News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ସୁରେଖା

ନାମ ସୁରେଖା ସାହୁ, ବୟସ ୬୦ ରୁ ଅଧିକ ବ୍ଲଡ଼ ପ୍ରେସର୍, ଡାଇବେଟିସ, ଇସନଫୁଲିଆ ଭଳି ରୋଗରେ ପୀଡ଼ିତା। ମାସକୁ ୨୦୦୦ରୁ ଅଧିକ ଟଙ୍କା ର ମେଡିସିନ ଖାଉଛନ୍ତି। ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ପଞ୍ଚାୟତ ଜୁଲଙ୍ଗ ଗାଁ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ବିଡ଼ିଓ ଓ

ଦୁର୍ଘଟଣାପ୍ରବଣ ସ୍ଥାନ ପାଲଟିଛି ସଂଯୋଗୀ କରଣ ରାସ୍ତା !

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ପଞ୍ଚୁପଟି - ସିମିନଇ ବାଇପାସ ରେ ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିବାରେ ଲାଗିଛି । ତେବେ ସିମିନଇ ଏବଂ ସଦାଶିବପୁର ଉଭୟ ବାସିନ୍ଦାଙ୍କ ଏହା ନିତିଦିନିଆ ରାସ୍ତା । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ରାଜପଥ କୁ

ବିଦ୍ୟୁତ୍ ବିଭ୍ରାଟ ଦୂର କରିବା ପାଇଁ ୨ ବର୍ଷ ତଳେ ସ୍ଥାପିତ ହୋଇଥିଲା ଟ୍ରାନ୍ସଫର୍ମର ; ଆଜିଯାଏଁ ହୋଇପାରିଲା ନାହିଁ…

ଢେଙ୍କାନାଳ ଜିଲ୍ଲାର ବିଦ୍ୟୁତ୍ ସେବାର ଅବସ୍ଥା ଦିନକୁ ଦିନ ଅବହେଳିତ ହୋଇ ଚାଲିଛି। ଏହି କାରଣରୁ ଉପଭୋକ୍ତା ହଟହଟା ହେବାକୁ ମଧ୍ୟ ପଡୁଛି। ବିଦ୍ୟୁତ୍ ବିଲ୍ ଠାରୁ ଆରମ୍ଭ କରି ସେବା ପ୍ରଦାନର ବିଭିନ୍ନ ପ୍ରକାର ତୃଟି ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଉଛି। ଜିଲ୍ଲାର ଗଁଦିଆ ବ୍ଲକ

ଗ୍ରୀଷ୍ମ ଗଲା! ବର୍ଷା ଗଲା! ଆଉ ଏବେ ହାଡ଼ଭଙ୍ଗା ଶୀତ କିନ୍ତୁ ଗତ ବର୍ଷ ଅଗ୍ନିକାଣ୍ଡ ରେ ସର୍ଵଶ୍ୱ ହରାଇଥିବା ପରିବାରକୁ…

ଗ୍ରୀଷ୍ମ ଗଲା! ବର୍ଷା ଗଲା! ଆଉ ଏବେ ହାଡ଼ଭଙ୍ଗା ଶୀତ! ଗତ ବର୍ଷ ହୋଲି ବେଳେ ଅଗ୍ନିକାଣ୍ଡ ଘଟି ଚାରି ଚାରିଟି ପରିବାର ସର୍ବସ୍ବାନ୍ତ ହରାଇ ବସିଛନ୍ତି। ଦୀର୍ଘ ଦିନ ହେଲା ପିଲାଛୁଆ ଧରି ପଲିଥିନ ତଳେ ଜୀବନ ବିତାଇବାକୁ ପଡୁଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ

ରାସ୍ତା କଡ଼ରେ ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟି

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡପାଳ ଛକ ରାଧାକୃଷ୍ଣ ମନ୍ଦିର ନିକଟ ଛକରେ ବିଦ୍ୟୁତ୍ ଖୁଣ୍ଟ ବାଟୋଇ ମାନଙ୍କ ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଁ କୁ ବିଜୁଳି ସଂଯୋଗ ହେବା ଦିନଠାରୁ ଏ ଖୁଣ୍ଟ ଅଛି। ଏତେ ବର୍ଷର ଲୁହା ଖୁଣ୍ଟ ମୂଳ କଳଙ୍କି

