News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ବାଇସିଙ୍ଗା ଗାଁରେ ଜାତୀୟ ରାଜପଥ ଓଭର ବ୍ରିଜ ନିର୍ମାଣ ବିଳମ୍ବ

କାମାକ୍ଷାନଗର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ସମ୍ପ୍ରସାରଣ ହୋଇଛି ରାସ୍ତା ସମ୍ପୂର୍ଣ୍ଣ ହେଲାପରେ ପୁଣିଥରେ ଓଭର ବ୍ରିଜ ନିର୍ମାଣ ପାଇଁ ଭଲ ରାସ୍ତାକୁ ଭାଙ୍ଗିଲେ ଆଉ ନିର୍ମାଣ ପୁଣିଥରେ ନୂତନ ଭାବରେ ନିର୍ମାଣ ହେବାରେ ହେଉଛି ବିଳମ୍ବ , ଯାହାଫଳରେ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ସରକାରୀ ରାସ୍ତା ନିର୍ମାଣ କୁ ଆଳୁସିଂ ଗ୍ରାମବାସୀ ଙ୍କ ବିରୋଧ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଅଞ୍ଚଳରେ ଏକ ରାସ୍ତା ନିର୍ମାଣରେ ବାରମ୍ବାର ବାଧା ସୃଷ୍ଟି କରାଯାଉଥିବାରୁ ଅଞ୍ଚଳ ବାସୀ ହିନ୍ଦୋଳ ଉପ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ୫ ଟି ପଞ୍ଚାୟତ ଅଧିବାସୀ ଉପକୃତ ହେବେ । ମାତ୍ର ନିଜ ସ୍ୱାର୍ଥ

କଂସରା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତରେ ସରକାରୀ ଯୋଜନାରେ ଆବାସ ଗୃହ ନିର୍ମାଣରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଇ ପଞ୍ଚାୟତ ସ୍ତରରେ ଓ ବ୍ଲକ ସ୍ତରରେ ଲାଞ୍ଚ କାରବାର କରି କେତେକ ଥିଲା ବାଲା ଲୋକ ଆବାସ ଗୃହ ହାତେଇ

ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ଶଯ୍ୟାଶାୟୀ ରମେଶ

ଭୁବନ ବ୍ଲକ ବାଲିବୋ ଗ୍ରାମ ପାତ୍ର ସାହିର ରମେଶ ପାତ୍ର ,ସ୍ତ୍ରୀ ପୁଷ୍ପଲତା , ଗୋଟିଏ ଝିଅ ଓ ଦୁଇ ପୁଅ ଙ୍କୁ ନେଇ ହସଖୁସିରେ ଚଳିଯାଉଥିଲା ପରିବାର l ପରଘରେ ମୁଲମଜୁରୀ କରି ପାଞ୍ଚପ୍ରାଣୀ ଙ୍କ ମୁହଁରେ ଆହାର ଦେଉଥିଲେ ରମେଶ l ଯେମିତି ସେମିତି କଷ୍ଟ ରେ ହେଲେ ମଧ୍ୟ ପରିବାର ର ପ୍ରତିପୋଷଣ

ବ୍ୟାଙ୍କିଙ୍ଗ ସେବାରେ ପ୍ରତିବନ୍ଧକ ସାଜିଛି ପାର୍କିଂ ବ୍ୟବସ୍ଥା

ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି ପାର୍କିଂ ବ୍ୟବସ୍ଥା । ଗଁଦିଆ ବ୍ଲକର ପ୍ରମୁଖ କେନ୍ଦ୍ର ବଣିଆପଡା ଛକ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାଟି ପ୍ରାୟ ୭ବର୍ଷ ହେବ ଏଠାରେ କାର୍ଯ୍ୟ କରୁଅଛି ଏହାର ମୁଖ୍ୟ ସମସ୍ୟା ହେଉଛି ପାର୍କିଂ ବ୍ୟବସ୍ଥା । ଏଠାରେ ପାର୍କିଂ ର

ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଓଡ଼ାପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ମେରାମଣ୍ଡଳି ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଇଥିବା ଅଭିଯୋଗ ହେଉଛି । ବିଧାୟିକାଙ୍କ ପାଣ୍ଠିରୁ ୩ଲକ୍ଷ ୫୦ ହଜାର ଟଙ୍କା ଅଟକଳରେ ଏହି ରାସ୍ତା ନିର୍ମାଣ ହେଉଛି । ଗ୍ରାମର ଗାଣ୍ଡୁ ମାଳି ଛକ ଠାରୁ ଶ୍ରୀଧର ସେଠୀ ଘର ପର୍ଯ୍ୟନ୍ତ

ଅଛୁଆଁ ବୋଲି ମିଳୁନି ପିଇବା ପାଣି !

ଅଛୁଆଁ ଜାତି ବୋଲି ମିଳୁନି ଟୋପାଏ ପାଣି । କୂଅ ପୋଖରୀ ସବୁ ମନା । ଫଳରେ ହନ୍ତ ସନ୍ତ ହେଉଛନ୍ତି ଦଳିତ ବସ୍ତି ବାସିନ୍ଦା । ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କ ମଧ୍ୟରେ ଲାଗିରହିଥିବା ବିବାଦରୁ ଏଓଆରୁ ଅଭାବନୀୟ ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ । ଫଳରେ ଅସହାୟ ଏକତାଳି

ହାତୀ ଘେରରେ ହିନ୍ଦୋଳ ,ଜନଜୀବନ ଅସ୍ତବ୍ୟସ୍ତ

ଢେଙ୍କାନାଳ ଜିଲ୍ଲାରେ ଫେଲ ମାରିଛି ବନବିଭାଗ । ଯାହାବି ହୋଇଗଲେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ବିଭାଗର । ସର୍ବୋପରି ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନବିଭାଗର ଅପାରଗତା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ସାରିଲାଣି ।ବର୍ତ୍ତମାନ ହିନ୍ଦୋଳ ରେ ପ୍ରାୟ ୨୫୦ ରୁ ୩୫୦ ବଣୁଆ ହାତୀ ରହିଥିବା

ଗୁମୁରି କାନ୍ଦୁଛି ବାନା ପାହାଡ଼

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଓଡାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଦକ୍ଷିଣ ପାର୍ଶ୍ୱରେ ଥିବା ବାନା ପାହାଡ଼ ଆଜି ଗୁମୁରି ଗୁମୁରି କାନ୍ଦୁଛି । ସୂଚନା ମୁତାବକ ଯେଉଁ ବାନା ପାହାଡ଼ ଦିନେ ସବୁଜିମାରେ ପରିପୂର୍ଣ୍ଣ ହୋଇ ପରିବେଶର ସୁରକ୍ଷା କବଚ ପାଲଟିଥିଲା । ସେ ଆଜି ତା ବକ୍ଷରୁ ହସି

ଜଣେ ଶିକ୍ଷକରେ ଚାଲିଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ

ଗଁଦିଆ ବ୍ଲକ୍ ଅନ୍ତର୍ଗତ କାଶୀପୁର ପଞ୍ଚାୟତର ଆଦିବାସୀ ଅଂଚଳ ଗହ୍ମାରିଆ । ଏହି ଗ୍ରାମରେ ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ଓ ସାମଗ୍ରିକ ଉନ୍ନତୀ ପାଇଁ ପ୍ରତିଷ୍ଠିତ ହୋଇଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ। ୧ମରୁ ୫ମ ଶ୍ରେଣୀ ରହିଥିବାବେଳେ ପିଲା ସଂଖ୍ୟା ୬୧ ଓ ଶିକ୍ଷକ ସଂଖ୍ୟା ଏକ I
error: Content is protected !!