୍ତାରେ କାମାକ୍ଷାନଗର ଆଳୁ ଚାଷୀ ନାହିଁ ଶୀତଳ ଭଣ୍ଡାର । ଢେଙ୍କାନାଳ ଜିଲ୍ଲା
error: Content is protected !!