ବିନା ଡାକ୍ତର ରେ ଚାଲିଛି ଯୋରନ୍ଦା ଆୟୁର୍ବେଦ ଚିକିତ୍ସାଳୟ

ଗଁଦିଆ ବ୍ଳକ୍ ଯୋରନ୍ଦ। ମହିମାଗାଦି ରେ ଥିବା ଯୋରନ୍ଦ। ଆୟୁର୍ବେଦିକ ଚିକିତ୍ସାୟରେ ଡାକ୍ତର ପଦ ଖାଲି ପଡ଼ିଥିବାରୁ ଅଞ୍ଚଳର ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ପ୍ରାୟ ୧୦ ଟି ପଞ୍ଚାୟତ ର ଜନସାଧାରଣ ନିର୍ଭର କରୁଛନ୍ତି । ଏଠାରେ ପୂର୍ବରୁ ଥିବା ଡାକ୍ତର ଙ୍କୁ କୋଭିଡ ଦାୟିତ୍ୱରେ

ଶତକଡ଼ା ୯୦ ପ୍ରତିଶତ ଅକ୍ଷମ ବୋଲି ପ୍ରମାଣ ପତ୍ର ଥାଇ ମଧ୍ୟ, ସରକାରୀ ସୁଵିଧାରୁ ବଞ୍ଚିତ

ଦୁଇ ପୁଅରେ ଗୋଟିଏ ଝିଅ, ଜନ୍ମରୁ ଶରୀରର ନିମ୍ନ ଭାଗ କାମ କରୁ ନାହିଁ। ଅଣ୍ଟା ସଳଖି ଚାଲିବା ଦୂର କଥା ଆଜି ପର୍ଯ୍ୟନ୍ତ ଘୁଷୁରୀ ଘୁଷୁରୀ ନିଜର ସବୁ କାମ କରୁଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମର ଜଗନ୍ନାଥ ପରିଡ଼ାଙ୍କ ଝିଅ ଶ୍ରାବଣୀ ପରିଡ଼ା ବୟସ ମାତ୍ର ୧୬ ବର୍ଷ ।

ଭଙ୍ଗାଘରେ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ

କେଉଁ ଅମଳରୁ ଘରର ମରାମତି ହୋଇ ନାହିଁ ! ଘରର ଛପର ନାହିଁ କହିଲେ ଚଳେ । ଘରେ ସଦସ୍ୟ କହିଲେ ଜଣେ ୬୬ ବର୍ଷୀୟା ବିଧବା ବୃଦ୍ଧା। ସ୍ବାମୀ କେଉଁ ଦିନରୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି । ତିନି ସନ୍ତାନ ବିବାହ ପରେ ଏକାକୀ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ ସାହୁ। କଙ୍କଡ଼ାହାଡ଼

ପିଚୁ ରାସ୍ତା ମରାମତି ନା ରେ ଲୁଟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବlଇଁଶିଆ ପଞ୍ଚାୟତ ର ଆମ୍ବବlହାଳି ଛକ ଠାରୁ ବାଲିଯୋରନ୍ଦା ଦେଇ ରାଇତାଳା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହୋଇଥିବା ପିଚୁ ରାସ୍ତା ମରାମତି ନିମ୍ନ ମାନର l ପନ୍ଦର ଦିନ ନଯାଉଣୁ ଗୋଡି ସବୁ ଉଠି ଯାଇଛି l ଏହି ଦୁଇ ବର୍ଷ

ଭଙ୍ଗା ଆଜବେଷ୍ଟ ତଳେ ଚାଲିଛି ରୋଗୀ ସେବା, ନାହାଁନ୍ତି ସ୍ଥାୟୀ ଡାକ୍ତର ରୋଗୀ ସେବା କରୁଛନ୍ତି ଷ୍ଟାଫ୍ ନର୍ସ

କଙ୍କଡାହାଡ ବ୍ଲକ ଏକ ଆଦିବାସୀ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ। କଙ୍କଡାହାଡ ବ୍ଲକର କେନ୍ଦ୍ର ସ୍ଥଳ ମହାବିରୋଡ ଠାରେ ୧୦ଟି ପଞ୍ଚାୟତର ମହାବିରୋଡ, ଦଶିପୁର, ପଙ୍ଗାତିରା,ଝିଲ୍ଲୀ, କୁଟୁରିଆ,ବାମ୍,ଗଡପଳାଶୁଣୀ,ବିରିବୋଲାଇ,ଚାନ୍ଦପୁର ,ଘାଗରାମୁଣ୍ଡାର ୭୦ ହଜାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସେବା
error: Content is protected !!